भारतीय भाषाओं द्वारा ज्ञान

Knowledge through Indian Languages

Dictionary

Samalpuri Odia Shabdakosha (Orissa Sahitya Akademi)

Orissa Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଛ‍ଅର୍

ବି. କ୍ଷୌର, କେଶ ମୁଂଡନ

ଛଏର୍

ବି.ଛାଇ , ଛାୟା

ଛକା

ବି. ୧. ଭୂଇଁରେ ଗାର ଟାଣି ଅଥବା ପାଲି ପକାଇ ନିର୍ଦ୍ଦିଷ୍ଟ ସଂଖ୍ୟକ ଘର ବା ଛକ ମଧ୍ୟରେ ଖେଳା ଯାଉଥିବା ସତରଂଜ ଭଳିଆ ଖେଳ ବିଶେଷ | ୨. ତାସ ପୁଡ଼ାର ‘ଛ‍ଅ’

ଛକାଲି ଦେବା

କ୍ରି. କତଲ କରିଦେବା, ହାଣି ଦେବା

ଛକ୍‌ଲେଇ ଦେବା

ଛକାଲି ଦେବା’ ଦେଖ

ଛଖଁଡ଼ି

ବିଂ. କାଂଡଜ୍ଞାନହୀନ, ଜଡ଼, ପିଂଡ, ମରଣଯୋଗ୍ୟ (ଗାଳି)

ଛଚର୍‌ବା

କ୍ରି. ସଂଚରିବା | ଦୃ : ଟୁକେଲର୍ ଗରଭ୍‌ ଛଁଚ୍‍ରିଛେ

ଛଁଚା

ବି. ୧. ପୁଡ଼ା ବାଂଧିବା ପାଇଁ ବ୍ୟବହୃତ ସବାଇ ବା ପନାସି ଘାସର ମୋଟା ଦ‌ଉଡ଼ି | ୨. ବ୍ରାହ୍ମଣମାନଂକୁ ପ୍ରଦତ୍ତ ଔପଚାରିକ ଖାଦ୍ୟ ସାମଗ୍ରୀ, ସଂଚା

ଛଁଚାବା

କ୍ରି.ଅନ୍ୟକୁ ଶୌଚ କରାଇବା

ଛଁଚି କରି ରଖ୍‌ବା

କ୍ରି.ସଂଚୟ କରି ରଖିବା, ସାଇତିବା

ଛଁଚିଆ

ବି. ସାନ କଂସା ପାତ୍ର ବିଶେଷ

ଛଁଚିବା

ଛଁଚ୍‌ବା’ ଦେଖ

ଛଁଚ୍‌ବା

କ୍ରି. ଶୌଚ କରିବା

ଛଟା

ବି. ପୋଢ

ଛଟିଆ

ବିଂ. ଢିପ (ଜମି)

ଛଟେଇ

ବି.ବାଉଁଶ ତାଟି

ଛଟ୍‍କା

ବି. ଢଗ

ଛଟ୍‍‌କିବା

କ୍ରି. ହାତପାଦ ଆଦି ଅବୟବ ଛାଟିବା, ହଠାତ୍ ସ୍ଥାନ ଚ୍ୟୁତ ହୋ‍ଇ ଅନ୍ୟତ୍ର ପଡ଼ିବା, ଖସିଯିବା

ଛଟ୍‌ଛଟିଜିବା

କ୍ରି. ଯଂନ୍ତ୍ରଣା ଯୋଗୁଁ ଛଟପଟ ହେବା

ଛଡ଼ା

ବି. ଅପ୍ରସୂତା ଗାଈ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App