भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ମାଛ ଓ ମାଂସ ଶରୀରର ବୃଦ୍ଧି କରନ୍ତି
Kisan Word: ଆଉ
Kisan Sentence: ଇଞ୍ଜୋ ଆଉ ଆହାଡାଦ୍‍ ମେଦୁନ ବାଢାବିଦ୍‍
Oraon Word: ଆଉର
Oraon Sentence: ଇଞ୍ଜୋ ଆଉର ଆହାଡାଦ୍‍ ମେଦୁନ ବାଢାବିର

ଓଜନ

ଚାଷୀମାନେ ଓଜନ କରି ପନିପରିବା ବିକିବା ଉଚିତ
Kisan Word: ଉଜନ
Kisan Sentence: ଚାଷୀ ଜାମାର ଉଜନ କାମାକିରି ଆଢା ଚେହେଁଲା ବିଇସନା ଦାରକାର
Oraon Word: ନପାଆର
Oraon Sentence: ତାଗୀର ନାପଆଜଖାଆର କି ଆଡ଼ଖା ଚେଖେଲ ବିସନା କାଥା

ଓଟ

ଓଟ ମରୁଭୂମିର ଜାହାଜ ଅଟେ
Kisan Word: ଉଁଟ
Kisan Sentence: ଉଁଟବଦ୍‍ ମରୁଭୂମିନ୍ତା ଜାହାଜଦୁ
Oraon Word: ଉଁଟ
Oraon Sentence: ଉଁଟାଦ୍‍ ଚାଲକୁରତା ଜାହାଁଜ ହିକେ

ଓଠ

ଶୀତ ଦିନେ ଓଠ ଫାଟେ
Kisan Word: ଚଲୋ
Kisan Sentence: ପାଁୟା ଉଲ୍ଲା ଚଲୋ ପାଲକ୍ରି
Oraon Word: ଚଲୋ
Oraon Sentence: ପାଁୟା ଉଲ୍ଲା ଚଲୋ ପାଲକ୍ରି

ଓଡ଼ିଶୀ

ଓଡ଼ିଶୀ ନୃତ୍ୟ ବିଶ୍ୱ ଦରବାରରେ ଆଦର ପାଉଛି
Kisan Word: ଓଡ଼ିଶୀ
Kisan Sentence: ଓଡ଼ିଶୀ ନାଲନାଦ୍‍ ପୁରଥିନୁ ଆଦର ହାଖାଲିଦ୍‍
Oraon Word: ଓଡ଼ିଶୀ
Oraon Sentence: ଓଡ଼ିଶୀ ନାଲନାଦ୍‍ ପୁରଥିନୁ ଆଦର ହାଖାଲିଦ୍‍

ଓଧ

ଓଧ ପାଣିରେ ଯା ଆସ କରିପାରେ
Kisan Word: ପ‌ଅଞ୍ଜଲୋ
Kisan Sentence: ପ‌ଅଞ୍ଜଲୋ ଆମ୍ମୁନୁ କାଆଲା ବାରା ଅଙ୍ଗି
Oraon Word: ଉଦ୍ଧ
Oraon Sentence: ଉଦ୍ଧ ଆମ୍ମୁନୁ କାଆଲା ବାର୍‌ଆ ଭଙ୍ଗି

ଓଲଟାଇ

ଘୁର୍ଣ୍ଣିବାୟୁ ଘରର ଚାଳ ଓଲଟାଇ ଫିଙ୍ଗେ
Kisan Word: ଉଲଟାନା
Kisan Sentence: ଧୁନ୍ଦୁଧୁକାଦ୍‍ ଆଡ଼ପାନ୍ତା ହାମି ଉଲଟି ହେବ୍‌ଡ଼ିଦ୍‍
Oraon Word: ଉଲଟାନା
Oraon Sentence: ଧୁନ୍ଦୁଧୁକାଦ୍‍ ଆଡ଼ପାନ୍ତା ଖମିନ ଉଲଟି ହେବ୍‌ଡ଼ି

ଓଳି

ଗୋଟିଏ ଓଳି କାମ କଲେ ଅଧା ମଜୁରି ପାଇବ
Kisan Word: ଓନବେଡା
Kisan Sentence: ଓନବେଡା ନାଲଖୁ କାମଚକୁନ ଆଧା ମଜରି ହାଖ୍‌ରି
Oraon Word: ଓନବେଡା
Oraon Sentence: ଓନବେଡା ନାଲଖୁ କାମଚକୁନ ଆଧା ମଜୁରି ହାଖ୍‌ରି

ଓଷ୍ଠ

କଥା କହିବାରେ ଓଷ୍ଠ ସାହାଯ୍ୟ କରେ
Kisan Word: ଠୁଁଢି
Kisan Sentence: କାଥା ତେଙ୍ଗନାଗେ ଠୁଁଢିଦ୍‍ ସାହାରା କାମିଦ୍‍
Oraon Word: ଠୁଁଢି
Oraon Sentence: କାଥା ତେଙ୍ଗନାଗେ ଠୁଁଢିଦ୍‍ ସାହାରା କାମିଇ

ଓସାର

ଓସାର ଲମ୍ବା ଅପେକ୍ଷା ସାନ ଅଟେ
Kisan Word: ଅସାର
Kisan Sentence: ଅସାର ଲାମ୍ବାନ୍ତିନ ଛଟେଦ୍‍ ରାଇଦ୍‍
Oraon Word: ଅସାର
Oraon Sentence: ଅସାର ଲାମ୍ବାନ୍ତିନ ଛଟେଦ୍‍ ମାନି

ଓସାରିଆ

ଗାଁ ଗହଳିରେ ଓସାରିଆ ରାସ୍ତା ନଥାଏ
Kisan Word: ଅସାର
Kisan Sentence: ପାଦା ଗୁଠିନୁ ଅସାର ପାବୁ ମା ରାଇଦ୍‍
Oraon Word: ଅସାର
Oraon Sentence: ପାଦା ଗୁଠିନୁ ଅସାର ପାବେ ମା ରାଇ

ଓହଳି

ଯାନବାହନରେ ଓହଳି ଯାତ୍ରାକରିବା ବିପଦପୂର୍ଣ୍ଣ ଅଟେ
Kisan Word: ଝୁଲରନା
Kisan Sentence: ଗାଡ଼ି ମଟରନୁ ଝୁଲରନା କାନାଦ୍‍ ବାଡ଼କା ବିପଦ୍‍
Oraon Word: ଝୁଲରନା
Oraon Sentence: ଗାଡ଼ି ମଟରନୁ ଦଲଂଗାରନା କାନାଦ୍‍ ଆନାଇତ ସଂକଟ ହିକେ

ଓହ୍ଲାଇବା

ସାବଧାନରେ ସାଇକେଲରୁ ଓହ୍ଲାଇବା ଉଚିତ
Kisan Word: ଏତ୍‌ନା
Kisan Sentence: ହୁସିଆରନୁ ସାଇକଲନ୍ତି ଏତ୍‌ନା ଦାରକାର
Oraon Word: ଏତ୍‌ନା
Oraon Sentence: ହୁସିଆରନୁ ସାଇକଲନ୍ତି ଏତ୍‌ନା ଦାରକାର

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App