भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Koya Sabdakosa

Published by Academi of Tribal Language and Culture, Govt. of Odisha

ଆଣ୍ଠୁ

ବୋଟମିଣ୍ଡା

ଆଣ୍ଠେଇବା

ମୋର୍‌ମିଣ୍ଡା ଉଃସାନାଦ୍
ଓଡ଼ିଆ ବାକ୍ୟ (Odia Sentence): ତୁମେ ଆଣ୍ଠେଇ ରୁହ
କୋୟା ବାକ୍ୟ (Koya Sentence): ମୀର୍ ମୋରମିଣ୍ଡ ମାନ୍ନୁଟ୍

ଆଣ୍ଠୁଏପାଣି ବର୍ଷିଲା

ବୋଟ୍‌ମିଣ୍ଡା ଏଚ୍‌ୱାନାୱାମ୍‌ଥା

ଆତ

ସୀତା
ଓଡ଼ିଆ ବାକ୍ୟ (Odia Sentence): ଆତଫଳ ଭାରିମିଠା
କୋୟା ବାକ୍ୟ (Koya Sentence): ସୀତାପାଣ୍ଡି ଗାଟ୍ଟି ସାୟାମିଙ୍ଗିଥା

ଆଦର କରିବା

ଜୀୱକିଦ୍‌ନାଦ୍
ଓଡ଼ିଆ ବାକ୍ୟ (Odia Sentence): ମା ମୋତେ ବହୁତ ଆଦର କରନ୍ତି
କୋୟା ବାକ୍ୟ (Koya Sentence): ୟାୟୋ ନାକ୍ ଗାଟ୍ଟେ ଜୀୱ୍‌କୀତା

ଆଦର୍ଶଚିତ

ନେଲ୍ଲାତ୍‌ୱାନ୍ନେ

ଅଧିବାସୀ

ମୁନେଟ୍‌ନାରୁଣ୍ଡ

ଆନନ୍ଦରେ

ସାର୍‌ଦାଟ୍
ଓଡ଼ିଆ ବାକ୍ୟ (Odia Sentence): ପିଲାମାନେ ଆନନ୍ଦରେ ଖେଳୁଥିଲେ
କୋୟା ବାକ୍ୟ (Koya Sentence): ପିଲ୍ଲାସାର୍‌ରି ସାର୍‌ଦାଟ୍ କାର୍‌ସୋ ମାତ୍‌ଥା

ଆନନ୍ଦ ଅନୁଭବ କରିବା

ଖର୍‌ଦ୍ଧା ଆଲ୍‌ନାଦ୍
ଓଡ଼ିଆ ବାକ୍ୟ (Odia Sentence): ସେ ବହୁତ ଆନନ୍ଦ ଅନୁଭବ କରୁଛି
କୋୟା ବାକ୍ୟ (Koya Sentence): ଓଣ୍ଡପାଟ୍ଟେସାର୍‌ଦ୍ଧାଟି ମିଳେତ

ଆନ୍ତ୍ରିକଜ୍ୱର

ୟାୟଏଡ଼କ

ଆନନ୍ଦ ନୃତ୍ୟ

ସାର୍ଦ୍ଧାଟ୍ ଆଟା

ଆନନ୍ଦ

ସାର୍ଦ୍ଧା / ୱେଡ଼କ୍

ଆବିଷ୍କାର କରିବା

ତିଆର୍‌ତୁଙ୍ଗାନାଦ୍ / ତିଆର୍‌ଜିୟାନାଦ୍

ଆବ୍ରୁତ୍ତି କରିବା

ଉଡିଦାନାଦ୍

ଆବିର୍ଭୂତ କରିବା

ତଳ୍‌ନାଦ୍

ଆଭାସଚିତ୍ର

ଲୋନ୍‌ୱାନ୍ନେ

ଆମିଷ

ଆଙ୍ଗନାଦ୍

ଆମୋଦ କରିବା

ସାର୍‌ଦ୍‌ଇଦାନାଦ୍

ଆମ୍ବ

ମାର୍‌କା
ଓଡ଼ିଆ ବାକ୍ୟ (Odia Sentence): ପାଚିଲା ଆମ୍ବ ଭଲଲାଗେ
କୋୟା ବାକ୍ୟ (Koya Sentence): ପାଣ୍ଡଟ୍ଟା ମାର୍‌କା ସାୟମିଙ୍ଗିତ

ଆମେ ଖାଦ୍ୟଖାଇ ବଞ୍ଚୁ

ମାନାଡଟିଣ୍ଡତିଞ୍ଜ ବାଦ୍ କତାଡ୍

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App