भारतीय भाषाओं द्वारा ज्ञान

Knowledge through Indian Languages

Dictionary

Samalpuri Odia Shabdakosha (Orissa Sahitya Akademi)

Orissa Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଘଇଆ

ବିଂ. ଖଂଡିଆ ଖାବରା

ଘଏତା

ବି. ଘଇତା, ସ୍ୱାମୀ (ସ୍ତ୍ରୀ. ମାଏପୋ)

ଘଏତା କର୍‍ବା

ବିବାହ ପୂର୍ବରୁ ବା ପରେ ପର ପୁରୁଷ ସହିତ ଯୌନ ସଂସର୍ଗ କରିବା

ଘଏତା ଖାଇ

ବିଂ. ଯେଉଁ ସ୍ତ୍ରୀ ନିଜର ସ୍ୱାମୀର ମୃତ୍ୟୁର କାରଣ ହୁଏ (ଗାଳି)

ଘଏତା ମାରି

ବିଂ. ଯେଉଁ ସ୍ତ୍ରୀ ନିଜ ସ୍ୱାମୀକୁ ପ୍ରହାର କରେ (ଗାଳି)

ଘଏଲି

ଘାଉରି’ ଦେଖ

ଘଂଗୋ

ବି. ଓଲୁ

ଘଂଗୋ ହେବା

ଆଂଠୁ ମାଡ଼ି, ହାତ ଭୂମିରେ ଚାପି, ପିଚା ଉପରକୁ ଉଠାଇବା

ଘଗ୍‌ରି

ବି. ମାଠିଆ, କଳସ

ଘଟନ୍

ବି. ଗଢଣ, ଗଠନ

ଘଁଟା

ବି. ୧. ପାଦର ବିଂଡି ୨. ବିଲାତି ବାଇଗଣ

ଘଟିବା

କ୍ରି. ଊଣା ହେବା , କମିବା, ଅଳ୍ପ ହେବା

ଘଟୁଆଲ୍

ବି. ନଈ ନାଳର ଘାଟ ପରିଚାଳକ, ଯେଉଁ ବ୍ୟକ୍ତି ପଥଚାରୀମାନଂକୁ ଡଂଗାରେ ପାର ଉତାର କରେ

ଘଟ୍‍ ବିସ୍‌ରେନ୍

ବି. ଉତ୍କଟ ଆମିଷ ବା ମୂତ୍ର ଗଂଧ

ଘଟ୍‍ନା ଡାଂଗ୍

ବି. ବଡ଼ ପାତ୍ରରେ ତରକାରି ରାଂଧିବା ବେଳେ ଘାଂଟିବା ପାଇଁ ବ୍ୟବହୃତ କାଠ ବା ବାଉଁଶର ମୋଟା ଦଂଡ

ଘଡ଼େ

ଅଂ. ଅଳ୍ପ ସମୟ , ଏକ ଘଡ଼ି , ଘଡ଼ିଏ

ଘତାଇବା

କ୍ରି. ୧. କୌଧପୂର୍ଣ ଆଖିରେ ଅନାଇବା | ୨ ‘ଘେତାଇବା’ ଦେଖ

ଘତ୍

ବି. ଉପାୟ, କୌଶଳ

ଘନା

ବି. ୧. ଘଣା | ୨. ଶସ୍ୟ ଭାଜିବା ହାଂଡି | ୩. ଥରକରେ ଭାଜି ବା ବାଟି ହେଉଥିବା ଶସ୍ୟାଦିର ପରିମାଣ

ଘନାମଡ଼ା

ବ. ବିଶେଷ ଦିନ ଗୁଡ଼ିକରେ ନିଆଁ ଉପରେ ଚାଲିବାର ରୀତି

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App