भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous12345678910Next >

ପକାଇବା

ମ‌ଇଳା ଏଣେ ତେଣେ ପକାଇବା ଅନୁଚିତ
Kisan Word: ଟିଡନା
Kisan Sentence: ମାଇଲା ଇୟା ହାୟା ମା ଟିଡନା କାତ୍‌ଥା
Oraon Word: ଟିଡନା
Oraon Sentence: ମାଇଲା ଇସାନ୍‍-ଆସାନ୍‍ ମା ଟିଡନା କାତ୍‌ଥା

ପକ୍ଷୀ

ପକ୍ଷୀମାନେ ବୁଣନ୍ତି ନାହିଁ କିମ୍ବା କାଟନ୍ତି ନାହିଁ
Kisan Word: ଅଡା
Kisan Sentence: ଅଡା ଗୁଠିଦ୍‍ ମା ଚାହି କା ମା ମୁରକିଦ୍‍
Oraon Word: ଅଡା
Oraon Sentence: ଅଡା ଗୁଠିଦ୍‍ ମା ଚାଁଖି କା ମା ଖାଣ୍ଡି

ପଗଡ଼ି

ଶିଖ ଲୋକ ମୁଣ୍ଡରେ ପଗଡ଼ି ବାନ୍ଧନ୍ତି
Kisan Word: ପାଗଡି
Kisan Sentence: ଶିଖ ଆଲାର କୁକ୍କୁନୁ ପାଗଡି ହିନାୟ
Oraon Word: ପାଗଡି
Oraon Sentence: ଶିଖ ଆଲାର କୁକ୍କୁନୁ ପାଗଡି ହିନାୟ

ପଙ୍କ

ଘୁଷୁରି ପଙ୍କରେ ଲୋଟେ
Kisan Word: ଚତର
Kisan Sentence: କିସ୍‌ସୁ ଚତରନୁ ଚୁତିଦ୍‍
Oraon Word: ଚତର
Oraon Sentence: କିସ୍ସ ତେରନୁଁ ଲଟାର‌ଇ

ପଙ୍ଖା

ଲୋକେ ପଙ୍ଖା ଚଳାଇ ଗରମରୁ ରକ୍ଷା ପଆନ୍ତି
Kisan Word: ଧୁକନି
Kisan Sentence: ଆଲାର ଧୁକ୍‌ନି ଚାଲାବାଇ ଅରନାନ୍ତି ରକ୍ଷା ମାନନାୟ
Oraon Word: ଧୁକନି
Oraon Sentence: ଆଲାର ଧୁକ୍‌ନି ରହାବାଆର ଗାରାମତି ବାଛାରନାର

ପଚ ପଚ

ବର୍ଷା ଦିନେ ମାଟି ରାସ୍ତା ପଚ ପଚ ହୁଏ
Kisan Word: ଚତର ଚତର
Kisan Sentence: ଚେପୁ ଉଲ୍ଲା ହାଜ୍ଜୁ ପାବୁ ଚତର ଚତର ମାନିଦ୍‍
Oraon Word: ଚତର ଚତର
Oraon Sentence: ଚେପ୍‍ ଉଲ୍ଲାନୁଁ ଖାଜ୍ଜେ ପାବେ ଚତର ଚତର ମାନି

ପଚରା ପଚରି

ଚୋର ଧରିବା ପାଇଁ ପୋଲିସ ପଚରା ପଚରି କରନ୍ତି
Kisan Word: ମେନାମେନି
Kisan Sentence: ଚର୍‌ହା ଧାରାଗେ ପୋଲିସ୍‍ ମେନାମେନି କାମ୍‌ନାୟ
Oraon Word: ମେନାମେନି
Oraon Sentence: ଚର୍‌ହା ଧାର୍‌ଆଗେ ପୋଲିସାର ମେନାମେନି ନାନ୍ନାର

ପଚାରି

ଅବୁଝା ବିଷୟ ଶିକ୍ଷକଙ୍କୁ ପଚାରି ବୁଝ
Kisan Word: ମେନି
Kisan Sentence: ମାବୁଝରନା ବିଷୟ ମାଷ୍ଟରସିନ୍‍ ମେନିକିରି ବୁଝରା
Oraon Word: ମେନି
Oraon Sentence: ମାବୁଝରନା ବିଷୟ ମାଷ୍ଟରସିନ୍‍ ମେନିକିରି ବୁଝରା

ପଚାସଢା

ପଚାସଢା ଖାଦ୍ୟ ଶରୀର କ୍ଷତି କାରକ
Kisan Word: କିତ୍‌କା ପଚ୍‌କା
Kisan Sentence: କିତ୍‌କା ପଚ୍‌କା ମହନା ମେଦୁଘି ନକସାନ
Oraon Word: କିତ୍‌କା ପଚ୍‌କା
Oraon Sentence: କିତ୍‌କା ପଚ୍‌କା ମହନା ମେଦଘି ହାନିହିକେ

ପଛ ପଟ

ଆମ ଘର ପଛ ପଟେ ବରକୋଳି ଗଛଟିଏ ଅଛି
Kisan Word: ଚଲ୍ଲା
Kisan Sentence: ଏମା ଚଲ୍ଲାତାରା ପଆନୁ ମାନ୍ନୁ ଅଣ୍ଟା ଆତ୍‌ଲି
Oraon Word: ଚଲ୍ଲା
Oraon Sentence: ଏମ୍‌ହାଏଁ ପାନ୍‍ ମାନ୍ନେ

