भारतीय भाषाओं द्वारा ज्ञान

Knowledge through Indian Languages

Dictionary

Samalpuri Odia Shabdakosha (Orissa Sahitya Akademi)

Orissa Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଦଲମ୍

ବି. ବଡ଼ ବଡ଼ କାଠଗଂଡି

ଦଲାନ୍

ବି. ମଂଡପ ପରି ଘର

ଦଲାରି

ବି. ଦଲାଲର କାର୍ଯ

ଦଲିବା

କ୍ରି. ପଥର ଚକିରେ ପେଷିବା, ଦଳିବା

ଦଲ୍

ବି. ପରଷା, ଖାଇବା ଲୋକକୁ ଦ୍ୱିତୀୟ ବାର ଯାଚିବା ଖାଦ୍ୟଦ୍ରବ୍ୟ ଓ ଏହି କାର୍ଯ

ଦଲ୍‍ ଦେବା

କ୍ରି. ଖାଇ ବସିଥିବା ବ୍ୟକ୍ତିକୁ ଦ୍ୱିତୀୟ ଥର ଅନ୍ନ ବ୍ୟଂଜନାଦି ଦେବା

ଦଲ୍‌କିବା

କ୍ରି. କଂପିବା

ଦଲ୍‍ଖା

ବି. ସମତଳ ସଡ଼କ ବା ବଂଧରେ ଥିବା ଖାଲ ଜାଗା

ଦଲ୍‍‌ଦଲାବା

କ୍ରି. କଂପିବା ଥରି ଉଠିବା, ଆଂଦୋଳିତ ହେବା

ଦଲ୍‍‌ଦଲି

ବି. କର୍ଦମାକ୍ତ ଜମି, କାଦୁଅ ଭର୍ତି ଖାଲ

ଦଲ୍‍ପଟି

(ବିଛଣା) ଲୋଚାକୋଚା ହେବା

ଦଲ୍‍ପଠିଆଣି

ବି. ବିବାହ ପରେ ଦ୍ୱିତୀୟ ବାର ଝିଅକୁ ଶାଶୁଘରକୁ ପଠାଇବା ବିଧି

ଦସା

ବି. ଦୟନୀୟ ଅବସ୍ଥା

ଦସି

ବି. ୧. ନଖ ମୂଳରେ ଉପୁଡ଼ି ପଡୁଥିବା ମଲା ଚମ | ୨. ତଂତର ଅଂଶ ବିଶେଷ

ଦସିପତେ ବୁନ୍‌ବା

କ୍ରି. ହ‌ଇରାଣ, ହରକତ କରିବା

ଦସେଇବା

କ୍ରି. ବିଛାଇବା, ଶଯ୍ୟା ପ୍ରସ୍ତୁତ କରିବା

ଦସ୍‌ନା

ବି. ବିଛଣା, ଶଯ୍ୟାବସ୍ତ୍ର

ଦସ୍‌ରା

ବି. ଆଶ୍ୱିନ ମାସ

ଦସ୍‌ରାମଟିଆ

ବି. ଏକ ପ୍ରକାର ଧାନ

ଦସ୍‌ରିଆ

ବିଂ. ଦଶହରା କାଳୀନ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App