भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Koya Sabdakosa

Published by Academi of Tribal Language and Culture, Govt. of Odisha

ଥକିବା

ଅମୱାନାଦ

ଥକ୍କା ମାରିବା

ଆଇୱାନାଦ୍
ଓଡ଼ିଆ ବାକ୍ୟ (Odia Sentence): କାମ କରି କରି ଥକ୍‌କା କାରୁଛି
କୋୟା ବାକ୍ୟ (Koya Sentence): ପାଡ଼ିୟ୍‌ତୁଙ୍ଗି ତୁଙ୍ଗି ଆଇତ୍‌ଥାନ୍

ଥଟ୍ଟା କରିବା

ମା’ରାନାଦ୍
ଓଡ଼ିଆ ବାକ୍ୟ (Odia Sentence): ପଦିଆକୁ ସମସ୍ତେ ଥଟ୍ଟା କରନ୍ତି
କୋୟା ବାକ୍ୟ (Koya Sentence): ପଦିଆଙ୍କ ସାର୍‌ରି ତୋର ମା’ରିତୋର

ଥଣ୍ଟ

ମୁଲ୍ଲର / ମୁସ୍କୀଡ୍
ଓଡ଼ିଆ ବାକ୍ୟ (Odia Sentence): ଶୁଆର ଥଣ୍ଟ ଭାରି ସୁନ୍ଦର
କୋୟା ବାକ୍ୟ (Koya Sentence): କେରୟାଡ଼ତା ମୁସ୍କିଡ଼ ଗାଟ୍ଟିସାୟ

ଥଣ୍ଡା

କିର୍‌ଙ୍ଗଥା
ଓଡ଼ିଆ ବାକ୍ୟ (Odia Sentence): ଖରାଦିନରେ ଥଣ୍ଡା ପିଇବାକୁ ଭଲଲାଗେ
କୋୟା ବାକ୍ୟ (Koya Sentence): ସାଲକାଲାମ୍ କିର୍‌ଙ୍ଗଥାନାଦ୍ ଉଣ୍ଡା ନୋଙ୍କ୍ ଗାଟ୍ଟିସାୟା

ଥରିବା

ୱାଡ଼୍‌କାନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ଥଣ୍ଡାରେ ଥରୁଛି
କୋୟା ବାକ୍ୟ (Koya Sentence): ନାନ୍ନା ସାଲଦି ୱା’ଡ଼୍ କୋମିଦେନ୍

ଥାପୁଡ଼େଇବା

ଫେ’ଞ୍ଚାନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ପିଲାଟିକୁ ଥାପୁଡ଼େଇଛି
କୋୟା ବାକ୍ୟ (Koya Sentence): ନାନ୍ନା ପିଲ୍ଲାତଙ୍କ୍ ଫେ’ଞ୍ଚଥାନ୍

ଥାଳି

ଘିନ୍ନେ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App