भारतीय भाषाओं द्वारा ज्ञान

Knowledge through Indian Languages

Dictionary

Samalpuri Odia Shabdakosha (Orissa Sahitya Akademi)

Orissa Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567891213Next >

ତ‌ଅଁର୍

ବି. ୧. ଯୁଆଳିର ମଝିରେ ଲାଗିବା ଲୁହା କଂଟା | ୨. କୂପ ଗର୍ଭକୁ ଯିବା ପାଇଁ ବ୍ୟବହୃତ କଂଟାଳିଆ ଲଂବ ବାଉଁଶ

ତଏଁତରୁ

ତହିଁ ଉତ୍ତାରୁ

ତକାଇବା

କ୍ରି. ଦେଖିବା ପାଇଁ ପ୍ରବୃତ୍ତ କରିବା

ତକିଏତ୍

ବି. ତାଗିଦା, କାର୍ଯ ଚଂଚଳ ସାରିବା ପାଇଁ ଦୃଢ ନିର୍ଦେଶ

ତକୁଆଲ୍

ବିଂ. ଚତୁର, ଚାଲାକ

ତକେ

ସ. ତୋତେ, ତୁମକୁ

ତକ୍

ଅଂ. ସୀମାସୂଚକ ଅବ୍ୟୟ, ପର୍ଯଂତ

ତକ୍‌ଡ଼ି

ବି.୧. ବଟକରା ୨. ସୂତା କାଟିବା ତାକୁଡ଼ି

ତକ୍‌ଡେଇବା

କ୍ରି. ଗାଳି ଦେଇ ସାବଧାନ କରିବା l

ତକ୍‌ତକାଇବା

କ୍ରି. କୌଣସି ସମୁଦ୍ୟତ କରି ରଖିବା, ନିର୍ଦିଷ୍ଟ ସମୟ ପୂର୍ବରୁ କୌଣସି କାର୍ଯ ସଂପାଦନ କରିବା ସକାଶେ କହିବା କିଂବା ଅବସ୍ଥା ସୃଷ୍ଟି କରିବା

ତଗିଆ

ବି. ତ୍ୟାଗ

ତଗେଇ

ବି. ଗୁଡ଼ିଆମାନଂକର ବଡ଼ ବଡ଼ ହାଂଡି, ଯହିଁରେ ଖଜା ବା ଉଖୁଡା ପାଗ କରାଯାଏ

ତଗ୍‍ଲିବା

କ୍ରି. ତରଳିବା | ଦୃ; ନିଆଁ ପାଖେ ରଖ୍‌ଲେ ଘି ତଗ୍‍ଲି ଜାଏସି

ତଁଟି

ବି. ତଂଟି, ଗଳା | ୨. ଘରର ଓଳି ମୁଂଡରେ ଲାଗିବା ଖପରଲି | (ଏହାର ତଳେ ଗୋଟିଏ ଦାଂତ ବାହାରିଥାଏ, ଯାହା ଯୋଗୁଁ ସଂପୁର୍ଣ ‘ତଁଟି’ ଚାଳ ମୁଂଡର ବାଉଁଶରେ ଅଟକି ରହେ

ତଡାକ୍‌

ଅଂ. ହଠାତ୍‌ l

ତଡ଼୍‌କିବା

କ୍ରି. ରାଗିଯାଇ ଉଚ୍ଚସ୍ୱରରେ କହିବା

ତଡ଼୍‌ରୋ

ବି. ବୃକ୍ଷ କଟୋର

ତଁଢେଇ

ବି. ଡାଆଣୀ, ଗୁଣି ଗାରିଡ଼ି ଜାଣିଥିବା ସ୍ତ୍ରୀ

ତତ

ବି. ପରିସ୍ରା (ଶିଶୁ ଭାଷା)

ତତ ଘତାବା

କ୍ରି. ପ୍ରବଳ ମଳତ୍ୟାଗ ଇଚ୍ଛା ହେବା, ତରତର କରିବା
< previous1234567891213Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App