भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Koya Sabdakosa

Published by Academi of Tribal Language and Culture, Govt. of Odisha

< previous1234Next >

ଦଉଡ଼ି

ନଡ଼େ

ଦଉଡ଼ିବା

ମିର୍ରାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଗୋଟିଏ କିଲୋମିଟର ଦୌଡ
କୋୟା ବାକ୍ୟ (Koya Sentence): ଅଣ୍ଡୟ / ଅରାଟ୍ କିଲୋମିଟର ମିର୍ରାଟ

ଦଣ୍ଡଦେବା

ତିପ୍ପା ତୁଙ୍ଗାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଯେଉଁ ପିଲାମାନେ ଅମାନ୍ୟ ହେବେ ସେମାନଙ୍କୁ ଦଣ୍ଡଦେବା
କୋୟା ବାକ୍ୟ (Koya Sentence): ଦେ’ନା ପିଲ୍ଲା ଗୋଟ୍ଟି କେଞ୍ଜୋୱ’ଙ୍କ୍ ତିପ୍ପା ତୁଙ୍ଗାନାଦ୍

ଦମନ କରିବା

ନାଷ୍ଟାମ କୀଦାନାଦ୍
ଓଡ଼ିଆ ବାକ୍ୟ (Odia Sentence): ହନୁମାନ ଲଙ୍କାକୁ ଦମନ କରିଦେଲା
କୋୟା ବାକ୍ୟ (Koya Sentence): ହନୁମାନ / ମୂଞ୍ଜ ଲଙ୍କାତିଙ୍କ୍ ନାଷ୍ଟାମ କୀଶିତ୍‌ଥା

ଦୟା

ଉସ୍‌ସୁର୍

ଦୟା କରିବା

ପୁନେମ୍ ତୁଙ୍ଗାନାଦ୍
ଓଡ଼ିଆ ବାକ୍ୟ (Odia Sentence): ଦୟାକରି ତୁମ୍ଭେ ମାନେ ପାଟି କରିବ ନାହିଁ
କୋୟା ବାକ୍ୟ (Koya Sentence): ପୁନେମ୍ ଆ’ସୁ ମୀର୍ ରା’ମ୍ପ ପୋୟମାଟ୍

ଦୟାଳୁ

ପୁନେମ୍‌ତଣ୍ଡ / ପିରେତଣ୍ଡ

ଦର କମେଇବା

ମୋଲାତାକ୍କୱା ତୁଙ୍ଗାନାଦ

ଦରକାର

କାୱାଲ୍
ଓଡ଼ିଆ ବାକ୍ୟ (Odia Sentence): କୋୟା ସମାଜକୁ ଉନ୍ନତି କରିବା ଦରକାର
କୋୟା ବାକ୍ୟ (Koya Sentence): କୋୟା କୁଲାମ୍ / ସା’ମାଜତିଙ୍କ ତେଲୱୁ ତୁଙ୍ଗାନାଦ୍ କାୱାଲ୍

ଦରଖାସ୍ତ କରିବା

ସୀଠ୍ ରା’ସାନାଦ
ଓଡ଼ିଆ ବାକ୍ୟ (Odia Sentence): ଘରକୁ ଯିବାପାଇଁ ଦରଖାସ୍ତ କରିବା
କୋୟା ବାକ୍ୟ (Koya Sentence): ଲୋନ୍ ଆଦାନ୍‌ସେଙ୍ଗା ସୀଠ୍ ରାସିକା

ଦରଜା / କବାଟ ଖୋଲ

ମାର୍ / ତାଲ୍‌ପତିସା / ମାର୍‌ତେରମ୍

ଦରଜୀ

ସିଲେକଟ୍ଟାନର

ଦଳ

ମାନ୍ଧା

ଦଶହରା

ଦଶହରା ପାଣ୍ଡୁମ୍

ଦଶହରା

ଦଶହରା ପାଣ୍ଡୁମ୍

ଦାଆ

ବାଣ୍ଡା କାସ୍‌ସେର
ଓଡ଼ିଆ ବାକ୍ୟ (Odia Sentence): ଦାଆରେ ହାଣିବା
କୋୟା ବାକ୍ୟ (Koya Sentence): ବାଣ୍ଡା କାସ୍‌ସେର ତେ ନାଡ଼କ୍‌ନାଦ୍

ଦାଗ

ଗାରା / ଦାଗ୍

ଦାଢି

ଉଥ୍‌ପାଡ୍ଡମ୍
ଓଡ଼ିଆ ବାକ୍ୟ (Odia Sentence): ମୋର ଦାଢି ବାହାରିଲା
କୋୟା ବାକ୍ୟ (Koya Sentence): ନା’କ୍ ଉତ୍ ଗାଡ୍ଡୋଜ୍ ପେ’ଇତ୍‌ଥା

ଦାଣ୍ଡ ଦୁଆର

ମୁନେଟ୍ ପାକ୍କା

ଦାଦା

ଖାଖାଲ୍
< previous1234Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App