भारतीय भाषाओं द्वारा ज्ञान

Knowledge through Indian Languages

Dictionary

Samalpuri Odia Shabdakosha (Orissa Sahitya Akademi)

Orissa Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567892223Next >

ଚଅଁର୍‌

ବି. ନିଶୁଣିର ଆଡ଼କାଠ, ଯହିଁରେ ପାଦ ଥାପି ଚଢିବାକୁ ହୁଏ ୨. ଚାମର | ୩. ପୁଚ୍ଛାଗ୍ର

ଚଉକନି

ବି. ପତ୍ର ନିର୍ମିତ ଚତୁଷ୍କୋଣୀ ପାତ୍ର, ଦନା

ଚଉକସ୍

ବିଂ. ମଜବୁତ୍, ବଳୁଆ

ଚଉକା

ବି. ଚକାମାରି ବସିବା

ଚଉକୁନି

ବି.’ ଚଉକନି’ ଦେଖ

ଚଉକ୍

ବି. ୧. ଚାରି ଆଂଗୁଳ ଦୈର୍ଘ୍ୟ ପରିମିତ | ଶେଣି ବିଶେଷ

ଚଉକ୍‍ପାଟି

ବି. ଘରର ‘ତୁଲିଆ ପାଟି ଓ ‘ପରେନ୍ ପାଟି’ ମଝିରେ ଲାଗିବା ପାଟି (ଶେଣି)

ଚଉଖାନା/ନି

ବିଂ. ଚାରିକୋଣିଆ କ୍ଷେତ୍ରମାନ ଥାଇ ବୁଣା ହୋ‍ଇଥିବା ବା ଚିତ୍ରିତ ହୋ‌ଇଥିବା ବସ୍ତ୍ର

ଚଉଖୁଁଟ୍

ବି. ଚଉକାଠ ,ଦ୍ୱାରବଂଧ

ଚଉଗଦି

ବି. ଜମିର ଚାରିଆଡ଼ର ସୀମା, ଚଉହଦି

ଚଉଗିର୍‌ଦା

ବିଂ. ଚତୁର୍ଦିଗ ଆବୃତ୍ତ କରିଥିବା (ମେଘ)

ଚଉଗୁନ୍

ବିଂ. ଚାରିଗୁଣ

ଚଉଠେ

ବିଂ. ଏକ ଚତୁର୍ଥାଂଶ

ଚଉତାଲ୍

ବି. ରଥର ଚାରିପାଖରେ ଦୋ ମହଲା ପରି ଘେରିଥିବା କାଠ ନିର୍ମିତ ଛାତ

ଚଉତିବା

କ୍ରି. ଚାରି ଭାଂଗରେ ଭାଂଗି ସଜାଇବା (ଲୁଗା, କାଗଜ ଇତ୍ୟାଦି)

ଚଉତ୍‌ବା

କ୍ରି. ‘ଚଉତିବା’ ଦେଖ

ଚଉଥା

ବିଂ. ଚତୁର୍ଥ, ଚତୁର୍ଥାଂଶ

ଚଉଥ୍

ମରହଟ୍ଟା ସୈନ୍ୟମାନେ ଦାବି କରୁଥିବା ରସଦ

ଚଉବଲ୍

ବିଂ. ଚତୁର୍ଗୁଣ

ଚଉରସ୍

ବିଂ. ଭଲ, ଶକ୍ତ ଚାରିପାଖ ସମାନ ଥାଇ ମଜବୁତ୍
< previous1234567892223Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App