भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Koya Sabdakosa

Published by Academi of Tribal Language and Culture, Govt. of Odisha

< previous1234Next >

ଚକ

ରାସାନ୍‌ ପୁଲ୍ଲା

ଚକି

ଗୋର୍‌ରାଖାଲ୍

ଚକିତହେବା

ୱେଦ୍ ଞ୍ଚେଦ୍‌ଦା
ଓଡ଼ିଆ ବାକ୍ୟ (Odia Sentence): ଦିନେଶକୁ ଦେଖି ଚକିତ ହେଲା
କୋୟା ବାକ୍ୟ (Koya Sentence): ଦିନେଶତିଙ୍କ୍ ଉଡ଼ିୱେଦ୍ ୱେଦା ଆତ୍‌ଥୋଣ୍ଡ

ଚଞ୍ଚଳ

ସିଟ୍‌ପାଟ୍ / ଲିପ୍‌ଲାପ୍

ଚଟାଣ

ସାହାପା

ଚଢାଉ କରିବା

ଫେର୍‌ଲାନାଦ୍
ଓଡ଼ିଆ ବାକ୍ୟ (Odia Sentence): କାଳିଆର କଥାକୁ ଚଢାଉ କରୁଛି
କୋୟା ବାକ୍ୟ (Koya Sentence): କାଳିଆନ୍ ଗୋଟ୍‌ତିଙ୍କ ଫେରଲୋମିନ୍ଧେଣ୍ଡ

ଚଢିବା

ତାର୍ରାନାଦ
ଓଡ଼ିଆ ବାକ୍ୟ (Odia Sentence): ଗଛରେ ଚଢନାହିଁ
କୋୟା ବାକ୍ୟ (Koya Sentence): ମା’ରାତାଗ୍ ତାର୍ରାମାଟ୍

ଚଢେଇ

ପିଟ୍‌ଟେ

ଚଢେଇର ମଧୁର ଗୀତ ଶୁଣ

ରୋମା ତେଦା ମାଡ଼ାଟ୍ ପୋର୍‌ରୋତ୍ ପିଟ୍ଟେତ୍ ପା’ଟା କେଞ୍ଜା

ଚନ୍ଦ୍ର

ଲେଞ୍ଜ

ଚନ୍ଦ୍ରକିରଣ

ଲେଞ୍ଜୱେସ

ଚନ୍ଦ୍ରଗ୍ରହଣ

ଲେଞ୍ଜ ଗାରନା

ଚପଲ୍

ଏରପୁ
ଓଡ଼ିଆ ବାକ୍ୟ (Odia Sentence): ଚପଲ ପିନ୍ଧ
କୋୟା ବାକ୍ୟ (Koya Sentence): ଏର୍‌ପୁ କେରମୁଟ୍

ଚରିତ୍ର

ମୋଲତା

ଚର୍ଚ୍ଚାକରିବା

କେଛୋଉଡ୍ଡାନାଦ୍
ଓଡ଼ିଆ ବାକ୍ୟ (Odia Sentence): ସେମାନଙ୍କ କଥାକୁ ଚର୍ଚ୍ଚା କରିବା
କୋୟା ବାକ୍ୟ (Koya Sentence): ଉର୍ ଗୋଟିଙ୍କ୍ କେଛୋଉଡ୍ଡିକା

ଚର୍ବି

କୋଡ୍‌ୱସ୍

ଚର୍ମ

ତଲକା

ଚର୍ମରୋଗ

ତଲକାରୋଗ

ଚଳାଇବା

ଆଦାନାଦ୍
ଓଡ଼ିଆ ବାକ୍ୟ (Odia Sentence): ସାଇକେଲ୍ ଚଳାଅ
କୋୟା ବାକ୍ୟ (Koya Sentence): ସାଇକେଲ୍ ଅୟମ୍

ଚଳିତହେବା

ଏଞ୍ଚନାଦ୍
< previous1234Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App