भारतीय भाषाओं द्वारा ज्ञान

Knowledge through Indian Languages

Dictionary

Samalpuri Odia Shabdakosha (Orissa Sahitya Akademi)

Orissa Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567891314Next >

୧.୩ୟା ଓ ୭ମୀ ବିଭକ୍ତି ଚିହ୍ନ, କେବଳ | ଦୃ : ମୋର୍ ତ ଗୁଟେ ନ ପୋ = ମୋର କେବଳ ଗୋଟିଏ ପୁଅ | ୨. ବାକ୍ୟ ଶେଷରେ ବ୍ୟବହୃତ ନିଶ୍ଚୟାର୍ଥକ ଚିହ୍ନ

ନ‍ଇଖଁଡ଼ି

ବି. ନଦୀ କୂଳ

ନ‍ଏଦ୍

ବି. ନଦୀ

ନ‍ଏଦ୍ ତରା

ବି. ନଦୀ ତୀର

ନ‍ଏଦ୍‌ଖଁଡ଼ି

ବି. ନଦୀ ତଟ

ନ‌ଏଲାଟା

ବିଂ. ଅତି ନିଃସ୍ୱ

ନକର୍

ବି. ନୌକର, ଚାକର

ନକଲ

ବି.ଥଟ୍ଟା , ଟାପରା

ନକସ୍

ବି. ଜୁଆ ଖେଳ, ତାସ ଖେଳ

ନକା

ବି. ୧. ପକ୍ଷୀ ବିଶେଷ, | ୨. ପୂର୍ବେ ପ୍ରଚଳିତ ଏକ ପ୍ରକାର ଖେଳ | ଯାହାର ନାକ ଲଂବ ଓ ବଡ଼

ନକୁଆ

ବି. ଦଂ ବଂଧର ଉପର ଭାଗରେ ଅଟକିବା ପାଣି

ନକ୍‌ରି

ବି. ଚାକିରି

ନକ୍‌ରେନ୍

ବି. ଚାକରାଣୀ

ନଖି

ବି. ୧. ରାଣ କାଟୁ ନ କରିବା ପାଇଁ ନଖକୁ ନଖ ବଜାଇବା | ୨. ଡେକ୍‍ଚି, ଲକି

ନଖେ

ବିଂ. ଅଳ୍ପ ଟିକିଏ , ନଖାଗ୍ରରେ ରହୁଥିବା ପରିମାଣ

ନଖ୍‍କଟା

ବି. ନଖ କାଟିବା ଉପକରଣ

ନଖ୍‍ଝୁଲିଆ

ବି. ଅଳ୍ପ ଝୋଳ ଥିବା ତରକାରୀ

ନଖ୍‌ବିର୍‍ଭି

ବି. କଣନଖା ଘା’

ନଖ୍‌ବିସା

ବି. ନଖ ଘା’

ନଖ୍‌ମୁଡ଼ି

ବି. ନଖର ଅଗ୍ରଭାଗ
< previous1234567891314Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App