भारतीय भाषाओं द्वारा ज्ञान

Knowledge through Indian Languages

Dictionary

Samalpuri Odia Shabdakosha (Orissa Sahitya Akademi)

Orissa Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ପର-ଶବ୍ଦାଂଶ l କ୍ରିୟା ମୂଳରେ ଲାଗିଲେ ବିଶେଷ୍ୟ ଗଠିତ ହୁଏ l ଦୃ: ପି: ପିଆ, ଧୁ:ଧୁଆ, ଧୁକ୍‍: ଧୁକା, ଦେଖ୍‍:ଦେଖା, ପଢ୍‍:ପଢା l ପର-ଶବ୍ଦାଂଶ l ବିଶେଷ୍ୟରେ ଲାଗିଲେ ବିଶେଷଣ ଗଠିତ ହୁଏ l ଦୃ: ଡାଢି:ଡାଢିଆ, ଗେରୁ: ଗେରୁଆ, ଫଗୁ: ଫଗୁଆ, ଗଅଁଲି:ଗଅଁଲିଆ,ଭୁଖ୍‍: ଭୁଖା l

ଆଁ କର୍‍ବା

କ୍ରି. ପାଟି ମେଲା କରିବା l

ଆ ଜା କର୍‌ବା

ବି. ବଚନରେ ନିମ୍ନ ସମ୍ମାନ ପ୍ରଦର୍ଶନ କରିବା, ‘ଆସ’ ଓ ଯାଅ’ ପରିବର୍ତ୍ତେ ‘ଆ’ ଓ ‘ଯା’ କହିବା

ଆଅ

କ୍ରି. ଅଟ l

ଆଇଖାଡି

ବି. ଦହି ମଂଥିବା ପାଇଁ ବାଡି l

ଆଇବା

କ୍ରି. ଆସିବା l

ଆଇସ୍‍ଥିଲା

କ୍ରି. ଆସିଥିଲା l

ଆଇଁସ୍‍ବିସର୍‍

ବିଂ. ଆମିଷଜାତୀୟ ପଦାର୍ଥ l

ଆଉ

କ୍ରି. ଅଟୁ l

ଆଉଁ

କ୍ରି. ଅଟୁଁ l

ଆଉଁଡ୍‍

ବି. ଆବର୍ତ l

ଆଉଁଡ୍‍ବା

କ୍ରି. (ପାଣି ) ଭଉଁରି ବୁଲିବା l

ଆଉତି

ବି. ଆସିବା (ବେଳ), (ଜାଉତି = ଯିବାବେଳ )

ଆଉନ୍‍ସାର୍‍

ବିଂ. ଆସିବା ସଂଗେ ସଂଗେ l ଦୃ:ପଢିକରି ଆଉନ୍‍ସାର୍‍ ଆମର୍‍ ବାବୁ ଖେଲି ଜାଏସି l

ଆଉର୍‍

ସଂଯୋଜକ ଅବ୍ୟୟ, ଆହୁରି, ପୁଣି, ଓ l ଦୃ: ପାଁଚ୍‍ ଟଁକାଥିଁ କାମ୍‍ ନାଇଁ ବନେ, ଆଉର୍‍ ଲାଗ୍‍ବା l

ଆଏ

କ୍ରି. ଅଟେ l ବି. ଆୟ l

ଆଏ ଗୋ

ଅସମ୍ମତିସୂଚକ ପାଦ ପୂରଣାର୍ଥକ ଅବ୍ୟୟ l ଦୃ: ଆଏ ଗୋ ଇଟା କେନ୍‍ତା କଥା ?

ଆଏଉପେ

ବି. ଆୟ ପାଇଁ ଉପାୟ, ଅର୍ଥାଗମ ପଂଥା l ଦୃ: ପାଠ୍‍ପଢା ସଏଲା ଉତ୍‍ରୁ କିଛି ଆଏଉପେ କର୍‍ l

ଆଏଁଖ୍‍

ବି. ଆଖି, ଚକ୍ଷୁ l

ଆଏଁଖ୍‍ ବଥ୍‍

ବି. ଆଖି ପତାରେ ହେବା ବଥ ରୋଗ ବିଶେଷ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App