भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ତିନୋଟି

ନଡିଆରେ ତିନୋଟି ଆଖି ଥାଏ
Kisan Word: ମୁନ୍‌ଟା
Kisan Sentence: ନାଡିଆଘି ମୁନ୍‍ଟା ହାନ୍ନୁ ରାଇଦ୍‍
Oraon Word: ତିନ୍‌ଠୁ
Oraon Sentence: ନାରକାଲପି ତନ୍‌ଠୁ ଖାନ୍ନେ ରାଇ

ତିରଙ୍ଗା

ତିରଙ୍ଗା ଆମ ଜାତୀୟ ପତାକା ଅଟେ
Kisan Word: ତିରଙ୍ଗା
Kisan Sentence: ତିରଙ୍ଗା ଏମା ଜାତୀୟ ପତାକାଦ୍‍
Oraon Word: ତିରଙ୍ଗା
Oraon Sentence: ତିରଙ୍ଗା ଏମହାୟ ଜାତୀୟ ପତାକା ହିକେ

ତିଳେ

ବାର୍ଷିକ ପରୀକ୍ଷାକୁ ମୁଁ ତିଳେ ମାତ୍ର ଭୟକରେ ନାହିଁ
Kisan Word: ଟିକିଏ
Kisan Sentence: ବାର୍ଷିକ ପରୀକ୍ଷାବନ ଏନ ଟିକିଏଭି ମା ଏଲଚାଦାନ
Oraon Word: ତାବ୍‌କୋ
Oraon Sentence: ବାର୍ଷିକ ପରୀକ୍ଷା ୟନ ତାନ୍‌କୋ ମାଲ ଏଲେଚଜାନ

ତୀର

ଆଦିବାସୀମାନେ ତୀର ମାରି ଶିକାର କରନ୍ତି
Kisan Word: ଚାର
Kisan Sentence: ଆଦିବାସୀ ଯାମାର ଚାର ମାରିକିରି ସେନ୍ଦରା କାମନାଏ
Oraon Word: କାନ୍ନା
Oraon Sentence: ଆଦିବାସୀ ଯାମାର କାନ୍ନାଲାଆରି ସେନ୍ଦରା କାମନାଏ

ତୁଚ୍ଛା

ସେ ତୁଚ୍ଛାରେ ମୋତେ ସନ୍ଦେହ କରୁଛି
Kisan Word: ମେଲାନହାଲେ
Kisan Sentence: ଆସ୍‍ ମେଲାନହାଲେ ଏଙ୍ଗାନ ସନ୍ଦେହ କାମଦାସ୍‍
Oraon Word: ବେକାର
Oraon Sentence: ଆସ ଏଙ୍ଗାନ କେବାର ସନ୍ଦେହ ନାନାଲ୍‌ଦାସ

ତୁରନ୍ତ

ଜ୍ୱର ହେଲେ ତୁରନ୍ତ ଔଷଧ ଖାଅ
Kisan Word: ଜାଲଦି
Kisan Sentence: ନାଣି ମାଞ୍ଜକୁନ ଜାଲଦି ମାନ୍ଦାର ମହା
Oraon Word: ଜାଲଦି
Oraon Sentence: ନାଣି ମାଞ୍ଜକୁନ ଜାଲଦି ଦାୱାଇ ମୋଖା

ତୁଷ୍ଟ

ସୈନିକର ଧୈର୍ଯ୍ୟ ଦେଖି ରାଜା ତୁଷ୍ଟ ହେଲେ
Kisan Word: ଖୁସି
Kisan Sentence: ସ‌ଇନିକସ୍କି ଧୈର୍ଯ୍ୟ ଏରି ରାଜାସ୍‍ ଖୁସି ମାଞ୍ଚାସ୍‍
Oraon Word: ଖୁସି
Oraon Sentence: ସ‌ଇନିକସ୍କି ଧୈର୍ଯ୍ୟ ଏରାକି ରାଜାସ୍‍ ଖୁସି ମାଞ୍ଚାସ୍‍

ତୂରୀ

ଯୁଦ୍ଧ ପାଇଁ ତୂରୀ ବଜାଉ ଥିଲେ
Kisan Word: ତୁରୀ
Kisan Sentence: ଯୁଦ୍ଧ ଲାଗାନ୍‍ ତୁରୀ ଆସ୍‌ସାଲିଆର
Oraon Word: ଭେଁର
Oraon Sentence: ଲାଡ଼ାଇ ବଆକି ଭେଁରା ଆସ୍ତ୍ରାଲିୟାର

