भारतीय भाषाओं द्वारा ज्ञान

Knowledge through Indian Languages

Dictionary

Samalpuri Odia Shabdakosha (Orissa Sahitya Akademi)

Orissa Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567893637Next >

ପଅଁରି

ବି. ଗୋଡ଼ର ବଳା, ପାଦର ଅଳଂକାର ବିଶେଷ

ପଅଁଲା

ବି. ପୋହଳା, ପ୍ରବାଳ

ପଅଁଲାମାଲି

ବି. ପୋହଳା ହାର

ପଅଁଲିବା

କ୍ରି. ରଂଧନଯୋଗ୍ୟ କରିବା ସକାଶେ ପରିବାକୁ ଖଂଡଖଂଡ କରି କାଟିବା

ପ‌ଇଟାବା

କ୍ରି. ମୁଖସ୍ଥ, ବା ସ୍ମୃତିସ୍ଥ କରିବା

ପ‌ଇଟ୍

ବିଂ. ମୁଖସ୍ଥ, ସ୍ମୃତିସ୍ଥ

ପ‌ଇଁଠି

ବି. ଛୋଟ ପିଂଢା

ପ‌ଇରବି

ବି. ଅନ୍ୟର ପକ୍ଷ ଧରି କହିବା ବିଷୟ ଓ ବଚନ

ପ‌ଇଁରି

ପ‌ଅଁରି’ ଦେଖ

ପ‌ଇସାମୁଡ଼ି

ବି. ଯେଉଁ ସ୍ତ୍ରୀ ପ‌ଇସା ବିନିମୟରେ ଦେହଦାନ କରେ

ପ‌ଉଲିବା

କ୍ରି. ପରିବାକୁ କାଟି ରଂଧନ ଉପଯୋଗୀ କରିବା

ପଏଖ୍

ବି. ପକ୍ଷ, ୧୫ ଦିନ କାଳ, ଚାଂଦ୍ରପକ୍ଷ

ପଏଁଖ୍

ବି. ପକ୍ଷୀର ପର

ପଏଗୁନ୍

ବି. ଅଭ୍ୟାସ, ବ‌ଇସିରା

ପଏଚାନ୍

ବି. ପରିଚୟ, ବ୍ୟକ୍ତି ବିଷୟରେ ଜ୍ଞାନ

ପଏଛଲା

ବି. ଶଗଡ଼ ଗାଡ଼ିର ପଛ ଦୁଇ ଦଂଡକୁ ଧରି ରଖିବା କାଠ ଖଂଡ

ପଏଟାବା

ପ‍ଇଟାବା’ ଦେଖ

ପଏଟି

ବି. ଛୋଟ ବୋତଲ, ତରଳ ପଦାର୍ଥର ମାପ ବିଶେଷ (ସଂଭବତଃ ଇଂଲିଶ୍ ‘ପାଇଂଟ୍’ ଶବ୍ଦରୁ ଗୃହୀତ

ପଏଟ୍

ପ‌ଇଟ୍’ ଦେଖ

ପଏତା

ବି. ପ‌ଇତା, ଉପବୀତ
< previous1234567893637Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App