Samalpuri Odia Shabdakosha (Orissa Sahitya Akademi)
Orissa Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଜ/ଜଁଟିବା
‘ଜଟ୍ବା’ ଦେଖ
ଜ/ଜାର୍ଲି
ବି. ୧. ମାଂକଡ଼ସା ଜାଲ ୨. ଚକ୍ଷୁର ପରଳ
ଜଅଁରା
ବି. ଯମ. ଯମରାଜ
ଜଅଁଲାଜିଆଁ
ବିଂ. ଯମଜ, ଯୁଗ୍ମଜାତ
ଜଏଗଁ
ବି. ଯଜ୍ଞ
ଜଏନ୍ ହେବା
କ୍ରି. ପରିପୂର୍ଣ ହେବା
ଜଏମୁନି
ବି. ବିଜୟ ପ୍ରଦାୟିନୀ ତଂତ୍ରଦେବୀ ବିଶେଷ
ଜଁକା
ବି. ସଂକୋଚନ, ଚାପ
ଜଁକା ପେଲ୍ହା
ବି. ଭିଡ଼, ଠେଲାପେଲା
ଜକ୍
ବି. ହଲଚଲ
ଜଁକ୍
ବି. ଜୋକ
ଜକ୍/ଖ୍ଡ଼ା
ବି. ଆଡ଼ପାଗଳା
ଜକ୍କର୍ବା
କ୍ରି. ଆଦୌ ନଶୁଣିବା, ଧ୍ୟାନ ନ ଦେବା
ଜକ୍ଜକ୍ କର୍ବା
କ୍ରି. ପାଗଳାମିର ପୂର୍ବାଭାସ ପ୍ରଦର୍ଶନ କରିବା
ଜକ୍ଜକ୍ନି
ବିଂ. ଦୃଢ ଭାବେ (ଧରିବା)
ଜକ୍ରିବା
କ୍ରି. ୧. ଧରିବା | ୨. ଟାକି ରହିବା ୩. ଲାଗିପଡ଼ି ଆପଣା ପ୍ରାପ୍ୟ ଅନ୍ୟଠାରୁ ଆଦାୟ କରିବା
ଜଖା
ବି. ଆଡ଼ବାୟା, ଭୂତୋନ୍ନାଦ ବିଶେଷ (ସ୍ତ୍ରୀ . ଜଖେଇ)
ଜଖ୍ଲିଆ
ବି. କୌଣସି ବିଷୟକୁ ବିଶେଷ ଗୁରୁତ୍ୱ ନଦେଇ ହାଲୁକା ଭାବେ ଗ୍ରହଣ କରିବା ମନୋଭାବ
ଜଗଡ଼୍ଦମ୍
ବି. ଜାବୋଡ଼ି ଧରିବା ଅବସ୍ଥା
ଜଗଡ଼୍ବଂଦ୍