भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous12Next >

ତଟକା

ତଟକା ଫଳ ଖାଅ
Kisan Word: ରକ୍‌କା
Kisan Sentence: ରକ୍‌କା ଫାଡ ମହାଁ
Oraon Word: ରକ୍‌କା
Oraon Sentence: ରକ୍‌କା ଖାଞ୍ଜପାନ ମହାଁ

ତଡ଼ା

ଛୋଟ ପିଲାଟି ତଡ଼ାରେ ଠିଆ ହୋ‌ଇଛି
Kisan Word: ବାଡ଼କା ଠେଙ୍ଗା
Kisan Sentence: ଛୋଟେ କୁକୋସ ବାଡକା ଠେଙ୍ଗାନୁ ଇଜକାଦାସ୍‍
Oraon Word: ବାଡ଼କା ଡାଙ୍ଗ୍
Oraon Sentence: ଛୋଟେ କୁକୋସ ବାଡକା ଡାଙ୍ଗନୁ ଇଜକାଦାସ୍‍

ତଣ୍ଟି

ତାଙ୍କ ତଣ୍ଟିରେ ଥରେ ମାଛ କଣ୍ଟା ଲାଗିଥିଲା
Kisan Word: ହଂଟ
Kisan Sentence: ତାଙ୍ଘା ହଂଟନୁ ଅହନ ଇଞ୍ଜୋ ହଁଚଲ ରାଚାକେରକିଚାଦ୍‍
Oraon Word: ଚଘଣ୍ଡ
Oraon Sentence: ଚଘଚାନୁ ହଂଟନୁ ଅହନ ଇଞ୍ଜୋ ହଁଚଲ ରାଚାକେରକିଚାଦ୍‍

ତତ୍ତ୍ୱାବଧାନ

ପିତାମାତ ସନ୍ତାନର ତତ୍ତ୍ୱାବଧାନ କରନ୍ତି
Kisan Word: ଏରନାହଜନା
Kisan Sentence: ବାଙ୍ଗଆୟାଙ୍ଗ ହାଦ୍‌ଦୁରଘି ଏରନାହଜନା କାମନାୟ
Oraon Word: ଏରନାହଜନା
Oraon Sentence: ବାଙ୍ଗାୟର ଖାଦ୍ଧାରଘି ଏରନାହଜନା ନାନ୍ନାର

ତନ୍ତ

ତନ୍ତରେ ଲୁଗା ବୁଣାଯାଏ
Kisan Word: କପା
Kisan Sentence: କପାନୁ ଚିଡ୍‌ହା ଏସ୍‌ସା କାଇଦ୍‍
Oraon Word: କପା
Oraon Sentence: କାପାସନୁ କିଚରି ତେସତାରି

ତମତମ

ସେ ରାଗରେ ତମତମ ହୋ‌ଇ ଚାଲିଗଲା
Kisan Word: ତାମତାମରା
Kisan Sentence: ଆସ୍‍ ଖିସୁତି ତାମତାମରାସ୍‍ ଆରୁ ବୁଙ୍ଗାସ୍‍
Oraon Word: ତାମତାମରା
Oraon Sentence: ଆସ୍‍ ଖିସୁତି ତାମତାମରାସ୍‍ ଆଇର ବୁଙ୍ଗାସ୍‍

ତରତର

ବାପା ତରତର ହୋ‌ଇ ଅଫିସ୍‍ ଗଲେ
Kisan Word: ହରବର
Kisan Sentence: ବାଙ୍ଗସ୍‍ ହରବର ମାନିକିରି ଆଫିସ କେରାସ୍‍
Oraon Word: ହରବର
Oraon Sentence: ବାଙ୍ଗସ୍‍ ହରବର ମାନିକିରି ଆଫିସ କେରାସ୍‍

ତରଳ

ତରଳ ପଦାର୍ଥକୁ ଲିଟରରେ ମପାଯାଏ
Kisan Word: ତରଳ
Kisan Sentence: ତରଳ ଜିନିଷବନ ଲିଟରନୁ ହାୟା କାଇଦ୍‍
Oraon Word: ତରଳ
Oraon Sentence: ତରଳ ଜିନିଷବନ ଲିଟରନୁ ନାପତାରି

ତରାଟି

ସେ ମୋତେ ଆଖି ତରାଟି ଚାହିଁଲା
Kisan Word: ତେରଛେଇ
Kisan Sentence: ହୁସ ଏଙ୍ଗାନ ହାନ୍ନୁ ତେରଛେଇ ଏରିଆସ୍‍
Oraon Word: କାନଖେ
Oraon Sentence: ହୁସ ଏଙ୍ଗାନ ହାନ୍ନୁ କାନଖେ ନାଜାଇଗ୍‍

ତରୁ

ଜଙ୍ଗଲରେ ବିଭିନ୍ନ ତରୁଲତା ଥାନ୍ତି
Kisan Word: ପୁଂପୁ
Kisan Sentence: ହାର୍‌ବୁନୁ ନାନାପ୍ରକାର ପୁଂପୁ ଲହଦ୍‍ ରାଇଦ୍‍
Oraon Word: ପୁଂପୁ
Oraon Sentence: ଟାଡ଼ାଙ୍ଗନୁ ନାନାପ୍ରକାର ପୁଂପୁ ଲହଦ୍‍ ରାଇ

