भारतीय भाषाओं द्वारा ज्ञान

Knowledge through Indian Languages

Dictionary

Samalpuri Odia Shabdakosha (Orissa Sahitya Akademi)

Orissa Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଅକାଲିଆ

ବିଂ. ଅସମୟ ,ଅବେଳ l

ଅଁକାଲିବା

କ୍ରି. ସାଦା ପାଣିରେ ଲୁଗା ଧୋଇବା l

ଅକାଲେ ସକାଲେ

ବି. କେବେ କେବେ,କଦବା l

ଅକିଲ୍‌

ବି. ବୁଦ୍ଧି,ଅକଲ |ଦୃ: ଅକିଲ୍‌ ଥିଲେ ଉକିଲ୍‌ l

ଅକୁତ୍‌

ବିଂ. ଅପରିସୀମ l

ଅକୁହା ଅପୁଚ୍ଛା

କ୍ରି.ବିଂ. ନିଃସଂଶୟରେ l

ଅଁକେଇବା

କ୍ରି. ହିଂସା ଭାବରଖି କହିବା l

ଅକେଟ୍‌କେଟ୍‌

ବିଂ. (ଖମନ ) ଅଗମ୍ୟ,ଘନ (ଜଂଗଲ) l

ଅଂଖଜ୍‌

ବିଂ. ଅସୁବିଧାଜନକ l

ଅଖଟା ବଏସ୍‌

ବି. ଝିଅ ଶାଶୁଘରକୁ ଖଟି ଯାଇନଥିବା ବୟସ ,ଅବିବାହିତ କିଶୋରୀ ବୟସ l

ଅଖ୍‌ଡିଆ

ବିଂ. ହଇରାଣିଆ l

ଅଖ୍‌ତେର୍‌

ବିଂ ଅକ୍ତିଆର,ଅଧିକାର l

ଅଖପା

ବିଂ. ଖପା (ଢଂକା) ହୋଇନଥିବା l

ଅଖ୍‌ରିବା

କ୍ରି. ଅସୁବିଧା ହେବା l

ଅଖଲ୍‌ ମଖଲ୍‌

ବିଂ. ଗୁର୍‌ଦୁ,ପ୍ରଚୁର l

ଅଖ୍‌ଲା

ବିଂ. ଧୌତ,ଧୁଆ ହୋଇଥିବା l

ଅଖ୍‌ ଲାଇବା

କ୍ରି. ହାତରେ ମଗଦି ଲୁଗା ଧୋଇବା l

ଅଖା

ବି. ଥଳି, ଇଂ, ବ୍ୟାଗ୍‌ l

ଅଖାଏଦ୍‌

ବିଂ. ଅଖାଦ୍ୟ l

ଅଖିତୁର୍‌ତିଆ

ବି. ଅକ୍ଷୟ ତୃତୀୟା l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App