भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567891718Next >

Rabbit

ଠେକୁଆ

Rabies vaccine

ଜଳାତଙ୍କ ଟୀକା, ରେବିଜ୍‌ ଟୀକା

Rabies virus

ଅଲର୍କ ଭୂତାଣୁ

Recemose

ଦ୍ରାକ୍ଷଗୁଚ୍ଛାଭ

Recemose gland (alveolar gland)

ଦ୍ରାକ୍ଷଗୁଚ୍ଛାଭ ଗ୍ରନ୍ଥି, କୁପିକା ଗ୍ରନ୍ଥି

Race

ରେସ୍‌, ଜାତି

Race atanism

ଜାତି-ପୂର୍ବରୂପତା

Rachis

ପିଚ୍ଚାକ୍ଷ

Rachitomous

ଅଯୁକ୍ତ କଶୋରୁକୀୟ

Radial

ଅର, ଅରୀୟ

Radial ambulacral vessel

ଅରୀୟ ବିଧିବାହିକା, ଅରୀୟ ଚରଣାରବାହିନୀ

Radial artery

ବହି ପ୍ରକୋଷ୍ଠିକଧମନୀ

Radial bar

ଅରୀୟ ଦଣ୍ଡ

Radial bone

ଅରୀୟ ଅସ୍ଥି

Radial canal

ଅରୀୟ ନାଳ

Radial epidermal fibre

ଅରୀୟ ଅଧିଚର୍ମ ତନ୍ତୁ

Radial symmetry

ଅରୀୟ ପ୍ରତିସାମ୍ୟ

Radial haemal sinus

ଅରୀୟ ହିମଳକୋଟର

Radial muscle

ଅରୀୟ ପେଶୀ

Radial tentacle

ଅରୀୟ ସ୍ପର୍ଶକ
< previous1234567891718Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App