ତଳ

ଥାଳୀର ତଳ ଅଂଶ ଚଟକା ଅଟେ
Kisan Word: କିୟାଁ
Kisan Sentence: ଥାଳୀଘି କିୟାଁ ପାଖା ସାମାନ୍‍ ରାଇଦ୍‍
Oraon Word: କିୟାଁ
Oraon Sentence: ଥାଡ଼ାଘି କିମ୍ଭାଭାଗ ସାମାନ୍‍ ରାଇ

ତଳୁ

ମାଟିତଳୁ କୋ‌ଇଲା ବାହାରେ
Kisan Word: କିୟାଁ
Kisan Sentence: ହାଜ୍‌ଜୁ କିୟାଁ କ‌ଇଲା ଉରଖିଦ୍‍
Oraon Word: କିୟାଁ
Oraon Sentence: ଖାଜେ କିମ୍ଭା କୁଇଲା ଭରଖି

ତଳେ

ପିଲାଟି ଖେଳୁ ଖେଳୁ ତଳେ ପଡିଗଲା
Kisan Word: କିୟାଁ
Kisan Sentence: କୁକ୍କୋସ ବେଚେତେ ବେଚେତେ କିୟାଁ ଖାତରାସ କେରାସ୍‍
Oraon Word: କିୟାଁ
Oraon Sentence: କୁକ୍କୋସ ବେଚେତେ ବେଚେତେ କିମ୍ଭା ଖାତରାସ କେରାସ୍‍

ତାଟକା

ପିଲାଟି ହାତୀ ଦେଖି ତାଟକା ହୋ‌ଇଗଲା
Kisan Word: ଅଚେତ
Kisan Sentence: କୁକ୍କୋସ ହାଥି ଏରି ଅଚେତ ମାଞ୍ଜାସ୍‌କେରାସ୍‍
Oraon Word: ଆବାକ
Oraon Sentence: କୁକୋସ ହାଥି ଏରାକି ଅବାକ୍‍ ମାଞ୍ଜାସ୍‍

ତାରକା

ରାତିରେ ତାରକା ଦିଶେ କି ସୁନ୍ଦର
Kisan Word: ବିନ୍‌କୋ
Kisan Sentence: ମାହାଁ ବିନ୍‌କୋ ଏସ୍‌କେ ସୁନ୍ଦର ଏଥରିଦ୍‍
Oraon Word: ବିନ୍‌କୋ
Oraon Sentence: ମାହାଁ ବିନ୍‌କୋ ଆନାଇତ୍‍ ସୁନ୍ଦର ଏଥରିଦ୍‍

ତାଲା

ମଆ ଘରେ ତାଲା ଦେଇ କାମକୁ ଯାଆନ୍ତି
Kisan Word: କୁଞ୍ଚି
Kisan Sentence: ଆୟାଙ୍ଗଦ୍‍ ଏଡପାନୁ କୁଞ୍ଚି ଚିଇକିରି ନାଲଖୁ କାଇଦ୍‍
Oraon Word: କୁଞ୍ଚି
Oraon Sentence: ଆୟାଙ୍ଗଦ୍‍ ଏଡପାନୁ କୁଞ୍ଚି ଚିଆକି ନାଲଖ କାଲି

ତାଲିକା

ଭୋଟରମାନଙ୍କର ନାମ ତାଲିକା ପ୍ରକାଶିତ ହେଲା
Kisan Word: ତାଲିକା
Kisan Sentence: ଭୋଟରଯାମାରଘି ନାମେ ତାଲିକା ପ୍ରକାଶ ମାଞ୍ଚାଦ୍‍
Oraon Word: ତାଲିକା
Oraon Sentence: ଭୋଟରଯାମାରଘି ନାମେ ତାଲିକା ପ୍ରକାଶ ମାଞ୍ଚାଦ୍‍

ତାଳ

ତାଳରୁ ଗୁଡ ତିଆରି ହୁଏ
Kisan Word: ତାଡ
Kisan Sentence: ତାଡନୁ ଗୁଲ୍ଲେ ତିଆରି ମାନିଦ୍‍
Oraon Word: ତାଡ
Oraon Sentence: ତାଡନୁ ଗୁଲ୍ଲେ କାମ୍‌ରି

ତାଳଗଛ

ତାଳଗଛ ଖୁବ୍‍ ଡେଙ୍ଗା
Kisan Word: ତାଡମାନ୍ନୁ
Kisan Sentence: ତାଡମାନ୍ନୁ ବହୁତ ମେଚ୍ଛା
Oraon Word: ତାଡମାନ୍ନେ
Oraon Sentence: ତାଡମାନ୍ନେ ବହୁତ ମେଚ୍ଛା

ତିଆରି

ଦରଜି ପୋଷାକ ତିଆରି କରନ୍ତି
Kisan Word: କାମନା
Kisan Sentence: ଦରଜିସ୍‍ କୁର୍ତ୍ତାମିର୍ଜୀ କାମଦାସ୍‍
Oraon Word: କାମନା
Oraon Sentence: ଦରଜିସ୍‍ ଝୁଲାନେତଂ କାମଦାସ୍‍
< previous12Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App