भारतीय भाषाओं द्वारा ज्ञान

Knowledge through Indian Languages

Dictionary

Samalpuri Odia Shabdakosha (Orissa Sahitya Akademi)

Orissa Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ହେତ୍‌କି

ଅଂ. ସେତିକି

ହେତ୍‌କେ

ଅଂ. ତାପରେ

ହେତାବା

କ୍ରି. ସ୍ମରଣ କରିବା, ମନେ ପକାଇବା

ହେତାମୁଡ଼ି

ବିଂ. ଅବନମିତ ମୁଂଡ

ହେତୁ

ବି. ସ୍ମରଣ

ହେତାର୍

ସ. ତାହାର

ହେଥିର୍‌ଲାଗି

ଅଂ. ସେଥିପାଇଁ, ତେଣୁ

ହେଥୁ

ଅଂ. ଅତଏବ

ହେଦେ

ଅଂ. ହେ‍ଇଟି, ହେଇ ଦେଖ, ସାବଧାନୀ ଶବ୍ଦ

ହେନ

ଅଂ. ସେଠାରେ

ହେନ୍‌ତା

ଅଂ. ସେମିତି

ହେନର୍

ଅଂ. ସେଠାରେ

ହେନୁ

ଅଂ. ସେଠାରୁ, ତେଣୁ

ହେପ୍‌ଲା

ବି. ଧକ୍‌କା

ହେପ୍‌ଲାବା

କ୍ରି. ଧକ୍‌କା ଦେବା

ହେପାଜିତ୍

ବି. ଯତ୍ନ, ଦାୟିତ୍ୱ, ଜିମାଦାରି

ହେବ୍‌ଲାହେବ୍‌ଲି

ବି. ଠେଲା ପେଲା

ହେବ୍‌ଲିବା

କ୍ରି. ଠେଲିବା, ପେଲିବା

ହେବର୍

ବି. କଟା ଗଛରେ ଦିଆଯିବା ଚିହ୍ନ, ମୋହର ଲଗାଇବା ହାତୁଡ଼ି

ହେମା

କ୍ରି. ହେବା

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App