भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous12Next >

X-chromosome

ଏକ୍ସ ଗୁଣସୂତ୍ର

X-irradiation

ଏକ୍ସରେ କିରଣନ

X-organ

ଏକ୍ସ-ଅଙ୍ଗ

X-ray diffraction

ଏକ୍ସରେ ଡିଫ୍ରେକ୍‌ସନ୍‌, ଏକ୍ସରେ ବିକୀର୍ଣ୍ଣ

X-ray spectrometer

ଏକ୍ସରେ-ସ୍ପେକ୍‌ଟ୍ରୋମାପୀ

X-ray therapy

ଏକ୍ସରେ ଚିକିତ୍ସା

Xanthoblast

ପୀତଲବକ

Xanthodont

ପୀତଦନ୍ତୀ

Xanthoprotein

ପୀତପୁଷ୍ଟିସାର

Xanthosome

ପୀତକାୟ

Xeneobiosis

ପିପୀଲିକା-ଆତିଥ୍ୟ ଜୀବିତା

Xenia

ଅତିପ୍ରବଳତା

Xeniobiosis

ପୋଷୀଜୀବନ, ଆଗତଜୀବନ

Xenodiagnosis

ପୋଷୀନିଦାନ

Xenoecic

ପୋଷାଶ୍ରୟୀ, ଆଗତବାସୀ

Xenogamy

ପରନିଷେକ, ପରସମାୟନ

Xenology

ପୋଷୀ ବିଜ୍ଞାନ, ପରାଙ୍ଗଜୀବୀ ବିଜ୍ଞାନ

Xenopus leavi’s

ଜେନୋପସ ଲେବିସ (ବେଙ୍ଗ ଜାତୀୟ)

Xerocolous

ମରୁବାସୀ

Xeroderma pigmentation

ଜେରୋଡର୍ମା ପିଗମେଣ୍ଟଟେସନ
< previous12Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App