भारतीय भाषाओं द्वारा ज्ञान

Knowledge through Indian Languages

Dictionary

Samalpuri Odia Shabdakosha (Orissa Sahitya Akademi)

Orissa Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଦଂତା

ବିଂ. ହୃଷ୍ଟପୁଷ୍ଟ ଦୃ : ପିଲାଟା ବଡ଼ା ଦଂତା ହେଇଛେ

ଦଂତାଦୁଂତି

ବି. କହୁଣି ବା ଆଂଠୁ ଚାପ ପ୍ରୟୋଗ କରି ଠେଲାପେଲା

ଦଁତାବା

କ୍ରି. ୧. ପଦଚାପ ଦେବା ୨. ଆକ୍ରମଣ କରିବା

ଦଁତିବା

କ୍ରି. ମାଡ଼ିଯିବା, ଧାଇଁଯିବା, ଖାଇଯିବା

ଦଁତେଇ ଦେବା

କ୍ରି. କାର୍ଯରେ ନିଯୁକ୍ତ କରିବା

ଦଁତ୍‌ରା

ବି. ଦାଂତୁରା (ସ୍ତ୍ରୀ. ଦାଁତ୍‌ରି)

ଦଦଲ୍ ମସଲ୍

ବିଂ. ମୋଟା ତାଗଡ଼ା, ହୃଷ୍ଟପୁଷ୍ଟ

ଦଦା

ବି. ୧. ବଡ଼ ଭାଇ ୨. ବାପାଂକ ବାପା

ଦଂଦି ଛୁଇଁବା

କ୍ରି. ମୃତ୍ୟୁ ପୂର୍ବରୁ ଅଂଗ ପ୍ରତ୍ୟଂଗର ପ୍ରବଳ ସଂଚାଳନ ହେବା

ଦଂଦୋ

ବିଂ. ଲଂଗଳା

ଦଂଦ୍‌ରୋ

ବି. ବଡ଼ ଗାତ

ଦନା

ବି. ପତ୍ର ଠୋଲା, ପତ୍ର ନିର୍ମିତ ଆଧାର

ଦନାଇବା

କ୍ରି. ଅତିରିକ୍ତ ପଦଚାପ ଦେଇ ଠିଆ ହେବା

ଦନାଦନ୍

ବିଂ. ଅବିରତ (ପ୍ରହାର)

ଦନାପୁଡ଼୍‌ଗା

ବି. ‘ଦନା’ ଭିତରେ ପରିବା ଓ ମାଛ ଇତ୍ୟାଦି ରଖି ନିଆଁରେ ପୋଡ଼ି ପ୍ରସ୍ତୁତ ବ୍ୟଂଜନ

ଦନ୍‌କିବା

କ୍ରି. ହଲାଇବା

ଦନ୍‌ଦନି

ବିଂ. କ୍ରୋଧୀ (ସ୍ତ୍ରୀ)

ଦନ୍‌ଦନି ଜିବା

କ୍ରି. (ଖୁଂଟ ଆଦି) ସୁଦୃଢ ଭାବେ ପୋତି ହେବା

ଦପା

ବିଂ. ଦୃପ୍ତା, ଦର୍ପବତୀ ନାରୀ, କାହାକୁ ଖାତିର କରୁ ନଥିବା ଝିଅ

ଦପେଇ

ବି. ଅଚଳ ଶଗଡ଼କୁ ଠିଆ କରି ରଖିବା ପାଇଁ ବ୍ୟବହୃତ ଦୁଇ ବା ତିନି କେନିଆ ଖୁଂଟ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App