भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଦୀପ

ଗରୀବ ଲୋକେ ରାତିରେ ଘରେ ଦୀପ ଜାଳନ୍ତି
Kisan Word: ଚିଙ୍ଗନି
Kisan Sentence: ଗରିବ ଆଲାର ମାହାଁ ଏଡପାନୁ ଚିଙ୍ଗନି ଜାଲାବାନାର
Oraon Word: ବିଲ୍ଲି
Oraon Sentence: ଗାରିକ ଆଲାର ମାଖକୁ ଏଡ଼ପାନୁ ମାଖା ବିଲ୍ଲି ଦାଗ୍‌ନାର

ଦୀପାବଳି

ଦୀପାବଳି ଅମାବାସ୍ୟାରେ ବାଣ ଫୁଟାଯାଏ
Kisan Word: ଦିଆଲି
Kisan Sentence: ଦିଆଲି ଅମାବାସ୍ୟାନୁ ଫାଟ୍‌କା ଫୁଟାବାନାୟ
Oraon Word: ସୁହରାଇ
Oraon Sentence: ସୁହରାଇ ଆମାସନୁ ଫାଟ୍‌କା ଚଡ଼ତାନାର

ଦୁଇଫାଳ

ନଡ଼ିଆ ଭାଙ୍ଗିଲେ ଦୁଇଫାଳ ହୋ‌ଇଯାଏ
Kisan Word: ଦୁଇଫାଡା
Kisan Sentence: ନାଡିଆ ହଟକୁନ ଦୁଇଫାଡା ମାନିକାଇଦ୍‍
Oraon Word: ଦୁଇଫାଡା
Oraon Sentence: ନାଡିଆ ହଟକୁନ ଦୁଇଫାଡା ମାନିକାଇ

ଦୁଃଖ

ଆତ୍ମୀୟଙ୍କୁ ହରାଇଲେ ଭାରି ଦୁଃଖଲାଗେ
Kisan Word: ଦୁଖ
Kisan Sentence: ଆତ୍ମୀୟଯାମାରିନ୍‍ ଏପ୍‌ଶିକୁନ ବହୁତ ଦୁଖ ଲାଗିଦ୍‍
Oraon Word: ଦୁଃଖ
Oraon Sentence: ତାଙ୍ଗଆ ଆଲାରିନ ଏବ୍‌ଶକୁନୁ ବାହୁଁତ ଦୁଃଖ ଲାଗି

ଦୁଃଖିରଙ୍କୀ

ଆମ ଦେଶରେ ଦୁଃଖିରଙ୍କୀଙ୍କ ସଂଖ୍ୟା କମ୍‍ ନୁହେଁ
Kisan Word: ଦୁଃଖିରଙ୍କୀ
Kisan Sentence: ନାମ୍‌ହାଏ ଦେଶନୁ ଦୁଃଖିରଙ୍କୀରଘି ସଂଖ୍ୟା କମ ମାଲାକାରିନ୍‍
Oraon Word: ଦୁଃଖିରଙ୍କୀ
Oraon Sentence: ନାମ୍‌ହାଏ ଦେଶନୁ ଦୁଃଖିରଙ୍କୀରଘି ସଂଖ୍ୟା କାମମ ମାଲ୍ଲା

ଦୁଧ

ଗାଈ ଦୁଧ ଶିଶୁ ମାନଙ୍କ ପାଇଁ ଉପକାରୀ
Kisan Word: ଗୁରସ
Kisan Sentence: ଗାୟ ଗୁରସ ହାଦ୍‌ଦାରଘି ଲାଗାନ ଉପକାରୀ
Oraon Word: ଦୁଧି
Oraon Sentence: ଗାୟ ଦୁଧି ଖାଦ୍ଧାରଣେ ଲାଗାନ ଉପକାରୀ

