भारतीय भाषाओं द्वारा ज्ञान

Knowledge through Indian Languages

Dictionary

Samalpuri Odia Shabdakosha (Orissa Sahitya Akademi)

Orissa Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567891819Next >

ଲଅର୍‌ଝପର୍

ବିଂ. ପିଂଧାରଲୁଗାର କାନି ବା ପ୍ରାଂତ ଦେହର ଚାରିଆଡ଼େ ଭୂମି ସ୍ପର୍ଶ କରିବା (ଅବସ୍ଥା)

ଲଏ

ବି. ଧ୍ୟାନ, ମନୋଯୋଗ, ଲୟ

ଲଏ କର୍‌ବା

କ୍ରି. ଧ୍ୟାନଦେବା, ମନୋଯୋଗ ସ୍ଥିର କରିବା

ଲଏସର୍

ବିଂ. ଶୀର୍ଣ, ଦୁର୍ବଳ, ବିନୀତ

ଲକର୍‌ଲି

ବି. କୋକିଶିଆଳ

ଲଂକାସ୍‌କୁସେ

ଲଁକାସ୍‌କୋସ୍’ ଦେଖ

ଲଁକାସ୍‌କୋସ୍

ବି. ଖୁବ୍ ବେଶି ରୂରସ୍ଥିତ

ଲକି

ବି. ପିତଳର ବଡ଼ ପାତ୍ର ବା ବେଲା

ଲକେ

ବିଂ. ସ୍ଥାନରେ, ପାର୍ଶ୍ୱରେ, ନିକଟରେ

ଲକ୍

ବି. ପାଖ, ପାର୍ଶ୍ୱ

ଲକ୍‌ଠକାବା

କ୍ରି. ଉପଯୁକ୍ତ ସମୟ ଦେଖିବା, ଉପଯୋଗୀ କରିବା

ଲକ୍‌ଠକିଆ

ବିଂ. ଉପଯୁକ୍ତ, ଯଥୋପଯୁକ୍ତ

ଲକ୍‌ଠକ୍

ବିଂ. ସଂପୂର୍ଣ, ପୂରା, କମ୍ ନୁହେଁ କି ଅଧିକ ନୁହେଁ

ଲକ୍‌ଠା

ବିଂ. ନିକଟ

ଲକ୍‌ବକାବା

କ୍ରି. ଅସ୍ଥିର ଓ ବକ୍ର ହେବା

ଲକ୍‌ରି

ବି. କାଠ

ଲଖା

କ୍ରି. ଗରା ବା ଲୋଟା ଭଳି ପାତ୍ରରେ ଛିଦ୍ର ରୋଧ ନିମଂତେ ଦିଆଯିବା ଲେପ

ଲଖ୍‌ଲଖାବା

କ୍ରି. କୌଣସି ଅଦାଢୁଆ ଅସ୍ତ୍ର ଦ୍ୱାରା ବାରଂବାର ଘଷି କାଟିବା

ଲଗନ୍

ବି. ଶୁଭମୁହୂର୍ତ, ଶୁଭଲଗ୍ନ

ଲଗମ୍

ବି. ଲବଂଗ
< previous1234567891819Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App