भारतीय भाषाओं द्वारा ज्ञान

Knowledge through Indian Languages

Dictionary

Samalpuri Odia Shabdakosha (Orissa Sahitya Akademi)

Orissa Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567891819Next >

ପର-ଶବ୍ଦାଂଶ | ଶବ୍ଦ ସହିତ ଲାଗିଲେ ବିଶେଷଣ ଗଠିତ ହୁଏ | ଦୃ : ଖା : ଖାଉ, ହାଡ଼୍ : ହାଡୁ, ଡେଗ୍ : ଡେଗୁ , ଚିପ୍ : ଚିପୁ

ଉଆ

ପର-ଶବ୍ଦାଂଶ | ଶବ୍ଦ ସହିତ ଲାଗିଲେ ବିଶେଷଣ ଗଠିତ ହୁଏ | ଦୃ : ଜର୍ : ଜରୁଆ, ଘର୍ : ଘରୁଆ, ଝାଡ଼୍ : ଝାଡୁଆ, ଗାଡ଼୍ : ଗାଡ଼ୁଆ

ଉଆ

୧. ବିଂ. ଅରୁଆ (ଚାଉଳ) |୨. ବି. କୁଂଭାରର ହାଂଡି ପୋଡ଼ିବା ଶାଳ

ଉଆଜିବ୍

ବିଂ. ଠିକ୍, ଉଚିତ

ଉଆପିକ୍

ବିଂ. ଯୋଗ୍ୟ, ଉପଯୁକ୍ତ

ଉଆରିବା

କ୍ରି. ଲଂଗଳରେ ଜମିକୁ ପ୍ରଥମ ଥର କର୍ଷଣ କରିବା, (ଦ୍ୱିତୀୟ କର୍ଷଣକୁ ‘ଦୁରିବା’ କହଂତି)

ଉଆର୍

ବି. ଏକ ଥର କର୍ଷଣ

ଉଆଁଲୁ

ବିଂ. ଦରପୋଡ଼ା, ଅର୍ଦ୍ଧଦଗ୍‌ଧ (ଖପର, ହାଂଡି ଇତ୍ୟାଦି), ଆର୍ଦ୍ର | ଦୃ : ଉଆଁଲୁ ଖପରାଥି ପାଏନ୍ ପଡ୍‌ଲେ ବିଲିଜିବା

ଉଆଁସି

ବିଂ. ଅମାବାସ୍ୟା ତିଥିରେ ଜାତ କନ୍ୟା

ଉଆଁସୁ

ବିଂ. ଅମାବାସ୍ୟା ତିଥିରେ ଜାତ ପୁତ୍ର

ଉଆଁସ୍

ବିଂ. ଅମାବାସ୍ୟା

ଉଇଜ୍

ବି.ଆରୋଗ୍ୟ, ଆରାମ୍ | ଦୃ : ବୁଢା ବେମାର୍ ପଡ଼ିଥିଲେ | ସୁଜା ନେଲା ଉତ୍‌ରୁ ଉଇଜ୍ ହେଲେନ୍

ଉଇଲ୍

ବି. ୧. ଉଲି, ସାନ ପିଆଜ | ୨. ଇଛାପତ୍ର, ଇଂ. ୱିଲ୍

ଉଇଲ୍ ମଘା

ବି. ପିଆଜ ସଂଢା

ଉଏ

ବି. ମକର, ବ‌ଉଳ ପରି ମିତ୍ର ସଂପର୍କ

ଉଓ କରିବା

କ୍ରି. ଡାକ ଶୁଣି ପ୍ରତ୍ୟୁତ୍ତର ଦେବ, (ଔଷଧ ) କାଟୁ କରିବା

ଉକର୍

ବି. ଆୟତ୍ତ

ଉକାରି

ବି. ବାଂତି ଭାବ

ଉକାଲ୍

ବି. ବାଂତି ଉଦ୍‌ଗାର

ଉକି

ବି. ଅ‌ଇ, ବନନେଚ୍ଛା
< previous1234567891819Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App