भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଦର୍ଶନୀୟ

ଚିଲିକା ଏକ ଦର୍ଶନୀୟ ସ୍ଥାନ ଅଟେ
Kisan Word: ଦର୍ଶନୀୟ
Kisan Sentence: ଚିଲିକା ଅଣ୍ଟା ଦର୍ଶନୀୟ ଆଡ୍ଡାଦ
Oraon Word: ଦର୍ଶନୀୟ
Oraon Sentence: ଚିଲିକା ଅଣ୍ଟା ଦର୍ଶନୀୟ ଆଡ୍ଡା ହିକେ

ଦଳ

ହାତୀଦଳ ଗାଁ ଗଣ୍ଡାରେ ପଶୁଛନ୍ତି
Kisan Word: ଦଳ
Kisan Sentence: ହାଥି୍ଦଳ ଡିହିଡୁଙ୍ଗରିନୁ କାରାଲିଦ୍‍
Oraon Word: ଦଳ
Oraon Sentence: ହାଥିଦଳ ଖୁରୀ ବାଟିନୁ କରଆଲି

ଦଳ

ଗାଁ ପୋଖରୀ ଦଳରେ ପରିପୂର୍ଣ୍ଣ ହୋ‌ଇଛି
Kisan Word: ଚତର
Kisan Sentence: ଡିହି ପୋଖରୀଇ ଚତରନୁ ନିନ୍ଦିକିଚିଦ
Oraon Word: ଚତରଘାଁସି
Oraon Sentence: ଖୁରୀ ପୋଖରୀ ଚତରଘାଁସିନୁ ନିନ୍ଦିକିରାଇ

ଦଳେ

ଦଳେ ଲୋକ ଭୋଟ ପ୍ରଚାର କରୁଛନ୍ତି
Kisan Word: ଅନଦଳ
Kisan Sentence: ଅନଦଳ ଆଲାର ଭୋଟ ପ୍ରଚାର କାମାଲନାୟ
Oraon Word: ଅନଦଳ
Oraon Sentence: ଅନଦଳ ଆଲାର ଭୋଟ ପ୍ରଚାର କାମାଲନାୟ

ଦଶ

ମାମୁଁ ମୋତେ ଦଶଟଙ୍କା ଦେଲେ
Kisan Word: ଦଶ
Kisan Sentence: ମାମୁଁସ ଏଙ୍ଗାନ ଦଶରୁପିୟା ଚିଚାସ୍‍
Oraon Word: ଦଶ
Oraon Sentence: ମାମୁଁସ ଏଙ୍ଗାନ ଦଶରୁପିୟା ଚିଚାସ୍‍

ଦଶକ

ପନ୍ଦରରେ ଏକ ଦଶକ ସ୍ଥାନରେ ରହିଛି
Kisan Word: ଦଶକ
Kisan Sentence: ପନ୍ଦରନୁ ଏକ ଦଶକ ଆଡ୍ଡାନୁ ଆତଲିଦ
Oraon Word: ଦଶକ
Oraon Sentence: ପନ୍ଦରନୁ ଏକ ଦଶକ ଆଡ୍ଡାନୁ ଆତଲିଦ

ଦଶମ

ରୀତା ଦଶମ ଶ୍ରେଣୀରେ ପଢ଼େ
Kisan Word: ଦଶମ
Kisan Sentence: ରୀତା ଦଶମ ଶ୍ରେଣୀନୁ ପାଢ଼ାଲିଦ
Oraon Word: ଦଶମ
Oraon Sentence: ରୀତା ଦଶମ ଶ୍ରେଣୀନୁ ପାଢ଼ାଲି

ଦସ୍ତା

ଦସ୍ତା ଏକ ପ୍ରଯୋଜନୀୟ ବସ୍ତୁ ଅଟେ
Kisan Word: ଦସ୍ତା
Kisan Sentence: ଦସ୍ତା ଅଣ୍ଟା ପ୍ରଯୋଜନୀୟ ଜିନିଷଦ୍‍
Oraon Word: ଦସ୍ତା
Oraon Sentence: ଦସ୍ତା ଅଣ୍ଟା ପ୍ରଯୋଜନୀୟ ଜିନିଷ ହିକେ

ଦାଆ

ଦାଆରେ ଧାନ କଟାଯାଏ
Kisan Word: ତାଁତାର
Kisan Sentence: ତାଁତାରତି ହେସ୍‌ସୁ ହୟାକାଇଦ୍‍
Oraon Word: ତାଁତାର
Oraon Sentence: ତାଁତାରତି ଖେସେ ଖାଣ୍ଡତାରୀ

ଦାଉ

ପରିବେଶ ଆଜି ମନୁଷ୍ୟ ଉପରେ ଦାଉ ସାଧୁଛି
Kisan Word: ଦାଉ
Kisan Sentence: ପରିବେଶ ଇନ୍ନା ମାନାୟ ମିୟାଁ ଦାଉ ସାଧାଲି
Oraon Word: ସାଧନିସାଧନା
Oraon Sentence: ପରିବେଶ ମନୱା ମାନାୟ ମିୟାଁ ସାଧନି ସାଧାଲି

ଦାଣ୍ଡ

ଆମ ଗାଁ ଦାଣ୍ଡ ଖୁବ୍‍ ଓସାରିଆ ଅଟେ
Kisan Word: ଖୁଉଡ଼ି
Kisan Sentence: ଏମା ଡ଼ିହି ଖୁଉଡ଼ି ବାଗ୍‌ଗେ ଓସାରଦ
Oraon Word: ଖୁଉଡ଼ି
Oraon Sentence: ଏମା ଡ଼ିହି ଖୁଉଡ଼ି ବାଗ୍‌ଗେ ଓସାର ରାଇ

