भारतीय भाषाओं द्वारा ज्ञान

Knowledge through Indian Languages

Dictionary

Samalpuri Odia Shabdakosha (Orissa Sahitya Akademi)

Orissa Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567891617Next >

ଅଂ. ହଳ ଚଳାଇବା ବେଳେ ବଳଦକୁ କୁହାଯିବା ଡାକ, ସାଂକେତିକ ଧ୍ୱନି

ହ‍ଇ

ଅଂ. ସମ୍ମତି ସୂଚକ, ନିଶ୍ଚୟାର୍ଥକ

ହଏ

ହ‍ଇ’ ଦେଖ

ହଏଗା

ଅଂ. ସମବୟସ୍କ ପ୍ରତି ସଂବୋଧନ

ହଏରାନ୍

ବି. ହ‍ଇରାଣ

ହଏରେ

ଅଂ. ସଂବୋଧନାର୍ଥକ ଶବ୍ଦ

ହଁକସ୍

ବି. ଈର୍ଷା, ପ୍ରତିଶୋଧ ପରାୟଣ ଭାବ

ହକାବାଜି

ବି. ପଣ

ହକାବାଦି

ବି. ସ୍ପର୍ଧା

ହକାଲିବା

କ୍ରି. ତଡ଼ିବା, ଘ‍ଉଡ଼ିବା

ହଁକାହଁକି

ବି. ଅହମିକା ପ୍ରକାଶ, ଅନ୍ୟ ପ୍ରତି ଈର୍ଷାଳୁ ହୋ‍ଇ ପ୍ରତିଯୋଗିତାମୂଳକ ଭାବେ ନିଜେ କୌଣସି କାର୍ଯ କରିବା

ହକିଗତ୍

ବି. ପ୍ରକୃତ ତଥ୍ୟ, ଠିକ୍ ବିବରଣ

ହଁକ୍

ବି. ଈର୍ଷା, ନଜର, ଦୃଷ୍ଟି, ଅହମିକା

ହଁକ୍‍ପିତ୍

ବି. ଉନ୍ମାଦ, ଉତ୍ତେଜନା

ହକ୍‌ରା

ବିଂ. ନିମଂତ୍ରଣ | ଦୃ : ହକ୍‌ରା ସାଢି

ହଁକ୍‍‌ରିଆ

ବିଂ. ପରଶ୍ରୀକାତର

ହକ୍‌ଲାବା

କ୍ରି. ସାଧା ପାଣିରେ ସାବୁନ୍ ଆଦି ବ୍ୟବହାର ନ କରି ଲୁଗା ଧୋ‍ଇବା

ହଗତ୍‌ମୁତତ୍

ବିଂ. ସର୍ବଦା, ସବୁବେଳେ | ଦୃ : ‘ଛୋଟ୍ ଲୋକ୍ ରୋଟ୍ ହୁଏ ହଗତ୍ ମୁତତ୍ ଗିତ୍ ଗାଏ’

ହଗ୍‌ରା

ବିଂ. ବାରଂବାର ମଳତ୍ୟାଗକାରୀ (ସ୍ତ୍ରୀ. ହଗ୍‍ରି)

ହଗ୍‌ରୁ

ହଗ୍‌ରା’ ଦେଖ
< previous1234567891617Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App