भारतीय भाषाओं द्वारा ज्ञान

Knowledge through Indian Languages

Dictionary

Samalpuri Odia Shabdakosha (Orissa Sahitya Akademi)

Orissa Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଦହ

ବି. ତାସ ଖେଳର ଦଶ ସଂଖ୍ୟା

ଦହ ଦହ

ବିଂ. ଆଖି ସାମ୍ନାରେ

ଦହନା

ବି. ଦୟଣା, ଏକ ପ୍ରକାର ସୁବାସ ପତ୍ର

ଦହଲାବା

କ୍ରି. ଗୋଳମାଳ ଭିଆଇବା, ସମସ୍ତଂକୁ ହ‍ଇରାଣ କରିବା

ଦହଲି

ବିଂ. ଜଳମୟ ଦୃ; ବର୍‍ସା ଦିନେ ପାଏନ୍ ଗଲିକରି ଘର୍ ଦହଲି ହେଇ ଜାଏସି

ଦହସତ୍

ବି. ପରିଶ୍ରମ ଜନିତ ହ‍ଇରାଣ

ଦହିକାଦ

ବି. ଯଜ୍ଞ ଉଦ୍‌ଯାପନ ବେଳେ ଜଣେ ନାରୀ ଦହି ହାଂଡି ମୁଂଡେଇ ପରିକ୍ରମା କରିବା ପ୍ରଥା

ଦହିକେରା

ବି. ପକ୍ଷୀ ବିଶେଷ

ଦାଆଁ

ବି. ନିର୍ଦିଷ୍ଟ ବସ୍ତୁକୁ ପୋଡ଼ିଦେବା ସଂଗେ ସଂଗେ ଆଗକୁ ଗତି କରୁଥିବା ଅଗ୍ନିଶିଖା

ଦାଆବେଠି

ବି. ପୂର୍ବେ ଭୂସ୍ୱାମୀମାନଂକର ଜମିରୁ ରୟତମାନେ ବିନା ପାରିଶ୍ରମିକରେ ଧାନ କାଟୁଥିବା ପ୍ରଥା

ଦାଇ

ବି. ବୁଇ, ଝିଅ

ଦାଇଁ

ବି. ବେଂଗଳା ଦ‌ଉଡ଼ି, ପଶୁମାନଂକୁ ବାଂଧିବା ପାଇଁ ବ୍ୟବହୃତ ଦ‌ଉଡ଼ି, ଦୁଆଁ

ଦାଇଜ୍

ବି. ଯୌତୁକ

ଦାଇବା

କ୍ରି. ଦାଆ ଦ୍ୱାରା ଧାନଗଛ ଆଦିକୁ କାଟିବା, ମୂଳପୋଛ କରି ତୃଣାଦି କାଟିବା

ଦାଏକା

ବି. ଅନ୍ୟ ପକ୍ଷକୁ ଲକ୍ଷ୍ୟ କରି ବୋଲାଯିବା ବିଦ୍ରୁପାତ୍ମକ ଗୀତ ବା ପଦ

ଦାଏଜ୍/ଜି

ବି. ଯୌତୁକ

ଦାଏଲ୍

ବି. ଡାଲି

ଦାଓ କର୍‍ବା

କ୍ରି. ଝଲସିବା, ଉଜ୍ଜ୍ୱଳ ଦିଶିବା

ଦାଗିବା

କ୍ରି. ୧. ତପ୍ତ ଲୌହ ଦଂଡ ବା ବଂଧୁକ ଦ୍ୱାରା ଲାଛିବା | ୨. ନିଆଁ ଲଗାଇବା

ଦାଗ୍‌ଡେ

ଅଂ. ଥରେ , ଏକ ବାର

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App