भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Koya Sabdakosa

Published by Academi of Tribal Language and Culture, Govt. of Odisha

ଇଛାକରିବା

ଇଷ୍ଟାମ୍ ତୁଙ୍ଗାନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ବମ୍ବେଇ ଯିବାକୁ ଇଛାକଲି
କୋୟା ବାକ୍ୟ (Koya Sentence): ନାନ୍ନା ବମ୍ବେଇ ଆଦାନୋଙ୍କ୍ ଇଷ୍ଟାମ୍‌ତୁଙ୍ଗତ୍‌ଥାନ୍

ଇଛାଧିନ

ଇଷ୍ଟପାକ୍‌ରାମ୍

ଇଞ୍ଜେକ୍‌ସନ୍

ଚୁଜ

ଇଟା

ଇଟାଗାଡ଼୍ଡା

ଇଟାଘର

ଇଟାନଲୋଡ଼

ଇନ୍ଦ୍ରଧନୁ

ବିମାଡ୍‌ୱିଲ୍ / ବିମିନ୍‌ୱିଲ୍

ଇଂରାଜୀଭାଷା

ତେଲ୍ଲାଦୋରାଗଟ୍ଟ

ଇଂରେଜ

ତେଲାଦୋରା

ଇର୍ଷା କରିବା

ଏର୍‌ନ୍ଦୱୋର୍ / ଇମ୍‌ସାତୁଙ୍ଗା ନାଦ୍
ଓଡ଼ିଆ ବାକ୍ୟ (Odia Sentence): ସେମାନେ ଆମକୁ ଇର୍ଷା କରନ୍ତି
କୋୟା ବାକ୍ୟ (Koya Sentence): ଉର୍‌ ମାକିଙ୍ଗ୍ ଏର୍‌ନ୍ଧୋର୍

ଇଲାକାତୁଟାଇବା

ନାଡ଼ମାର୍‌ଦେ ଦେହେତ୍‌ନାଦ୍

ଇଶ୍ୱର

ଦେଡ଼ୱୁଡ଼୍ / ଦେୱୁଡ଼ା

ଇସ୍ତଫାଦେବା

ୱିଡ଼ସାନାଦ୍
ଓଡ଼ିଆ ବାକ୍ୟ (Odia Sentence): କାଲି ପରିବହନ ମନ୍ତ୍ରୀ ଇସ୍ତଫା ଦେବେ
କୋୟା ବାକ୍ୟ (Koya Sentence): ନା’ଡ଼ ନାଡ଼ସ୍ଫାନ୍ ମନ୍ତ୍ରୀ ୱିଡ଼ସିଥୋଣ୍ଡ

ଇହଲୋକ

ଇଲୋକା

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App