भारतीय भाषाओं द्वारा ज्ञान

Knowledge through Indian Languages

Dictionary

Samalpuri Odia Shabdakosha (Orissa Sahitya Akademi)

Orissa Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567891516Next >

ଭ‍ଅଁକା

ବି. ବନ୍ୟ ବିରାଡ଼ି, ଭିର୍‌କା, ଭେଂଜୋ

ଭ‍ଅଁରା

ବି. ଭ୍ରମର

ଭ‍ଅଁର୍‌ଗୁଡ଼ିଆ

ବିଂ. ବଂକା ପାଦ ଥିବା (ବ୍ୟକ୍ତି)

ଭ‍ଅଁର୍‌ଜାଲ୍

ଭ‍ଉଁରି ଜାଲ

ଭ‍ଇଁରା

ବି. କାଲ, ବଧିର, ଯାହାର କାନକୁ ଶୁଭେନାହିଁ | (ସ୍ତ୍ରୀ. ଭ‍ଇଁରି)

ଭ‍ଇଁସାଅଂଧାର

ବି. ସଂଧ୍ୟା ଓ ରାତ୍ରିର ମଧ୍ୟବର୍ତୀ କାଳ

ଭ‍ଇଁସାଲ୍

ବି. ମ‍ଇଁଷିଆଳ, ମ‍ଇଁଷିକୁ ଜଗିବା ଓ ଚରାଇବା ବ୍ୟକ୍ତି

ଭ‍ଉଁରା

ବି. ନଟୁ

ଭ‍ଉଁର୍

ବି. ଘୂର୍ଣନ ଦ୍ୱାରା ବେଧ କରିବା ଉପକରଣ

ଭଏନା

ବି. ଜାତି ବିଶେଷ

ଭଏନ୍

ବି. ଘ ଭଗିନୀ, ଭ‍ଉଣୀ

ଭଏନ୍‍କି

ଅଂ. ଭ‍ଉଣୀ ରାଣ

ଭଏନ୍‍‌ଜୁଏଁ

ବି. ସାନ ଭ‍ଉଣୀ ସ୍ୱାମୀ

ଭଏଁରା

ବିଂ. କାଲ, ବଧିର, | (ସ୍ତ୍ରୀ. ଭ‍ଏଁରି)

ଭ‍ଏଁରିଜାଡ଼

ବି. ସଂପୂର୍ଣ ବଧିରା ସ୍ତ୍ରୀ

ଭଏର୍

ବି. ପୂର୍ଣ, ତମାମ୍ | ଦୃ : ରାଏତ୍ ଭଏର୍

ଭ‍ଏଁସାଲ୍

ବି. ମ‍ଇଁଷିଆଳ

ଭ‍ଏଁସାସୁରିଆ

ବି. ଏକବାଗିଆ

ଭ‍ଏଁସ୍

ବି. ମ‍ଇଁଷି

ଭକଡ଼୍

ବିଂ. ବୋକା, ମୂର୍ଖ
< previous1234567891516Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App