भारतीय भाषाओं द्वारा ज्ञान

Knowledge through Indian Languages

Dictionary

Samalpuri Odia Shabdakosha (Orissa Sahitya Akademi)

Orissa Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଦାଂଦ୍‌ରି ହେବା

କ୍ରି. ଇଚ୍ଛିତ ଉଦ୍ଦେଶ୍ୟ ସାଧନ କରି ନ ପାରି ବିବ୍ରତ, ବିରକ୍ତ, ଅସ୍ଥିର ହେବା

ଦାନ୍

ବି. ୧. ପାଦ, ଗୋଡ଼ | ୨. ପଶା ଖେଳରେ କାଠି ପକାଇବା ୩. ଲାଉ ତୁଂବା

ଦାନ୍‌ଗଦି

ବି. ମ୍ୟୁନିସିପାଲିଟି ଅଂଚଳରେ ବିକିବା ପାଇଁ ମଫସଲରୁ ପଣ୍ୟାଦି ଆଣୁଥିବା ବ୍ୟକ୍ତିଂକଠାରୁ ଶୁଳ୍‌କ ଆଦାୟ କରାଯିବା କାର୍ଯାଳୟ

ଦାନ୍‌ଗଦି ମାହାସୁଲ୍

ବି. ପଣ୍ୟକର

ଦାନ୍‌ଦପାନ୍

ବି. ଦାନ ଇତ୍ୟାଦି

ଦାବ

ବି. ଖଳାର ଧାନଗଦାର ପରସ୍ତ

ଦାବନ୍

ବି. ‘ଦାବିକା’ କ୍ରିୟାର ବିଶେଷ୍ୟ ରୂପ

ଦାମୁର୍

ଦାମୁଡ଼ି, ବାଛୁରି

ଦାମ୍

ବି. ମୂଲ୍ୟ

ଦାମ୍‌ଡ଼ି

ବି. ବାଛୁରି, ଗୋବତ୍ସା

ଦାୟିଦାର୍

ବି. ଦାୟୀ

ଦାରୁ

ବି. ମଦ୍ୟ, ବାରୁଦ ଗୁଂଡ, ଦିଆସିଲିର ଜଳିବା ଅଗ

ଦାରୁଦର୍‌ପନ୍

ବି. କାଠ ଦର୍ପଣ

ଦାର୍‌ପିଲା

ବି. ଦାରୀପୁତ୍ର (ଗାଳି)

ଦାଲି

ବି. ମୁଗ, ବିରି, ହରଡ଼, ବୁଟ ଆଦି ଡାଲି

ଦି

କୁ, ଆଡକୁ, ଦିଗକୁ, ଅଂଚଳରେ

ଦିଆଲି

ବି. ଦୀପାବଳି ଉତ୍ସବ

ଦିଆଲିଆ

ବିଂ. ଦେବାଳିଆ

ଦିଆଲିକିରା

ବି. ଶୀତ ରାତିରେ ଦେଖାଯାଉଥିବା ଛୋଟ ଛୋଟ ଶାଗୁଆ ରଂଗର ପତଂଗ

ଦିଇସା

ବି. ବେଉଷଣ, ଦ୍ୱିକର୍ଷଣ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App