भारतीय भाषाओं द्वारा ज्ञान

Knowledge through Indian Languages

Dictionary

Samalpuri Odia Shabdakosha (Orissa Sahitya Akademi)

Orissa Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଫ‍ଇଲ୍

ବିଂ. ବିସ୍ତାରିତ

ଫ‍ଉରନ୍

ବିଂ. ଚଂଚଳ, ଶୀଘ୍ର

ଫ‍ଏଲି

ବି. ଏକ ଜାତୀୟ ମାଛ

ଫ‍ଏଲି ଜିବା

କ୍ରି. ବ୍ୟାପି ଯିବା, ମାଡ଼ି ଯିବା | ଦୃ : ତାର୍ ଦିହ ସାରା ଖସୁ ଫ‍ଏଲି ଜାଇଛେ

ଫ‍ଏଲେଇ ଦେବା

କ୍ରି. ପରିବ୍ୟାପ୍ତ କରିଦେବା

ଫ‍ଏଲ୍

ବିଂ. ବିସ୍ତାରିତ କରିବା, ବ୍ୟାପକ କରିବା

ଫ‍ଏସ୍

ବି. ମ‍ଇଁଷି

ଫ‍ଏସ୍‌ଖିର୍‍ସା

ବି. ପ୍ରସୂତା ମ‍ଇଁଷିର ପ୍ରଥମ କ୍ଷୀରରୁ ପ୍ରସ୍ତୁତ ଖିର୍‍ସା

ଫକଟ୍

ଫୋକଟ୍’ ଦେଖ

ଫକଡ଼୍

ବିଂ. ଅଗାପଘାହୀନ ଦାୟିତ୍ୱଶୂନ୍ୟ ବାଜେ ଲୋକ

ଫକଡ଼୍‌ରାମ୍

ବି. ଅକର୍ମଣ୍ୟ ବ୍ୟକ୍ତି

ଫକତ୍

ବିଂ. ବାଜେ , ମୂଲ୍ୟହୀନ

ଫକା

ବି. ଫିତା | ବିଂ. ଅନୁଜ୍ଜ୍ୱଳ

ଫକିଆ

ବି. ଦୀପ୍ତି

ଫକ୍‍ପଁର୍‌ରା

ବି. ସ୍ୱଚ୍ଛ ଧଳା

ଫକ୍‍‌ଫକା

ବିଂ. ଉଜ୍ଜ୍ୱଳ

ଫକ୍‍‌ଲୋଲାଇ

ବି. ଲିଆ, ଖ‍ଇ, ଭଜା ଧାନ

ଫକ୍‍‌ସା

ବି. କଲିଜା

ଫଂଗଲ୍

ବି. ଫାଂକା, ଅବସର, ସୁଯୋଗ

ଫଗୁନ୍

ବି. ଫଗୁଣ, ଫାଲ୍‌ଗୁନ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App