भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Koya Sabdakosa

Published by Academi of Tribal Language and Culture, Govt. of Odisha

< previous12Next >

ଧକ୍କା ମାରିବା

ତୁରସାନାଦ୍
ଓଡ଼ିଆ ବାକ୍ୟ (Odia Sentence): ରମେଶ ମତେ ଧକ୍କା ମାରିଲା
କୋୟା ବାକ୍ୟ (Koya Sentence): ରମେଶ ନାକିଙ୍ଗ୍ ତୁରସ୍‌ଥୋଣ୍ଡ

ଧନ

ସଂସାରାମ୍

ଧନୀ

ସାୱକାର

ଧନ୍ୟବାଦ

ପୁନ୍ନେମ

ଧମକେଇବା

ୱେର୍‌ସ୍ପାନାଦ୍
ଓଡ଼ିଆ ବାକ୍ୟ (Odia Sentence): ପିଲାମାନଙ୍କୁ ଧମକେଇବା ନାହିଁ
କୋୟା ବାକ୍ୟ (Koya Sentence): ପିଲାଙ୍କ୍ ମାଇଦା ନାଦ୍ ଆୟୋ

ଧରାଛୁଆଁ ନଦେବା

ଧରକ୍ କୁଟ୍ ମାନ୍ଦାନାଦ୍

ଧରିବା

ପୋଇଦାନାହ
ଓଡ଼ିଆ ବାକ୍ୟ (Odia Sentence): ସମସ୍ତେ ଗୋଟିଏ ଗୋଟିଏ କୋଦାଳ ଧରିବା
କୋୟା ବାକ୍ୟ (Koya Sentence): ସାର୍‌ରିତୋର ଅରୋଟ୍ ଅରୋଟ୍ ଗୁଦ୍ଦାଡ଼୍ ପୋଇଦିକା

ଧର୍ମ

ଧାରମାମ୍

ଧର୍ମ କର୍ମ କର

ଧାର୍ମାମ୍ କାର୍ମାମ୍ ତୁଙ୍ଗା

ଧର୍ମ ନିୟମ୍

ଧାର୍ମା ରାକାମ୍

ଧର୍ମଗୁରୁ

ଧର୍ମାଗୁରୁ / ୱାଡ଼୍‌ଡ଼ି

ଧର୍ମଗ୍ରନ୍ଥ

ଧର୍ମାରୋଜତ

ଧର୍ମପ୍ରଚାର

ଧର୍ମା ବିଷୟତେ କେତୋନାଦ

ଧର୍ମଶାଳା

ଧର୍ମଗୁଡଇ

ଧଳାରଙ୍ଗ

ପାଣ୍ଡେ / ତେଲ୍ଲ
ଓଡ଼ିଆ ବାକ୍ୟ (Odia Sentence): ବଗର ରଙ୍ଗ ଧଳା
କୋୟା ବାକ୍ୟ (Koya Sentence): କଙ୍ଗାଟ୍ ରାଙ୍ଗ୍ ତେଲ୍ଲା

ଧାତୁ

ଇମ, ତମ୍ବା

ଧାର

ଲା’ଗା ଅଦାନାଦ୍

ଧାର କରିବା

ମେୟ୍‌ଥାନାଦ୍ / ୱାୟାତୁଙ୍ଗାନାଦ୍
ଓଡ଼ିଆ ବାକ୍ୟ (Odia Sentence): କାତି ଧାର କରିଅଛି
କୋୟା ବାକ୍ୟ (Koya Sentence): କାଚେର ମେୟ୍‌ସୋ ନେନ୍ଦେଣ୍ଡ

ଧାରଦେବା

ଲା’ଗ୍ ଇନ୍ଦନାଦ୍

ଧାରନେବା

ଲାଗ୍‌ଓଦ୍‌ନାଦ୍
< previous12Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App