भारतीय भाषाओं द्वारा ज्ञान

Knowledge through Indian Languages

Dictionary

Samalpuri Odia Shabdakosha (Orissa Sahitya Akademi)

Orissa Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567891314Next >

ଟକର୍

ବି.୧. ଠକାମି | ୨. ଗର୍ବ, ଅଭିମାନ

ଟକର୍ ଛାଡ଼ାବା

କ୍ରି. ଗର୍ବ ପ୍ରଦର୍ଶନ କରିବା

ଟକର୍ ପକାବା

କ୍ରି. କଳହ ପରେ ପରସ୍ପର ଘରକୁ ଯିବାଆସିବା ବଂଦ କରିବା

ଟଁକା

ବିଂ. ଟଂକା

ଟକାଟକି

ବି. ପରସ୍ପର ପାଇଁ ପ୍ରତୀକ୍ଷା

ଟଁକାଦାନି

ବି. ଟଂକା ମୁଦ୍ରାରେ ଗୁଂଥା ମାଳି

ଟଁକି

ବିଂ. ଟଂକା ମୂଲ୍ୟ ବିଶିଷ୍ଟ | ଦୃ : ଏକ୍ ଟଁକି, ଦୁଇ ଟଁକି

ଟକ୍‌ରିଆ

ବିଂ. ମନମୁଖି ଆଚରଣ କରୁଥିବା ବ୍ୟକ୍ତି

ଟଂଗା

ବି. ୧. ‘କରଂଜି’ ଠାରୁ ସାନ ହାଂଡି | ୨. କେବଳ ଗୋଟିଏ ଘୋଡ଼ା ଟାଣିବା ଗାଡ଼ି

ଟଂଗିଆ

ବି. କାଠ ଚିରିବା ଟାଂଗିଆ

ଟଂଗ୍‍ଟଂଗ୍

ବି. କାହାରି କଥା ନ ଶୁଣି, କୌଣସି ଠାରେ ନ ଅଟକି (ଚାଲିଯିବା)

ଟଁଚାଟୁଁଚି

ବି. ଆକ୍ଷେପୋକ୍ତି

ଟଚ୍

ବିଂ. ଠିକ୍ , ଅନୁରୂପ | ଦୃ : କଥାଟା ଟଚ୍ କରି ସେ କହିଦେଲା

ଟଁଟା

ବି. ତୋଟି, ବେକ, ଗ୍ରୀବା (ବାହାର ଅଂଶ)

ଟଁଟି

ବି. ତୋଟି, ଗଳା, ପାଟି (ଭିତର ଅଂଶ)

ଟଁଟିଆ

ବି. ତଂଟିଆ, ଗଳା ଧକ୍‌କା

ଟଟୋ

ବିଂ. କ୍ଷୁଦ୍ର, ସାନ

ଟଡ଼ନ୍

ବିଂ. ସଂପୂର୍ଣ (ଶିଖିଲା)

ଟଡ଼ପ୍

ବିଂ. ସଂପୂର୍ଣ, ସମୁଦାୟ | ଦୃ ; ହାଁଡ଼େ ଭାତ୍ ଟଡ଼ପ୍ ଖାଇଦେଲେ

ଟଡ଼ିଆ

ବି. ମଧ୍ୟମ ଧରଣର ହାଂଡି
< previous1234567891314Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App