भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଆଖିରେ ପଡ଼ିବା

ଯାଉ ଯାଉ ସାପ ଉପରେ ମୋର ଆଖିରେ ପଡ଼ିଲା
Kisan Word: ନଜରନୁ ଖାତ୍‌ରା
Kisan Sentence: କାଲତେ କାଲତେ ନେର୍‌ରୁ ମିଆଁ ଏଙ୍ଘାଏ ନଜରଖାତ୍‌ରା
Oraon Word: ନାଜାଇରଖାତ୍‌ରା
Oraon Sentence: କାଲମୁନ କାଲମୁନ ନେରେଏ ମିଆଁ ଏଙ୍ଘାଏ ନାଜାଇର ଖାତ୍‌ରା

ଆଗ୍ରହ

ପାଠ ପଢ଼ା ସହିତ କ୍ରିଡ଼ାରେ ଆଗ୍ରହ ରଖି ଥାଅ
Kisan Word: ଧ୍ୟାନସେ
Kisan Sentence: ପାଠପାଢ଼ା ସାଙ୍ଗେନ ବେଚାଗେ ଧ୍ୟାନ ଚିଆ
Oraon Word: ଧ୍ୟାନସେ
Oraon Sentence: ପାଠପାଢ଼ା ସାଙ୍ଗେନ ବେଚାଗେ ଧ୍ୟାନ ଚିଆ

ଆଖି

ଆମେ ଆଖିର ଯତ୍ନ ନେବା ଉଚିତ
Kisan Word: ହାନ୍ନୁ
Kisan Sentence: ନାମ ହାନ୍ନୁଘି ଯତ୍‌ନ କାମନା ଦାରକାର
Oraon Word: ଖାନ୍ନେ
Oraon Sentence: ନାମାନ ଖାନ୍ନେଘି ମାତାନ୍‍ ହୋନା ଉଚିତ୍‍

ଆବିଷ୍କାର

କଲମ୍ବସ ଆମେରିକା ଆବିଷ୍କାର କରିଥିଲେ
Kisan Word: ଆବିଷ୍କାର
Kisan Sentence: କଲମ୍ବସ ଆମେରିକା ଆବିଷ୍କାର କାମଚ୍‌କାଚାସ୍‍
Oraon Word: ଆବିଷ୍କାର
Oraon Sentence: କଲମ୍ବସ ଆମେରିକା ଆବିଷ୍କାର କାମଚ୍‌କାଚାସ୍‍

ଆବୃତ୍ତି

ରବି ଶ୍ରେଣୀରେ କବିତା ଆବୃତ୍ତି କଲା ନାହିଁ
Kisan Word: ପାଢ୍‌ନା
Kisan Sentence: ରବିସ ଶ୍ରେଣୀନୁ ଗିତୁ ମା ପାଢ୍‌ଚାସ୍‍
Oraon Word: ପାଢ୍‌ନା
Oraon Sentence: ରଅବିସ୍‍ କାଲାସନୁ ପାଣ୍ଡି ମା ପାଡ଼ଚାସ୍‍

ଆକାଶ

ନୀଳ ଆକାଶ ସୁନ୍ଦର ଦେଖାଯାଏ
Kisan Word: ସାରାଗ
Kisan Sentence: ନେଲିଆ ସାରାଗ ବାନେ ଏଥ୍ରି
Oraon Word: ମେରଖା
Oraon Sentence: ଲିଲ୍‍ବାରାନ ମେରଖା ଦାଓ ଏଥ୍ରି

ଆମ୍ବ

ଗ୍ରୀଷ୍ମ ଋତୁରେ ଆମ୍ବ ପଡ଼େ
Kisan Word: ଟାଠା
Kisan Sentence: ବିଡ଼ନା ଉଲ୍ଲା ଟାଠା ଖାତ୍‌ରିଦ୍‌
Oraon Word: ଟାଟ୍‌ଖା
Oraon Sentence: ବିଡ଼ନା ଗାଲି ଟାଠ୍‌ଖା ଖାତ୍‌ରି

ଆହା

ଆହା, ବୁଢ଼ୀଟି କେତେ ଦୁଃଖ ପାଉଛି
Kisan Word: ଓହୋ
Kisan Sentence: ଓହୋ, ପାଚୋଦ୍‍ କେତେକ ଦୁଃଖୁ ହାଖାଲିଦ୍‍
Oraon Word: ଓହୋ
Oraon Sentence: ଓହୋ, ପାଚୋଦ୍‍ ଏଓନ୍ଦା ଦୁଃଖ୍‍ ଭୋଗଆଲି

ଆହ୍ଲାଦ

ନୂଆ ବହି ଦେଖି କୁନି ଆହ୍ଲାଦ ପାଉଛି
Kisan Word: ଖୁସି
Kisan Sentence: ପୁନା ବହି ଏରିକିରି କୁନିଦ୍‍ ଖୁସି ମାନାଲି
Oraon Word: ଖୁସି
Oraon Sentence: ପୁନା ବହି ଏରିକିରି କୁନିଦ୍‍ ଖୁସି ମାନାଲି

ଆଶ୍ୱାସନା

ବାପା ମୋତେ ଆଶ୍ୱାସନା ଦେଲେ
Kisan Word: ଧିରଜ
Kisan Sentence: ବାଙ୍ଗସ ଏଙ୍ଗାନ ଧିରଜ ଚିଚାସ୍‍
Oraon Word: ଧିରଜ
Oraon Sentence: ବାଙ୍ଗସ ଏଙ୍ଗାନ ଧିରଜ ଚିଚାସ୍‍

