Samalpuri Odia Shabdakosha (Orissa Sahitya Akademi)
Orissa Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ର ର ବେଟା
ବି. ହାତର ବୁଢା ଆଂଗୁଠି ନିକଟସ୍ଥ ଆଂଗୁଠି
ରଇ
ବି. ଚିତାଗ୍ନି, ଶବପୋଡ଼ା ନିଆଁ | ୨. ମଂଥନ ଦଂଡ ୩. ହଇଜା
ରଇଖିଆ
ବିଂ. ପୁରୁଷଂକୁ ଦିଆଯିବା ଗାଳି ବିଶେଷ
ରଇତା
ବି. ଦହି ମିଶ୍ରିତ ଏକ ପ୍ରକାର ବ୍ୟଂଜନ, ରାଇତା
ରକତ୍
ବି. ରକ୍ତ, ରୁଧିର, ଶୋଣିତ
ରକତ୍ସିଂଘି
ବି. ୧. ଏକ ପ୍ରକାର ସାପ | ୨. ଏକ ପ୍ରକାର ଧାନ
ରକମ୍
ବି. ପ୍ରକାର, ଧରଣ
ରକାସାର୍ବା
କ୍ରି. ରକା ଉପଶମନ ସକାଶେ ମାଲିସ୍ କରିବା
ରକ୍ତିଆ
ବିଂ. ରକ୍ତବାନ୍, ଉତ୍ସାହୀ, ପ୍ରାଣବଂତ
ରକ୍ଦମା
ବି. ଏକ ପ୍ରକାର ଧୋତି
ରକ୍ମି
ବିଂ. ନାନା ରକମର ଛଇ ବା ଭଂଗି ପ୍ରଦର୍ଶନକାରିଣୀ
ରଂକ୍ରଂକ୍
ବିଂ. ବାତ୍ସଲ୍ୟ ସ୍ନେହ ପ୍ରବଣ
ରକ୍ରଜାବା
କ୍ରି. ୧. କଷ୍ଟ ହେବା | ୨. ଅସ୍ତ୍ର ଦ୍ୱାରା ଘଷି ଘଷି କାଟିବା
ରଖଡ଼୍
ବିଂ. ରୁକ୍ଷ
ରଖା ଦେବା
କ୍ରି. ଗଉଡ଼ ଘରେ ଗାଈ ରଖାଇବା, ବିନା ଖର୍ଚରେ ଗାଈଗୋରୁ ଜଗାରକା ପାଇଁ ଦେବା
ରଖିଆ
ବିଂ. ରଖିବା ଲୋକ, ରକ୍ଷକ
ରଖୁଆ
ବିଂ. ଗାଈ ବାଛୁରୀ ରଖିବା ଲୋକ
ରଖ୍ନି
ବିଂ. ରକ୍ଷିତା ସ୍ତ୍ରୀ, ଉପପତ୍ନୀ
ରଖ୍ନିଆ
ବିଂ. ଉପପତି
ରଖ୍ବା