भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Actin associated protein

ଆକ୍ଟିନ୍ ସମ୍ଵନ୍ଧୀୟ ପ୍ରୋଟିନ୍

Actin binding protein

ଆକ୍ଟିନ୍ ଆବନ୍ଧୀ ପ୍ରୋଟିନ୍

Actin filament

ଆକ୍ଟିନ୍ ଅଂଶୁ, ଆକ୍ଟିନ୍ ସୂତ୍ର, ଆକ୍ଟିନ୍ ପୁଂତନ୍ତୁ

Actin myosin interaction

ଆକ୍ଟିନ୍ ମାଇଓସିନ୍, ଅନ୍ୟୋନ୍ୟକ୍ରିୟା/ବିଥକ୍ରିୟା

Actin poly polymerisation

ଏକ୍ଟିନ୍ ବହୁଳକରଣ

Acrotarisium

ଗୁଳ୍‌ଫଛଦ

Acrotergite

ଅଗ୍ରପୃଷ୍ଠକାଂଶ

Acrotrophic

ଅଗ୍ରପୋଷୀ

Acrotrophic ovariole

ଅଗ୍ରପୋଷୀ, ଅଣ୍ଡାଶାୟକ

Acrotropism

ଆକ୍‌ସୀ ଅନୁବର୍ତ୍ତନ

Actinal

ମୁଖଦେଶୀ

Actinal cover plate

ମୁଖଦେଶୀ ଆବରଣ ପଟ୍ଟିକା

Actinopharynx

ଅରଗ୍ରସନୀ

Activity

ସକ୍ରିୟତା

Activated

ସକ୍ରିୟିତ

Activator

ସକ୍ରିୟକାରକ

Aculea

କକ୍ଷକଣ୍ଟିକି (ପ୍ରଜାପତି)

Aculeate

ପକ୍ଷକଣ୍ଟିକି (ପ୍ରଜାପତି)

Active immunity

ସକ୍ରିୟ ପ୍ରତିରକ୍ଷା

Active site

ସକ୍ରିୟ ସ୍ଥଳ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App