भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Acquisition feeding

ଅର୍ଜନାଶନ

Acraspeodote

ଅବିଚ୍ଛଦ

Acridphagus

କୀଟଭକ୍ଷୀ

Acroblast

ଅଗ୍ରକୋରକ

Acrocentric

ଅଗ୍ରକେନ୍ଦ୍ରୀ, ଅଗ୍ରବିନ୍ଦୁକ

Acrocentric chromosome

ଅଗ୍ରକେନ୍ଦ୍ରୀ ଗୁଣସୂତ୍ର, ଅଗ୍ରବିନ୍ଦୁ ଗୁଣସୂତ୍ର

Acrosomal process

ଅଗ୍ରପିଣ୍ଡକ ପ୍ରବର୍ଦ୍ଧ

Acrosome

ଅଗ୍ରପିଣ୍ଡକ

Acrocoracoid process

ଅଗ୍ରଭିରୌଂସ୍ଥା ପ୍ରବର୍ଦ୍ଧ

Acrosomal reaction

ଅଗ୍ରପିଣ୍ଡକ ପ୍ରକ୍ରିୟା

Acrocyst

ଶିଖରପୁଟୀ

Acrodont

ଅଗ୍ରଦନ୍ତୀ

Acrogenous

ଅଗ୍ରବର୍ଦ୍ଧକ, ଅଗ୍ରବର୍ଦ୍ଧନଶୀଳ

Acromion process

ଆସଂକୁଟ ପ୍ରବର୍ଦ୍ଧ, ଅଗ୍ର ପ୍ରବର୍ଦ୍ଧ

Acronematic

ଅଗ୍ରସୂତ୍ରୀ

Acropodium

ପାଦାଙ୍ଗୁଳିଛନ୍ଦ

Acrorhagus

ଶିଖରପୁଚ୍ଛ

Acrorhynchus

ଅଗ୍ରତୁଣ୍ଡୀ

Actinost

ଅରାସ୍ଥି

Actinostome

ଅରମୁଖ, ବାହୁମୁଖ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App