भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Koya Sabdakosa

Published by Academi of Tribal Language and Culture, Govt. of Odisha

< previous12Next >

ଉଇ

ଏଲ୍ଲୁସାପୁତ୍
ଓଡ଼ିଆ ବାକ୍ୟ (Odia Sentence): ଉଇ ହୁଁଙ୍କାରେ ପିମ୍ପୁଡ଼ି ଅଛନ୍ତି
କୋୟା ବାକ୍ୟ (Koya Sentence): ପୁତ୍‌ତାଗ୍ ପେତ୍‌ତେ ମିନ୍ଦେ

ଉଇକେଟ୍

ଉଇକେଟ ଡୁଡୀ

ଉକୁଣୀ

ପୋରକୀ
ଓଡ଼ିଆ ବାକ୍ୟ (Odia Sentence): ମୁଣ୍ଡରେ ଉକୁଣୀ ଅଛି
କୋୟା ବାକ୍ୟ (Koya Sentence): ତାଲ୍ଲା ତାଗ ପୋରକି ମେନ୍ଦେ

ଉଚିତ୍

କାୱଲ୍

ଉଚ୍ଚ

ଡୋଗୋ / ଡେଙ୍ଗ

ଉଚ୍ଚାଡ଼ିଆ

ପର୍‌ରୁଲାଙ୍ଗାନାଦ୍

ଉଚ୍ଚାରଣ କରିବା

ଲେଙ୍ଗ୍ ପେସପନାଦ୍

ଉଜାଡ଼ିବା

କା’ଇଥାନାଦ୍

ଉଜ୍ଜଳ

ୱେନ୍ନେଲ୍ / ୱେସ୍
ଓଡ଼ିଆ ବାକ୍ୟ (Odia Sentence): ଆଜି ଜହ୍ନ ଉଠି ଉଜ୍ଜଳ ଅଛି
କୋୟା ବାକ୍ୟ (Koya Sentence): ନେଣ୍ଡ ନେଲ୍ଲା ପୋଇସ୍ ୱେନ୍ନେଲ୍ ମିନ୍ଦି

ଉଜ୍ଜଳକରିବା

ୱେନ୍ନେଲ୍ ତୁଙ୍ଗାନାଦ୍

ଉଝାଳିବା

ଲସ୍କନାଦ୍ / ଏର୍‌ତୋରାନାଦ୍

ଉଠିବା

ତେଦାନାଦ୍

ଉଡ଼ାକଥାରେ ବିଶ୍ୱାସ କରନାହିଁ

ଆଚ୍ଛାତା ମାଟାଙ୍କୁ ନାମ୍ମାମାଟ୍

ଉଡ଼ିବା

ପର୍ରୁପା’ର୍‌ତାନାଦ

ଉତ୍କଳ ଦିବସ

ସ୍ୱାଧିନ ରୋଜ୍‌କ

ଉତ୍କୃଷ୍ଟ

ଆଶାତୁଙ୍ଗିକେତ୍‌ନାଦ୍

ଉତ୍ତରାଧୀକାରୀ

ବେରାର୍‌ତୋର

ଉତ୍ତେଜିତ କରିବା

ତାର୍‌ପ୍‌ନାଦ

ଉତ୍ସବ କରିବା

ଉଦ୍‌ନାଦ୍

ଉତ୍ସାହିତ କରିବା

ଶାରଦା କିଦାନାଦ୍
< previous12Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App