ଦୁଷିତ

ଦୁଷିତ ଜଳ ପାନ କଲେ ରୋଗ ହୁଏ
Kisan Word: ଦୁଷିତ
Kisan Sentence: ଦୁଷିତ ଆମ୍ମୁ ହାପ୍‌କୁନ ବେମାର ମାନିଦ
Oraon Word: ଲେଡ଼
Oraon Sentence: ଲେଡ଼ ଆମ୍ମେ ଓନ୍ନାତି ବେମାର ମାନ

ଦୁଷ୍ଟ

ଦୁଷ୍ଟମାନେ ଦିନେ ବିନିଷ୍ଟ ହେବେ
Kisan Word: ଦୁଷ୍ଟ
Kisan Sentence: ଦୁଷ୍ଟଯାମାର ଉନ୍ଦୁଲ ବିନିଷ୍ଟ ମାନର
Oraon Word: କାଲାନଞ୍ଚ
Oraon Sentence: କାଲାନଞ୍ଚ ଯାମାର ଉନ୍ଦୁଲ ଦା ମାନର

ଦୁଃସାହସ

ଶୀକାରୀର ଦୁଃସାହସ ଥାଏ
Kisan Word: ବହୁତ ସାହସ
Kisan Sentence: ସେନ୍ଦ୍ରା କୁଦୁରଘି ବହୁତସାହସ ରାଇଦ୍‍
Oraon Word: ବହୁତ ସାହସ
Oraon Sentence: ସେନ୍ଦ୍ରା କୁଦୁରଘି ବହୁତସାହସ ରାଇ

ଦୁସ୍ଥ

ଦୁସ୍ଥ ଲୋକକୁ ସରକାରୀ ସାହାଯ୍ୟ ମିଳେ
Kisan Word: ଅକରମଣ୍ୟ
Kisan Sentence: ଅକରମଣ୍ୟ ଆଲାରଗେ ସରକାରୀ ସାହାଯ୍ୟ ହାଖରିଦ୍‍
Oraon Word: ଲାଙ୍ଗଡ଼ା ଠୁଟା
Oraon Sentence: ଲାଙ୍ଗଡ଼ା ଠୁଟା ଆଲାରଗେ ସାରକାରୀ ମାଜାଇତ ଚିତାରି

ଦୁହେଁ

ଆମେ ଦୁହେଁ ହାଟକୁ ଯାଇଥିଲୁ
Kisan Word: ଦୁହେଁର
Kisan Sentence: ଏମ ଦୁହେଁର ହାଟ୍ଟେଗେ କେରକାଚକାମ
Oraon Word: ଦୁୟୋଝାନ
Oraon Sentence: ଏମ ଦୁୟୋଝାନ୍‍ ପିଠ୍‍ କେରକା ରାଚକାମ

ଦୂରରେ

ଦୂରରେ ଥାଇ ମଧ୍ୟ ସାହଯ୍ୟ କରି ହେବ
Kisan Word: ଗେଚ୍ଛାନ୍ତିନ
Kisan Sentence: ଗେଚ୍ଛାନ୍ତିନୁ ରାଇକିରି ସାହଯ୍ୟ କାମା ମାନଦ
Oraon Word: ଗେଚ୍ଛାନ୍ତିନ
Oraon Sentence: ଗେଚ୍ଛାନ୍ତିହୁଁ ରାଆର ମାଦାଇତ ନାନା ଅଂତାର

ଦୃଶ୍ୟ

କରୁଣ ଦୃଶ୍ୟ ଦେଖିଲେ ହୃଦୟକୁ ବାଧେ
Kisan Word: ଦୃଶ୍ୟ
Kisan Sentence: କରୁଣ ଦୃଶ୍ୟ ଏରକୁନ ଜୀବନଗେ ବାଧିଦ୍‍
Oraon Word: ଏଥେରନା
Oraon Sentence: ଗରଗରା ଏଚଥରନା ଜିୟାଗେ ନୁଜ‌ଇ