ଆୟୋଜନ

ବିଦ୍ୟାଳୟରେ କ୍ରିଡ଼ା ଆୟୋଜନ କରାଗଲା
Kisan Word: ଯୋଗାଢ
Kisan Sentence: ଇସ୍କୁଲନୁ ଖେଲକୁଦ ଯୋଗାଢ କାମାକେରା
Oraon Word: ଯୋଗାଢ
Oraon Sentence: ଇସ୍କୁଲନୁ ଖେଲକୁଦ ଯୋଗାଢ ନାନ୍‌ତାରା

ଆବାସ

ଜଙ୍ଗଲ ହାତୀମାନଙ୍କ ଆବାସ ଅଟେ
Kisan Word: ରାଆନା ଆଡ୍ଡା
Kisan Sentence: ହାର୍ବୁନୁ ହାଥିଘି ରାଆନା ଆଡ୍ଡା
Oraon Word: ରାଆନା ଆଡ୍ଡା
Oraon Sentence: ଟଡ଼ାଙ୍ଗନୁ ହାଥିଘି ରାଆନା ଆଡ୍ଡା ହିକେ

ଆବଶ୍ୟକ

ପିତାମାତାଙ୍କର ଆଦେଶ ମାନିବା ଆବଶ୍ୟକ
Kisan Word: ଦାରକାର
Kisan Sentence: ବୁଆ ମାଆର ଘି କାଥାନ୍‍ ମେନ୍ନା ଦାରକାର
Oraon Word: ଦାରକାର
Oraon Sentence: ବାଙ୍ଗାୟୋର ଘି କାଥାନ୍‍ ମେନ୍ନା ଦାରକାର

ଆଲୋକ

ସୂର୍ଯ୍ୟଠାରୁ ପୃଥିବୀକୁ ଆଲୋକ ଆସେ
Kisan Word: ବିଲ୍ଲୀ
Kisan Sentence: ବିଇଡିନ୍ତିନ୍‍ ଧାରତୀଗେ ବିଲ୍ଲୀ ବାରିଦ୍‍
Oraon Word: ବିଲ୍ଲୀ
Oraon Sentence: ବିଇଡିନ୍ତିନ୍‍ ଧାରତୀଗେ ବିଲ୍ଲୀ ବାରିଇ

ଆପଣା ପର

ଆପଣା ପର ଭାବିବା ପାପ ଅଟେ
Kisan Word: ପରତିସ୍‌ସ
Kisan Sentence: ପରତିସ୍‌ସ ଶୋଚନାଦ୍‍ ପାପ୍‌ଦୁ
Oraon Word: ଏଙ୍ଘଘାୟ ନଂଘୟ
Oraon Sentence: ଏଙ୍ଘଘାୟ ନିଂଘାୟ ବିଚ୍ଛେତ ନାନ୍ନାପାପ ହିକେ

ଆରୋଗ୍ୟ

ମୁଁ ତୁମର ଆରୋଗ୍ୟ କାମନା କରେ
Kisan Word: ବାନେ ମାନ୍ନାଦ୍‍
Kisan Sentence: ଏନ ନିଙ୍ଘାଏ ବାନେ ମାନ୍ନା କାମାନା କାମାଲଦାନ୍‍
Oraon Word: ଜାଓ ମାନ୍ନା
Oraon Sentence: ଏନ ନିଙ୍ଘାଏ ଦାଓମାନ୍ନାଗେ ଶୋଚଦାନ

ଆଚରଣ

ଆମ ଆଚରଣ ମାର୍ଜିତ ହେବା ଉଚିତ
Kisan Word: ବେଭାର
Kisan Sentence: ଏମ୍‌ହାଏ ବେଭାର ବହୁତ ବାଢିଆ ମାନ୍ନା କାଥା
Oraon Word: ବେଭାର
Oraon Sentence: ଏମ୍‌ହାଏ ବେଭାର ବହୁତ ବାଢିଆ ମାନ୍ନା କାଥା

ଆମ୍ବ ଗଛ

ଆମ ବାରିରେ ଗୋଟିଏ ଆମ୍ବଗଛ ଅଛି
Kisan Word: ଟାଠା ମାନ୍‌ନୁ
Kisan Sentence: ଏମ୍‌ହାଏ ବାଟ୍‌କିନୁ ଅଣ୍ଟା ଟାଠା ମାନ୍‌ନୁ ଆତ୍‌ଲି
Oraon Word: ଟାଠା ମାନ୍‌ନୁ
Oraon Sentence: ଏମ୍‌ହାଏ ବାଟ୍‌କିନୁ ଅଣ୍ଟା ଟାଟଖା ମାନ୍ନେ ଆତ୍‌ଲି

ଆଡ଼ମ୍ବର

ଲୋକେ ନୂଆବର୍ଷ ଆଡ଼ମ୍ବର ସହିତ ପାଳନ୍ତି
Kisan Word: ଜାକ ଜମକ
Kisan Sentence: ଆଲାର ପୁନା ବରଷ ଜାକ ଜମକନୁ ମାନା ବାନାର
Oraon Word: ଜାକ ଜମକ
Oraon Sentence: ଆଲାର ପୁନା ବରଷ ଜାକ ଜମକନୁ ମାନା ବାନାର

ଆଙ୍କିବା

ଚିତ୍ର ଆଙ୍କିବା ଅଭ୍ୟାସ କର
Kisan Word: ବାନ୍ନା କାମନା
Kisan Sentence: ବାନ୍ନା କାମନା ଧୁନ୍ଦା କାମା
Oraon Word: ବାନ୍ନା କାମନା
Oraon Sentence: ବାନ୍ନା କାମନା ଆଭ୍ୟାସ କାମା

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App