भारतीय भाषाओं द्वारा ज्ञान

Knowledge through Indian Languages

Dictionary

Samalpuri Odia Shabdakosha (Orissa Sahitya Akademi)

Orissa Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଡଏଁନା

ବିଂ. ଅତ୍ୟଂତ ଦୁର୍ବଳ ଓ ରୁଗ୍‍ଣ

ଡକର୍‌ନା

ବି. ବଡ଼ ବଡ଼ ଘର ତିଆରିରେ ସାହାଯ୍ୟକାରୀ କାଠ

ଡଁକା

ବି. କରଚୁଲି, ଅଣକ

ଡକାନି

ବି. ଡାକରା

ଡକି

ବି. ଝିଅ

ଡଁକି

ବି. ୧. ବାଂତି ରୋଗ, | ୨. ଛୋଟ ‘ଡଁକା’ ଦେଖ

ଡଁକି ଦେଖାବା

କ୍ରି. ବାଂତି ଭାବ ଅନୁଭୂତ ହେବା

ଡକୁଆ

ବି. ଡାକିବା ଲୋକ

ଡଁକେର୍

ବି. ହାକୁଟି

ଡଁକ୍

ବି. ଲତା, ଡଂକ

ଡକ୍‍ଡାକାବା

କ୍ରି. ଅଗ୍ନି ଉତ୍ତାପରେ ତରଳ ପଦାର୍ଥ ଫୁଟାଇବା

ଡକ୍‍ରା

ବି. ଡାକରା, ନିମଂତ୍ରଣ

ଡଗର୍

ବି. ୧. ଚିହ୍ନ, ପାଦ ଚିହ୍ନ | ୨. ନୀତି | ବିଂ. ସୁଂନ୍ଦର

ଡଂଗର୍

ବି. ପର୍ବତୀୟ ଭୂମି, ପାହାଡ଼

ଡଗର୍ ଧର୍‌ବା

କ୍ରି. ପୂର୍ବରୁ ଯାଇଥିବା ବ୍ୟକ୍ତି ବା ପଶୁ ଆଦି ସହ ମିଳିତ ହେବା ବା ତାକୁ ପାଇବା ପାଇଁ ତା’ର ଚଲାବାଟରେ ଏକା ଅନୁସରଣ କରିବା | ୨. ଅନୁଗମନ କରିବା | ଦୃ : ରାମ୍ ବନ୍‍ବାସ୍ ଗଲା ବେଳେ ସିତା ଭିଲ୍ ତାଁକର୍ ଡଗର୍ ଧର୍‌ଲେ

ଡଗର୍ ବେଟ୍‌ବା

କ୍ରି. ପୂର୍ବରୁ ଯାଇଥିବା ବ୍ୟକ୍ତି ବା ପଶୁ ଯିବା ବାଟରେ ବା ଇତସ୍ତତଃ ତା’ର ଗତିବିଧି ବା ସ୍ଥିତିର ଜ୍ଞାନ ପାଇଁ ଅନୁସଂଧାନ କରିବା

ଡଗର୍ ଲମ୍‌ବା

କ୍ରି. ଅନ୍ୟ ସହିତ ଯିବା ପାଇଁ ପଛେ ପଛେ ଗୋଡ଼ାଇବା

ଡଗର୍‌ନା

ବି. ଉଚ୍ଚ କାଂଥ ଉଠାଇବା ବେଳେ ଆଶ୍ରୟ ପାଇଁ ବାହାର ଆଡ଼କୁ ଖଂଜାଯିବା ପଟା ବା କାଠ

ଡଂଗର୍‌ଲା

ବି. ମାଳ ଅଂଚଳ, ପାହାଡ଼ିଆ

ଡଗର୍‌ଲିଆ

ବିଂ. ବନବାସୀ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App