भारतीय भाषाओं द्वारा ज्ञान

Knowledge through Indian Languages

Dictionary

Samalpuri Odia Shabdakosha (Orissa Sahitya Akademi)

Orissa Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଅଏରି ଧର୍‌ବା

କ୍ରି. ବାଣିଜ୍ୟିକ ସୂତ୍ରରେ ନିୟମିତ ଦୁଗ୍‍ଧ ବା ଅନ୍ୟ ପଦାର୍ଥ ଯୋଗାଇବା l

ଅଏରି ଲାଗ୍‌ବା

ବି. ଅଏରି ଧର୍‌ବା’ ଦେଖ l

ଅଏଲ୍‌ତା

ବି. ଅଳତା,ଅଲକ୍ତକ l

ଅଏଲନ୍‌

ବି. ତରକାରିର ଝୋଳକୁ ଘନ କରିବା ପାଇଁ ଦିଆଯାଉଥିବା ପିଠଉ ,ବେସନ ଆଦି ଦ୍ରବ୍ୟ l

ଅଏଁଲା

ବି. ଅଁଳା,ଆମଳକ l

ଅଏଁଲତଲ୍‌

ବି. ଅଁଳା ନବମୀ ଦିନ ଅଁଳା ବୃକ୍ଷ ମୂଳରେ ଆୟୋଜିତ ହବିଷ୍ୟାନ୍ନ ସେବନ ପ୍ରଥା l

ଅଏସ୍‌

ବି. ବହୁ ବିଳାସ l

ଅଏଁସା

ବି. ଆମିଷ,ଆଇଁସ l

ଅଏଁସା ମାର୍‌ବା

କ୍ରି. କୌଣସି ପଦାର୍ଥରୁ ଉତ୍କଟ ଆମିଷ ଗଂଧ ବାହାରିବା l ଦୃ: ଥାଲି ଗିନା ବନେକରି ନାଇଁ ମାଜ୍‌ଲେ ଅଏଁସା l

ଅଏସୋ

ବି.ବିଲ୍‌କୁଲ୍‌,ଅନାମେତ୍‌,ଅତିଶୟ,ସଂପୂର୍ଣ l ଦୃ: ଚାହା ଅଏସୋ ମିଠା ହେଉଛେ l

ଅକ୍‌ତା

୧.ବି. ବଳି ପୂର୍ବରୁ ବଧ୍ୟ ପଶୁକୁ ଦିଆଯିବ ଅକ୍ଷତାଦି ଅଭିମଂତ୍ରିତ ଭୋଜନ l ୨.ବିଂ. ବ ଅଭୁକ୍ତା,ଖାଲି,ଶୂନ୍ୟ l ଦୃ: ଅକ୍‌ତା ପେଟେଇ ଉସୋ ଖାଏବ l

ଅକ୍‌ପକାବା

କ୍ରି. ଘାବରାଇ ଯିବା l

ଅକ୍‌ବକାବା

କ୍ରି. ସ୍ତବ୍‌ଧ ହେବା,ଚକିତ ହେବା l

ଅକର୍‌ତବ୍‌

ବି. ଅଡୁଆ,ଅସୁବିଧା,କର୍ତ୍ତବ୍ୟ ସଂପା୍ଦନର ପ୍ରତିକୂଳ ଅବସ୍ଥା ବା ପରିସ୍ଥିତି l ଦୃ :ଅକର୍‌ତବେଁ ପଡିକରି ମୁଇଁ ଛୁଟି ଆଉର୍‌ ଦଶ୍‌ଦିନ୍‌ ବଢେଇଦେଲିଁ l

ଅକର୍‌ତା

ବି. ୧. ଯେ ଗୃହର କର୍ତା ନୁହେଁ l ୨.ବ୍ୟବହାର ପାଇଁ ଅନୁପଯୁକ୍ତ l ୩.କ୍ରିୟାହୀନ ରୂଢି ପ୍ରୟୋଗ ,ଅକର୍ତବ୍ୟ ,ଅକୃତ୍ୟ,ଅଡୁଆ ବା ଦୁଷ୍କର କାମ l

ଅକର୍‌ତା ସାଜୋ

ବିଂ. କୌଣସି କାର୍ଯ ସଂପାଦନ ନିମିତ୍ତ ଅଯୋଗ୍ୟ(ବ୍ୟକ୍ତି) l

ଅକର୍‌ତିଆ

ବିଂ. ଅଦିନିଆ l

ଅକର୍‌ମିଆ

ବିଂ. କର୍ମହୀନ ,ଭାଗ୍ୟହୀନ l

ଅକର୍‌ବା

କ୍ରି. ବାଂତି କରିବା l

ଅକର୍‌/ଲ୍‌ଲୋ

ବିଂ.ଯଥାବିଧି କାର୍ଯ କରି ନ ପାରିବା (ବ୍ୟ କ୍ତି)

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App