भारतीय भाषाओं द्वारा ज्ञान

Knowledge through Indian Languages

Dictionary

Samalpuri Odia Shabdakosha (Orissa Sahitya Akademi)

Orissa Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous12345Next >

ଏହି’ ଅର୍ଥରେ ନିକଟବର୍ତ୍ତୀ ବ୍ୟକ୍ତି , ବସ୍ତୁ ବା ସ୍ଥାନର ସୂଚନା ଦେବାପାଇଁ ବ୍ୟବହୃତ ସର୍ବନାମ-ବିଶେଷଣ | ଦୃ : ଇ ପିଲା, ଇ କଲମ୍, ଇ ଘର୍, ଇ ସହର୍ | ପର-ଶବ୍ଦାଂଶ | କ୍ରିୟା-ମୂଳ ସହିତ ଲାଗିଲେ ବିଶେଷ୍ୟ ଗଠିତ ହୁଏ | ଦୃ : କାଂଦ୍ : କାଂଦି, ରଡ଼୍ : ରଡ଼ି | ବିଶେଷ୍ୟ ସହିତ ଲାଗିଲେ ବିଶେଷଣ/ଗୁଣବାଚକ ବିଶେଷ୍ୟ ଗଠିତ ହୁଏ | ଦୃ : ଟୁଁଡ଼୍ : ଟୁଁଡ଼ି, କଜଲ୍ : କଜଲି, ସୁଆଦ୍ : ସୁଆଦି

ଇ ଘଡ଼ି

ସ. ବର୍ତ୍ତମାନ

ଇ ଜତିଆ

ବିଂ. ଏହି ଆକାରର

ଇ ପାଲି

ସ. ଏ ଥର

ଇ ଫାଲେ

ସ. ଏ ପାଖରେ, ଏ ଅଂଚଳରେ

ଇ ବାଗିର୍

ସ. ଏପରି

ଇ ବୁଆ

ଧ୍ୱ. ଅନ୍ୟର କଥା ବା କାର୍ଯର ମୃଦୁ ପ୍ରତିବାଦସୂଚକ ବା ନିଜ କାର୍ଯର ଔଚିତ୍ୟସୂଚକ ଧ୍ୱନି, ଈଷତ୍ ବିସ୍ମୟସୂଚକ ଧ୍ୱନି

ଇ ଲକୁନ୍

ସ. ଏହିଠାରୁ

ଇ ଲକେ

ସ. ଏଠାରେ,

ଇଆ

ପର-ଶବ୍ଦାଂଶ | ଶବ୍ଦ ସହିତ ଲାଗିଲେ ବିଶେଷଣ ଗଠିତ ହୁଏ | ଦୃ : ବାଦଲ୍ : ବାଦ୍‌ଲିଆ, ପୁହୁର୍, ପୁହୁରିଆ, ଅସ୍‌କଟ୍ : ଅସ୍‌କଟିଆ

ଇଆଁ

ପର-ଶବ୍ଦାଂଶ | ଶବ୍ଦ ସହିତ ଲାଗିଲେ ବିଶେଷଣ ଗଠିତ ହୁଏ | ଦୃ : ପୁସ୍ : ପୁସିଆଁ, ମୁଲ୍ : ମୁଲିଆ

ଇଆଦ୍

ବି. ସ୍ମରଣ

ଇଏ

ସ. ନିକଟବର୍ତ୍ତୀ ବ୍ୟକ୍ତି ପକ୍ଷରେ ବ୍ୟବହୃତ ସର୍ବନାମ | ଦୃ : ଇଏ ସେନ୍‌ତା କାମ୍ ନାଇଁ କରିପାରେ |

ଇଏଁଡ୍

ବି. ପୁଂ ଚିହ୍ନ, ଲିଂଗ

ଇକ୍‌ଠା

ବିଂ. ଏକତ୍ର

ଇଖେନ୍

ସ. ‘ଇଖ୍‌ନି’ ଦେଖ

ଇଖ୍‌ନି

ସ. ଏକ୍ଷଣି, ବର୍ତ୍ତମାନ

ଇଂଗ୍‌ରେଜି ଫୁଲ୍

ବି. ଜିନିଆ ଫୁଲ

ଇଚିର୍ ମିଚିର୍

ବି. ଦୁଇ ହାତ ପାପୁଲିକୁ ଭୂମିରେ ପାତି ଦେଇ ଆଂଗୁଠି ସବୁ ଗଣି ମୋଡ଼ିବା ଆଦି କ୍ରିୟାଯୁକ୍ତ ଶିଶୁଖେଳ ବିଶେଷ

ଇଁଚ୍‌ରାବା

କ୍ରି. ଉଖାରିବା, ଈଷତ୍ ଉନ୍ମୁକ୍ତ କରିବା
< previous12345Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App