भारतीय भाषाओं द्वारा ज्ञान

Knowledge through Indian Languages

Dictionary

Samalpuri Odia Shabdakosha (Orissa Sahitya Akademi)

Orissa Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234Next >

ଏଇ

ପର-ଶବ୍ଦାଂଶ | କ୍ରିୟା-ମୂଳରେ ଲାଗିଲେ ବିଶେଷ୍ୟ ହୁଏ | ଦୃ : କଟ୍+ଏଇ=କଟେଇ,ବୁନ୍+ଏଇ=ବୁନେଇ, ବାଁଧ୍+ଏଇ=ବଂଧେଇ

ଏକ/କୁସ୍‌କଁଟି

ବିଂ. ନିରବଚ୍ଛିନ୍ନ, ନିଷ୍ପଲକ (ଦୃଷ୍ଟିପାତ)

ଏକଂଗୁ

ବିଂ. ଏକପାଖିଆ

ଏକଘନି

ବିଂ. କେବଳ ଥରେ ବଢା ହୋ‌ଇଥିବା (ଖାଦ୍ୟ)

ଏକଡ଼୍

ବି.ପାଗଳ | ଇଂ. ଏକର୍

ଏକଡ଼୍ ମୁଡ଼ିଆ

ବିଂ. ଏକ ମୁର୍‌ଖିଆ, ଏକବୁଝା

ଏକନ୍‌ଗୁଡ଼ି

ବି. କେବଳ ଗୋଟିଏ ଗୋଡ଼ରେ ଠିଆହୋ‍ଇ ରହିବାକୁ ଦିଆଯାଉଥିବା ଦଂଡ (ବିଶେଷତଃ ସ୍କୁଲ୍ ଛାତ୍ରଛାତ୍ରୀ ମାନଂକୁ)

ଏକନ୍‌ଛତ୍‌ରି

ବି. ସର୍ବଦା ନିଜର ସ୍ୱତନ୍ତ୍ର୍ୟ ବା ବୈଶିଷ୍ଟ୍ୟ ସାବ୍ୟସ୍ତ କରିବାକୁ ଚେଷ୍ଟିତ ବ୍ୟକ୍ତି

ଏକନ୍‌ମୁଡ଼ିଆ

ବି. ନିତାଂତ ସ୍ୱାର୍ଥପର ବ୍ୟକ୍ତି

ଏକାଟା

ବିଂ. ଏକା କଥା, ପରିବର୍ତ୍ତନହୀନ

ଏକେସାୟର୍

ବିଂ ଏକା ସାଂଗରେ

ଏକ୍‌ଖଁଡ଼ିଆ

ବିଂ. ଏକ ଖଂଡ ବସ୍ତ୍ରପରିହିତ, ଏକବସ୍ତ୍ରୀ | ଦୃ : ସଭାକେ ଏକ୍‌ଖଁଡ଼ିଆ ହେଇକରି କେ‍ନ୍‌ତେଇ ଜିମି ?

ଏକ୍‌ଘରିଆ

ବିଂ. ଜାତିଭ୍ରଷ୍ଟ, ସମାଜଚ୍ୟୁତ, ସମାଜରେ ବାସଂଦ

ଏକ୍‍ଜମାଲି

ଇଜ୍‌ମାଲି’ ଦେଖ

ଏକ୍‍‌ଜିଦିଆ

ବିଂ. ଜିଦ୍‌ଖୋର

ଏକ୍‌ଜୋଟ୍

ବିଂ. ସମ୍ମିଳିତ, ଏକତ୍ର

ଏକ୍‍ଝନିଆ

ବିଂ. ଜଣକିଆ

ଏକ୍‌ଠନିଆ

ବିଂ. ଏକତ୍ରାବସ୍ଥିତ, ଏକ ସ୍ଥାନୀୟ

ଏକ୍‌ଠା କର୍‌ବା

କ୍ରି. ଏକତ୍ର କରିବା

ଏକ୍‌ତାନା

ବି. ଟେରା
< previous1234Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App