भारतीय भाषाओं द्वारा ज्ञान

Knowledge through Indian Languages

Dictionary

Samalpuri Odia Shabdakosha (Orissa Sahitya Akademi)

Orissa Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଦାଘା

ବି. ବିପଦ

ଦାଁଟ୍

ବି. ୧. ଖିଲାଣ | ୨. ଦଂଭୋକ୍ତି

ଦାଁଡ଼ି

ବି. ଶଗଡ଼ ଦଂଡା, ଲଂଗଳର ଈଷ

ଦାଢି ଘି

ବି. ଘିଅ ମାରିବା ପରେ ପାତ୍ର ତଳେ ରହିବା ଖଦଡ଼ା ଅବଶିଷ୍ଟାଂଶ

ଦାଢିଧାନ୍

ବି. ଖ‌ଇ ଭଜାହେଲା ପରେ ତହିଁରୁ ଖସିପଡ଼ିବା ଧାନ ଚୋପା

ଦାଢ୍‌ଦାଢିଆ

ବିଂ. କରତ ବା ଦାଆ ପରି ଦଂତୁରିତ

ଦାଁତି

ବି. ଚାଳର ଅଗରୁ ଓହଳାଇବା ତାଟି (ଏହା ଦ୍ୱାରା କାଂଥକୁ ବର୍ଷା ପାଣିରୁ ରକ୍ଷା କରାଯାଏ) ବିଂ. ଦଂତୁରିତ |

ଦାଁତୁନ୍

ବି. ଦାଂତଘଷା କାଠି

ଦାଁତ୍

ବି. ଦାଂତ

ଦାଁତ୍‌କୁରା

ବି. ଦାଂତରେ ପୋକ ଲାଗିବା

ଦାଁତ୍‌ଗିଜ୍‌ରା

ବି. ସାମାନ୍ୟ କଥାରେ ଦାଂତ ଦେଖାଇ ହସିବା

ଦାଁତ୍‌ଗିଜ୍‌ରାବା

କ୍ରି. ଦାଂତ ଛୋଡ଼ିବା

ଦାଁତ୍‌ରି

ବିଂ. ୧. ଦାଂତୁରୀ, ବଡ଼ବଡ଼ ଦାଂତ ଥିବା ସ୍ତ୍ରୀ | ୨. ଦଂତୁରିତ | ଦୃ : ‘ଦାଁତ୍‌ରି ମାଏଝି ଘର୍‌କେ ସିରି, ଚୋର୍ ପଲାଲା ଦାଁତ୍‌କେ ଡରି ‘

ଦାଦର୍

ବି. ବିସ୍ତୀର୍ଣ ଅନାବାଦୀ ପଡ଼ିଆ ଜମି

ଦାଂଦର୍

ବି. ମାଛଧରା ଯଂତ୍ର ବିଶେଷ

ଦାଂଦି

ବି. ଉତ୍ତାପ, ଘର ଭିତରର ତାତି

ଦାଦିଗିଣା

ବି. ଛାତିରେ ହାତ ପିଟି ଶିଶୁମାନଂକର ଏକ ପ୍ରକାର ଖେଳ | (ସାଂଗୀତିକ ‘ଧାଧିଘିନା’ର ଧ୍ୱନି ଭେଦ

ଦାଂଦିବା

କ୍ରି. ଗହଦିବା, ଗରମ ବୋଧ ହେବା

ଦାଦୁ

ବି. ଜାଦୁ, ଚର୍ମରୋଗ

ଦାଦୁଆ

ବିଂ. ଜାଦୁ ରୋଗାକ୍ରାନ୍ତ ବ୍ୟକ୍ତି

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App