भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Koya Sabdakosa

Published by Academi of Tribal Language and Culture, Govt. of Odisha

< previous12Next >

ଶଗଡ଼

ବାଣ୍ଡି / ଗାତା
ଓଡ଼ିଆ ବାକ୍ୟ (Odia Sentence): ଶଗଡ଼ରେ ବହିବା
କୋୟା ବାକ୍ୟ (Koya Sentence): ବାଣ୍ଡିନ୍ ଆଦ୍‌ନାଦ୍

ଶଙ୍ଖ

ସାୱର୍‍ ନେତ୍‌କା

ଶପଥକରିବା

ନିଜାମ୍ ତୁଙ୍ଗାନାଦ୍
ଓଡ଼ିଆ ବାକ୍ୟ (Odia Sentence): ମୁଁ ଶପଥ କଲି
କୋୟା ବାକ୍ୟ (Koya Sentence): ନାନ୍ନା ନିଜାମ୍ ଅପ୍‌ଥାନ୍

ଶବଦାହ

ଡ଼ୋଲ ତୋନ୍‌ଙ୍କ ପଃତ୍ତନାଦ

ଶବ୍ଦ

ଲେ’ଙ୍ଗ୍
ଓଡ଼ିଆ ବାକ୍ୟ (Odia Sentence): ବେଶିଶବ୍ଦ ହେଉଛି
କୋୟା ବାକ୍ୟ (Koya Sentence): ଗାଟ୍ଟି ଲେ’ଙ୍ଗ୍ ଆସୋମିଯି

ଶଯ୍ୟା

ପାଟନ୍ ପୋରୟ

ଶଳା

ଏରୱୁଣ୍ଡ

ଶଶୁର

ମାମାଲ

ଶସ୍ତା

ତାକୱା
ଓଡ଼ିଆ ବାକ୍ୟ (Odia Sentence): ଏହି ଖାତାଟି ଶସ୍ତାରେ ମିଳିଲା
କୋୟା ବାକ୍ୟ (Koya Sentence): ଇଦ୍ ଖାତା/ ପୁସ୍ଥୀସୀତ୍ ତାକ୍‌ୱାଟେ ଦୋରକ୍‌ଥା

ଶାଗୁଣା

ଡେୟା

ଶାଗୁଣା

ଢେୟା
ଓଡ଼ିଆ ବାକ୍ୟ (Odia Sentence): ଶାଗୁଣା ଏଣ୍ଡୁଅକୁ ଧରୁଛି
କୋୟା ବାକ୍ୟ (Koya Sentence): ଢେୟା ତୋକ୍ମିତିଙ୍କ୍ ପୋଇସ୍‌ମିନ୍ଦେ

ଶାନ୍ତି

ସୁଖାମ୍
ଓଡ଼ିଆ ବାକ୍ୟ (Odia Sentence): ମୋ ଜୀବନରେ ଶାନ୍ତି ନାହି
କୋୟା ବାକ୍ୟ (Koya Sentence): ନା ବାଦ୍‌କୀନ୍ ସୁଖାମ୍ ଇଲ୍ଲେ

ଶାନ୍ତିପୂର୍ଣ୍ଣ

ଶୁକାତ

ଶାବଲ

କୁଞ୍ଜ

ଶାରୀ

ମୈନା ପିଟ୍ଟେ / ଗୋରେଟ୍
ଓଡ଼ିଆ ବାକ୍ୟ (Odia Sentence): ଶାରୀଟି ପୋକ ଖାଉଛି
କୋୟା ବାକ୍ୟ (Koya Sentence): ଗୋରେଟ୍ ପୁଡ୍‌କ୍ ତିଞ୍ଜୋମି ଗଣିତ୍ / ଲେକ୍‌କି ରାସାନାଦ୍ ତେର୍‌ ସ୍ପିତ୍‌ଥାନ୍

ଶାଳୀ

ଏଣ୍ଡାତ

ଶାଶୂ

ପୋୟେ

ଶିଖଧର୍ମ

ଶିଖଧର୍ମ

ଶିଘ୍ର

ସିଟାପାଟ
ଓଡ଼ିଆ ବାକ୍ୟ (Odia Sentence): ମୁଁ ଶିଘ୍ର ଆସିଲି
କୋୟା ବାକ୍ୟ (Koya Sentence): ନାନ୍ନା ସିଟାପାଟ୍ ଆତ୍‌ଥାନ୍

ଶିଙ୍ଗ

କୋଅକ୍
ଓଡ଼ିଆ ବାକ୍ୟ (Odia Sentence): ଗାଈଦୁଇଟି ଶିଙ୍ଗ ଅଛି
କୋୟା ବାକ୍ୟ (Koya Sentence): ଗୋଡତିନୋ ରେଣ୍ଡ କୋକ୍‌ମିନ୍ଦେ
< previous12Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App