भारतीय भाषाओं द्वारा ज्ञान

Knowledge through Indian Languages

Dictionary

Samalpuri Odia Shabdakosha (Orissa Sahitya Akademi)

Orissa Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous12345678Next >

ଢଁ କର୍‌ବା

କ୍ରି. ଅପାନ ବାୟୁ ତ୍ୟାଗ କରିବା, ପାଡ଼ିବା

ଢଁକାର୍

ବି. ଏଉଡ଼ି

ଢକୋଢକୋ

ଧ୍ୱ. ଢକ୍ ଢକ୍ ଶବ୍ଦ କରି ଶୀତଳ ତରଳ ପଦାର୍ଥ ଚଂଚଳ ପିଇବାର ଧ୍ୱନି

ଢକ୍‌କର୍

ବି. ଚକ ଓ ବଳଦ ମଧ୍ୟରେ ବ୍ୟବଧାନ ରକ୍ଷାକାରୀ ଶଗଡ଼ର କାଠ ଅବୟବ ବିଶେଷ, ଶଗଡ଼ର ପଛ ପଟ ଦଂଡା

ଢକ୍‌ଢକା

ବି. ଆଦର

ଢକ୍‌ଢକାବା

କ୍ରି. ସେନ ସ୍ନେହ ପ୍ରଦର୍ଶନ କରିବା

ଢକ୍‌ଲୋ

ବିଂ. ପାଣିଆ (ତରକାରି)

ଢଗ୍

ବି. ବଣିଆଂକ ବଟକରା

ଢଗ୍‌ବିରି

ବି. ଆଖି ଆଲୁଅ ରୋଗ

ଢଁଡ଼ା

ବି. କଦଳୀ ମଂଜା

ଢଡୋ

ବି. ବୟସାଧିକ୍ୟ

ଢଡ଼୍‌ସୋ

ବିଂ. ମୋଟା, ପୋଲା

ଢଣ

ବି. ବଡ଼ ମାଛି ବିଶେଷ

ଢଣା

ଢଣ’ ଦେଖ

ଢଣି ହେବା

କ୍ରି. ଖୋଜି ହେବା, ଲାଗିପଡ଼ି ଖୋଜିବା

ଢଣ୍‌କନା

ବି. ପିତ୍ତଳ ତିଆରି ବାହା ଖଡୁ

ଢନା ମାର୍‌ବା

କ୍ରି. କ୍ଷେତରେ ଅଧିକ ପାଣି ଜମିବା ଯୋଗୁଁ ଆଖୁ ଫସଲ ମରିଯିବା

ଢପ

ବି. ଆଡ଼ଂବର, ଢଂଗ, ଦେଖାଣିଆ ଭାବ

ଢପା

ବିଂ. ଆବୃତ

ଢପାଗାଡ଼ି

ବି. ପାଲ ଢଂକା ହୋ‌ଇଥିବା ଗାଡ଼ି
< previous12345678Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App