ପଛକୁ

ଗାଈ ଗୋରୁ ପଛକୁ ଚାଲି ଜାଣନ୍ତି ନାହିଁ
Kisan Word: ପାଛିଲି
Kisan Sentence: ଗାୟ ଓୟୁ ପାଛିଲି ଏ କା ବାଲନାଏ
Oraon Word: ପାଛିଲି
Oraon Sentence: ଗାୟ ଆଞ ପାଛଲି ଏକା ବାଲ୍ଲି

ପଞ୍ଚମ

ପଞ୍ଚମ ଘରେ ମୋର ବନ୍ଧୁ ରହନ୍ତି
Kisan Word: ପାଞ୍ଚ
Kisan Sentence: ପାଞ୍ଚେ ଏଡପାନୁ ଏଙ୍ଘାଏ ପାହିଆର ରାଦାସ୍‍
Oraon Word: ପାଞ୍ଚ
Oraon Sentence: ପାଞ୍ଚେ ଏଡପାନୁ ଏଙ୍ଘାଏ ସାଙ୍ଗେସ୍‍ ରାଆଦାସ

ପଞ୍ଚାୟତ

ସରପଞ୍ଚ ପଞ୍ଚାୟତକୁ ଚଳାନ୍ତି
Kisan Word: ପଞ୍ଚାୟତ
Kisan Sentence: ସରପଞ୍ଚ ପଞ୍ଚାୟତବନ୍‍ ଚାଲାବାନାୟ
Oraon Word: ପଞ୍ଚାୟତ
Oraon Sentence: ସରପଞ୍ଚ ପଞ୍ଚାୟତବନ୍‍ ଚାଲାବାନାୟ

ପଡିଆ

ସ୍କୁଲ ପଡିଆରେ ପିଲାଏ ଖେଲନ୍ତି
Kisan Word: ଗଡ୍ଡା
Kisan Sentence: ଇସ୍କୁଲ ଗଡ୍ଡାନୁ ହାଦ୍‌ଦାର ବେଚ୍‌ନାୟ
Oraon Word: ମାର୍ଚ୍ଚା
Oraon Sentence: ଲୁଇକୁଡ଼ିଆ ମାର୍ଚ୍ଚାନୁଁ ଖାଦ୍ଦାର ବେଚ୍‌ନାର୍‍

ପଡ଼ିବା

ତଳେ ପଡ଼ିବା ଖାଦ୍ୟ ଖାଅ ନାହିଁ
Kisan Word: ଖାତର୍କା
Kisan Sentence: କିୟାଁ ଖାତର୍କା ମହନା ଆମା ମହାଁ
Oraon Word: ଖାତର୍କା
Oraon Sentence: କିୟାଁ ଖାତର୍କା ମଖନାନ ଆମା ମଖା

ପଡ଼ିବା

ଆମ୍ବ ପାଚିଲେ ତଳେ ପଡ଼ିବା ଆରମ୍ଭ ହୁଏ
Kisan Word: ଖାତରିଦ୍‍
Kisan Sentence: ଟାଠା ପାଞ୍ଜାକୁନ କିୟାଁ ଖାତ୍‌ରାଗେ ସୁରୁ କାମିଦ୍‍
Oraon Word: ଖାତ୍ତରନା
Oraon Sentence: ଟାଟ୍‌ଖା ପାଞ୍ଜକୁନ କିୟାଁ ଖାର୍‌ରାଆଗେ ସୁରୁ ମାନି

ପଡ଼ିଲା

ଭାଡ଼ିରୁ ମାଠିଆଟିଏ ତଳେ ପଡ଼ିଲା
Kisan Word: ଖାତରା
Kisan Sentence: ଭାଡିନ୍ତିନ ଭାଣ୍ଡା ଅଣ୍ଟା କିୟାଁ ଖାତରା
Oraon Word: ଖାତ୍ତରା
Oraon Sentence: ଭାଡିନ୍ତି ଭାଣ୍ଡା ଅଣ୍ଟା କିୟା କାତ୍ତରା

ପଡ଼ୋଶୀ

ପଡ଼ୋଶୀଙ୍କ ସହିତ ଉତ୍ତମ ସଂପର୍କ ରକ୍ଷା କର
Kisan Word: ପଡ଼ୋଶୀ
Kisan Sentence: ପଡ଼ୋଶୀଗାନେର ଭଲ ସଂପର୍କ ଇନ୍ନା କାତ୍‌ଥା
Oraon Word: ପଡ଼ୋଶୀ
Oraon Sentence: ପଡ଼ୋଶୀର ଗାନେ ଦାଅ ନାତା ଉଇଆ

ପଡ଼ୋଶୀ

ରବି ଆମର ଜଣେ ପଡ଼ୋଶୀ ବନ୍ଧୁ ଅଟନ୍ତି
Kisan Word: ପଡ଼ଶୀ
Kisan Sentence: ରବି ଏମ୍‌ହାଏ ଅଣ୍ଟା ପଡ଼ଶୀ ବନ୍ଧୁସ୍‍
Oraon Word: ପଡ଼ଶୀ
Oraon Sentence: ରବି ଏମ୍‌ହାଏ ଅଣ୍ଟା ପଡ଼ଶୀ ସାଙ୍ଗେସ୍‍ ତାଲଦାସ୍‍

ପଣସ

ପଣସ ଏକ ସୁଆଦିଆ ଫଳ ଅଟେ
Kisan Word: କଠୋର
Kisan Sentence: କଠୋର ଅଣ୍ଟା ଏମ୍ବା ଫାଡୁଦ୍‍
Oraon Word: ଗାଠ୍‌ଡ଼ା
Oraon Sentence: ଗାଠ୍‌ଡ଼ାଦ୍‍ ଅଣ୍ଟା ଏମ୍ବା ଖାଞ୍ଜପା ତାଲି
< previous12345678910Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App