भारतीय भाषाओं द्वारा ज्ञान

Knowledge through Indian Languages

Dictionary

Samalpuri Odia Shabdakosha (Orissa Sahitya Akademi)

Orissa Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଦପ୍‌ଦପେଇ ଜିବା

କ୍ରି. ଉଜ୍ଜ୍ୱଳ ଦିଶିବା

ଦବ୍‌ଡ଼ିବା

କ୍ରି. ଦ‌ଉଡ଼ିବା, ଧାଇଁବା

ଦଂଭେଲ୍

ବିଂ. ଶକ୍ତ , ଦୃଢ

ଦମକ୍

ବି. ପାହାଡ଼ର ତଳ ଭାଗରେ ପାହାଚ ଭଳି ଯେଉଁ ଅଂଶ ସମତଳ ଭୂମି ଆଡ଼କୁ ଲଂବି ଆସିଥାଏ

ଦମସ୍‍ବା

କ୍ରି. ଦମନ କରିବା, ଚାପିବା, ପଦ ଦଳିତ କରିବା

ଦମ୍

ବି. ଦଂଭ, ନିଶ୍ୱାସ

ଦମ୍ ଧର୍‌ବା

କ୍ରି. ଧୈର୍ଯ ଧରିବା

ଦମ୍‌ଡ଼ି

ବି. ଦଂଭ

ଦମ୍‌ଦମା

ବି. ପାହାଚ, ଶିଡ଼ି | ବିଂ. ଟାଣ , ମଜଭୁତ

ଦମ୍‌ସି କରି

କ୍ରି. ବିଂ. ସାହସ କରି

ଦରଦ୍

ବିଂ. ସଜ, ତାଜା

ଦରବ୍

ବି. ଦ୍ରବ୍ୟ, ବସ୍ତୁ

ଦରବ୍ ସରବ୍

ବି. ଗୃହର ଉପକରଣ ଓ ଆସବାବ ପତ୍ର

ଦରି

ବି. ସତରଂଜି

ଦରିଆ

ବି. ବେଶ୍ୟାସକ୍ତ ପୁରୁଷ, ଦାରୀଠାକୁ ଯାଉଥିବା ଲୋକ

ଦରୁହା

ଦରିଆ’ ଦେଖ

ଦରୋ ଦରୋ

ଧ୍ୱ. ପ୍ରବଳ ବେଗରେ ଜଳ ପତନ ବା ମୂତ୍ରତ୍ୟାଗର ଧ୍ୱନି

ଦର୍‍କା

ବି. ଫଟା, ଚିରା (ଲୁଗା)

ଦର୍‍‌କିବା

କ୍ରି. ଲୁଗା ଆଦି ଚିରି ବା ଫାଟିଯିବା

ଦର୍‍‌ଖେଁଡିଆ

ବି. ଅର୍ଧସଂପୂର୍ଣ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App