ତୃତୀୟ

ରାଗିଣୀ ପରିବାରର ତୃତୀୟ କନ୍ୟା ଅଟେ
Kisan Word: ତୃତୀୟା
Kisan Sentence: ରାଗିଣୀ କୁଟୁମ୍ବନ୍ତା ତୃତୀୟା କୁକାୟାଦ୍‍
Oraon Word: ତିସ୍‌ରା
Oraon Sentence: ରାଗିଣୀ କୁଟୁମ୍ବନ୍ତା ତିସ୍‌ରା କୁକୋଏଦ୍‍ ହିକେ

ତେଣ୍ଡା

ତେଣ୍ଡାରେ ପାଣି ଉଠାଇ ଜଳସେଚନ କରାଯାଏ
Kisan Word: ଟେଣ୍ଡା
Kisan Sentence: ଟେଣ୍ଡାତି ଆମ୍ମୁ ଉଠାବାକିରି ଜଳ ସେଚନ କାମନାୟ
Oraon Word: ଟେଣ୍ଡା
Oraon Sentence: ଟେଣ୍ଡାତି ଆମ୍ମୁ ଉଠାବାକିରି ଆମ୍ମୋପାଟାବାନାର

ତେନ୍ତୁଳି

ତେନ୍ତୁଳି ଖଟା ଲାଗେ
Kisan Word: ତେତେଲେ
Kisan Sentence: ତେତେଲେ ଖାଟା ଲାଗିଦ୍‍
Oraon Word: ତିତାଲି
Oraon Sentence: ତିତାଲି ତସ୍ସା ଲାଗି

ତେଲ

ଜଡା ମଞ୍ଜିରୁ ତେଲ ବାହାରେ
Kisan Word: ଇସୁଙ୍ଗ
Kisan Sentence: ଜାଡା ମାଞ୍ଜିନ୍ତି ଇସୁଙ୍ଗ ଉରଖିଦ୍‍
Oraon Word: ଇସୁଙ୍ଗ
Oraon Sentence: ଜାଡା ମାଞ୍ଜିନ୍ତି ଇସୁଙ୍ଗ ଉରଖି

ତୋଟା

ଆମ ଗାଁ ପାଖରେ ଏକ ଆମ୍ବ ତୋଟା ଅଛି
Kisan Word: ବଗିଚା
Kisan Sentence: ଏମା ଡିହି ଚାହାନୁ ଅଣ୍ଟା ଟାଠା ବଗିଚା ଆତଲିଦ୍‍
Oraon Word: ବାଗାଇଚା
Oraon Sentence: ଏମହାୟ ପାଦ୍ଦା ହେବେ ଅଣ୍ଟା ଟାଠ୍‌ଖା ବାଗାଇଚା ରାଇ

ତୋତେ

ମୁଁ ତୋତେ ସାହାଯ୍ୟ କରିବି
Kisan Word: ନିଙ୍ଗାନ୍‍
Kisan Sentence: ଏନ ନିଙ୍ଗାନ ସାହାଯ୍ୟ କାମନ
Oraon Word: ନିଙ୍ଗାନ୍‍
Oraon Sentence: ଏନ ନିଙ୍ଗାନ ବାଜାଇତ ନାନୋନ

ତୋରାଣୀ

ଗାଈକୁ କୁଣ୍ଡା ତୋରାଣୀ ଦିଅ
Kisan Word: ବାସିଆମ୍ମୁ
Kisan Sentence: ଗାୟଗେ କୁଣ୍ଡୋ ବାସିଆମ୍ମୁ ଚିଆ
Oraon Word: ବାସିଆମ୍ମୁ
Oraon Sentence: ଗାୟଗେ କୁଣ୍ଡୋ ବାସିଆମ୍ମୁ ଚିଆ

ତୋଳିବା

ରୀନା ଓ ଲିନା ଶାଗ ତୋଳିବା ପାଇଁ ଗଲେ
Kisan Word: ତଖ୍‌ନା
Kisan Sentence: ରୀନା ଆଉ ଲିନା ଆଢା ତଖ୍ଖାଗେ କେରାର୍‍
Oraon Word: ତଖ୍‌ନା
Oraon Sentence: ରୀନା ଆଉ ଲିନା ଆତିଖା ତଖ୍ଖାଗେ କେରାର୍‍

ତ୍ରିଭୁଜ

ତ୍ରିଭୁଜରେ ତିନୋଟି କୋଣ ଥାଏ
Kisan Word: ତ୍ରିଭୁଜ
Kisan Sentence: ତ୍ରିଭୁଜନୁ ମୁନ୍‌ଟା କୁଣ ରାଇଦ୍‍
Oraon Word: ତ୍ରିଭୁଜ
Oraon Sentence: ତ୍ରିଭୁଜନୁ ତିନ୍‌କୋନିଆ ରାଇ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App