ଦାନା

କୁକୁଡ଼ାଙ୍କୁ ଯଥେଷ୍ଟ ଦାନା ଦେଇ ପାଳନ କର
Kisan Word: ଦାନା
Kisan Sentence: ହେରଗେ ବାଡ୍‌ହିଆଟିକେ ଦାନା ଚିଇକିରି ପୋଷା
Oraon Word: ଦାନା
Oraon Sentence: ହେରଗେ ବାଡ୍‌ହିଆଟିକେ ଦାନା ଚିଆଳି ପୋଷା

ଦାନ୍ତ

ପ୍ରତିଦିନ ସକାଳେ ଦାନ୍ତ ଘସିବା ଭଲ
Kisan Word: ପାଲ୍ଲୁ
Kisan Sentence: ସବୁଦିନ ପାଇରି ପାଲ୍ଲୁ ଘଷନାଦ ବାନେଦ୍‍
Oraon Word: ପାଲ୍ଲେ
Oraon Sentence: ହୁରମି ଉଲ୍ଲା ପାଇରି ପାଲ୍ଲେ ଘାସନା ବେଶ

ଦାୟୀତ୍ୱ

ବାପାଙ୍କ ପରେ ଘରର ଦାୟିତ୍ୱ ମୋ ଉପରେ ପଡ଼ିଛି
Kisan Word: ଦାୟୀତ୍ୱ
Kisan Sentence: ବାଂଙ୍ଗସ୍‌କି ପାଛଲି ଏଡପାନ୍ତା ଦାୟୀତ୍ୱ ଏଙ୍ଗା ମିୟାଁ ଖାତରିକିଚି
Oraon Word: ଦାୟୀତ୍ୱ
Oraon Sentence: ବାଂଙ୍ଗସ୍‌କି ପାଛଲି ଏଡପାନ୍ତା ଦାୟୀତ୍ୱ ଏଙ୍ଗାହାୟ ମିୟାଁ ଖାତରିକିରି

ଦାର୍ଶନିକ

ଦାର୍ଶନିକମାନେ ଜୀବନର ପଥ ଦେଖନ୍ତି
Kisan Word: ଦାର୍ଶନିକ
Kisan Sentence: ଦାର୍ଶନିକଯାମାର ଜିୟାଘି ପାବୁ ଏଦ୍‌ନାଏ
Oraon Word: ଦାର୍ଶନିକ
Oraon Sentence: ଦାର୍ଶନିକଯାମାର ଜିୟାଘି ହାହରେ ଏଦ୍‌ନାଏ

ଦି ପହର

ଦି ପହର ବେଳେ ମଧ୍ୟାହ୍ନ ଭୋଜନ ଦିଆଯାଏ
Kisan Word: ଦୁଇ ପହର
Kisan Sentence: ଦୁଇ ପହର ବାକେନ ମଧ୍ୟାହ୍ନ ଭୋଜନ ଚିଆକାଇଦ୍‍
Oraon Word: ଦୁଇ ପହର
Oraon Sentence: ଦୁଇ ପାହାର ବିରିନ୍ତା ମାଣ୍ଡି ଚିତାରି

ଦିଆସିଲି

ନରମ କାଠରେ ଦିଆସିଲି ଖୋଳ ତିଆରି ହୁଏ
Kisan Word: ଦିଆସିଲି
Kisan Sentence: ନରମ ମାନ୍ନୁତି ଦିଆସିଲି ଖୋଲ ତିଆର ମାନିଦ୍‍
Oraon Word: ମାଚିସ୍‍
Oraon Sentence: ନାରାମ ମାନ୍ନେତି ମାଚିସ୍‍ ଖୋଲ କାମତାରି

ଦିଗ

ବିପଦ ଘଟିଲେ ଚାରି ଦିଗ ଅନ୍ଧାର ଦେଖାଯାଏ
Kisan Word: ଦିଗ
Kisan Sentence: ବିପଦ ଘଟରୁକୁନ ଚାରି ଦିଗ ଉହା ଏଥ୍ରିଦ୍‍
Oraon Word: କୋଣା
Oraon Sentence: ବିପାଇତ୍‍ ଘାଟାରକୁନୁ ଚାଇରୋ କୋଣା ଉଙା ଏଥ୍ରି

ଦିଗ ଦର୍ଶନ

ଗୁରୁଜନମାନେ ଆମକୁ ଦିଗ୍‌ଦର୍ଶନ ଦିଅନ୍ତି
Kisan Word: ଦିଗ ଦର୍ଶନ
Kisan Sentence: ଗୁରୁଜନ ଯାମାର ଏମାଗେ ଦିଗଦର୍ଶନ ଚିନାୟ
Oraon Word: ଦିଗ ଦର୍ଶନ
Oraon Sentence: ଗୁରୁଜନ ଯାମାର ଏମାଗେ ଦିଗଦର୍ଶନ ଚିନାୟ

ଦିବସ

ଦିବସରେ ଲୋକେ କାମ କରନ୍ତି
Kisan Word: ଉଲ୍ଲା
Kisan Sentence: ଉଲ୍ଲାବାକେନ୍‍ ଆଲାର ନାଲଖୁ କାମନାୟ
Oraon Word: ଉଲ୍ଲା
Oraon Sentence: ଉଲ୍ଲାବାକେନ୍‍ ଆଲାର ନାଲଖ୍‍ ନାନ୍ନାର

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App