भारतीय भाषाओं द्वारा ज्ञान

Knowledge through Indian Languages

Dictionary

Samalpuri Odia Shabdakosha (Orissa Sahitya Akademi)

Orissa Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567892526Next >

ବି. ପାଣି ସାହାଜ ଜାତୀୟ ଗଛ | କ୍ରି. ଖାଅ

ଖ‍ଅଲା/ଲେଇବା

କ୍ରି. ଗରମ ପାଣିରେ ଧୋ‌ଇ କଟା ଛେଳିର ଚମଡ଼ାରୁ ଲୋମ ବାହାର କରିବା

ଖ‍ଇ

ବି. ଭଜା ଧାନର ଚୋପା

ଖଇଖନା

ବିଂ. ଶୁଖିଲା, କୁରୂପ, କୁତ୍ସିତ, ଅସୁଂଦର, କର୍କଶ

ଖ‍ଇଚା

ବି. ୧. ସାମାନ୍ୟ ଦୋଷ | ୨. ଯେତିକି କାମ ହେବା କଥା ସେତିକି ହୋ‌ଇ ନପାରିବା ଅବସ୍ଥା

ଖ‍ଇଁଚି

ବି. କାର୍ପଣ୍ୟ

ଖ‍ଇଢେଁକାର/ରି

ବି. ଗଂଧ ହାକୁଟି, ଅଜୀର୍ଣ ହାକୁଟି

ଖ‍ଇତ୍

ବି. କ୍ଷତି, ଲୋକସାନ, ଅନିଷ୍ଟ

ଖ‍ଇନି

ବି. ଚୂନ ସଂଗେ ମଳା ହୋ‌ଇଥିବା ଧୂଆଁପତ୍ର

ଖ‍ଇରନ୍

ବି. ମୃଦଂଗ ଇତ୍ୟାଦି ବାଦ୍ୟଯଂତ୍ରର ଚମଡ଼ା ଉପରେ ଦିଆଯିବା ଗୋଲାକାର ଲେପ

ଖ‍ଇରା

ବି. ଖ‍ଇର ପ୍ରସ୍ତୁତକାରୀ

ଖ‍ଇରାବା

କ୍ରି. ଫଳ ପାଚିବାର ପୂର୍ବାବସ୍ଥା ପ୍ରାପ୍ତ ହେବା

ଖ‍ଇରେନ୍/ପାଏନ୍

ଫସଲ ଅଂକୁରିତ ହେଲା ବେଳେ ବଳାଯିବା ପାଣି

ଖଉ

ବିଂ. ଖାଉ, ଯେ ଅଧିକ ଖାଏ

ଖଉର୍

ବି. କାଠ ତିଆରି କ୍ଷୁଦ୍ର ପାତ୍ର ବିଶେଷ

ଖଏଂଗା

ବିଂ. ମଳିନ ବେଶଭୂଷା ପରିହିତ ଅର୍ଦ୍ଧ-ପରିହିତ, ଆଭରଣହୀନ

ଖଏଟ୍

ବି. ଖଟି, ଘାଆର ବକଳ, ନାକ ପୁଡ଼ାର ଶୁଖିଲା ମଳି

ଖଏଡ଼ାକା

ବି. ଖଡ଼ିକା , ଛୋଟ ପତଳା କାଠି

ଖଏଁଡ଼୍

ବି. ତଟ, ନଦୀକୂଳ

ଖଏତ୍

ବି. କ୍ଷତ
< previous1234567892526Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App