ଦୃଷ୍ଟି

ପିଲାଙ୍କ ପାଠପଢ଼ା ପ୍ରତି ପିତାମାତା ଦୃଷ୍ଟି ରଖନ୍ତି
Kisan Word: ନଜର
Kisan Sentence: ହାଦ୍‌ ଦାରଘି ପାଠପଢ଼ାଗେ ବାଂଗ ଆୟାଙ୍ଗ ନଜର ଚିନାୟ
Oraon Word: ନାଜାଇର
Oraon Sentence: ଖାଦ୍ଦାରଘି ପାତାପାଡ଼ି ମେୟା ବାଙ୍ଗାୟୋରଘି ନାଜାଇର ଚିନାର

ଦେଖାଦେଖି

ପରିବାର ଟିକିଏ ଦେଖା ଦେଖି କରି ବାପା ଫେରିଯାନ୍ତି
Kisan Word: ଦେଖରେଖ
Kisan Sentence: କୁଟୁମ୍ବ ଟିକେ ଦେଖରେଖ କାମିକିରି ବାଙ୍ଗସ୍‍ କିରଦାସ
Oraon Word: ଦେଖରେଖ
Oraon Sentence: ପାରିବାରାନ ତାନିକ୍‍ ଦେଖରେଖ ନାନାର ବାଙ୍ଗସ କିର୍‌ଦାସ

ଦେଖି

ହଠାତ୍‍ ବାଘ ଦେଖି ମୁଁ ଡରିଗଲି
Kisan Word: ଏରି
Kisan Sentence: ହଠାତ୍‍ ଲାକଡ଼ା ଏରି ଏନ୍‍ ଏଲଚ୍‌କାନକେରକାନ
Oraon Word: ଏରାକି
Oraon Sentence: ହାଠାତ୍‍ ଲାକତାନ ଏରାକି ଇଲିଚକାନ

ଦେଖିବା

ସୂର୍ଯ୍ୟକୁ ଦେଖିବା ଦ୍ୱାରା ଆଖି ଖରାପ ହୁଏ
Kisan Word: ଏରନା
Kisan Sentence: ବିଡିନ୍‍ ଏରନାଘି ଲାଗାନ ହାନ୍ନୁ ଖାରାପ ମାନିଦ୍‍
Oraon Word: ଏରନା
Oraon Sentence: ବିଡିନ୍‍ ଏରନାଘି ଲାଗାନ ଖାନ୍ନେ ଖାରାପ ମାନି

ଦେବଦାରୁ

ଦେବଦାରୁ ଗଛର କାଠରେ ଦିଆସିଲି ତିଆରି ହୁଏ
Kisan Word: ଦେବଦାରୁ
Kisan Sentence: ଦେବଦାରୁ ମାନ୍ନୁନ୍ତା କାଙ୍କୁନୁ ଦିଆସିଲି ତିଆର ମାନିଦ୍‍
Oraon Word: ଦେବଦାରୁ
Oraon Sentence: ଦେବଦାରୁ ମାନ୍ତେନ୍ତା କାଙ୍କେନୁ ଦିଆସିଲି ତିଆର ମାନିଦ୍‍

ଦେବୀ

କାଳିଜାଇ ପାହାଡ଼ରେ ଦେବୀ ମନ୍ଦିର ଅଛି
Kisan Word: ଦେବୀ
Kisan Sentence: କାଲିଜାଇ ଡୁଙ୍ଗରିନୁ ଦେବୀ ମନ୍ଦିର ଆତଲିଦ୍‍
Oraon Word: ଦେବୀ
Oraon Sentence: କାଲିଜାଇ ପାରତାନୁ ଦେବୀ ମାନନ୍ଦିର ରାଇ

ଦେଶ

ଆମ ଭାରତ ଏକ ବୃହତ ଦେଶ ଅଟେ
Kisan Word: ଦେଶ
Kisan Sentence: ଏମା ଭାରତ ଅଣ୍ଟା ବାଡକା ଦେଶଦ୍‍
Oraon Word: ରାଜି
Oraon Sentence: ଏମହାଏ ଭାରାତ ଅଣ୍ଟା କୋହାଭଜି ହିକେ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App