भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଦେହ

ମୋ ଦେହ ଆଜି ଟିକିଏ ଭଲ ନାହିଁ
Kisan Word: ମେଦୁ
Kisan Sentence: ଏଙ୍ଗା ମେଦୁଦ ଇନ୍ନା ଟିକେ ବାନେ ମାଲ୍ଲାଦିନ
Oraon Word: ମେଦ୍‍
Oraon Sentence: ଏଙ୍ଗହାୟ ମେଦ୍‍ ଇନ୍ନା ତାନିକ୍‍ ବେଶ ମାଲ୍ଲା

ଦୈର୍ଘ୍ୟ

ହୀରାକୁଦ ବନ୍ଧର ଦୈର୍ଘ୍ୟ ପ୍ରାୟ ୨୫ କିମି
Kisan Word: ଲାମ୍ବା
Kisan Sentence: ହୀରାକୁଦ ବନ୍ଧଘି ଲାମ୍ବା ପ୍ରାୟ ୨୫ କିମି
Oraon Word: ଙ୍ଗେନା
Oraon Sentence: ମାଷ୍ଟରସ୍‍ ହାଦ୍‌ଦାରିନ ଙ୍ଗୋଗେ ତେଙ୍ଗିଆସ୍‍

ଦୋକାନ

ଆମ ଗ୍ରାମରେ ଔଷଧ ଦୋକାନଟିଏ ନାହିଁ
Kisan Word: ଦୁକାନ
Kisan Sentence: ଏମା ଡିହିନୁ ମାନ୍ଦାର ଦୁକାନ ଅଣ୍ଟା ମାଲ୍ଲାଦିନ
Oraon Word: ଦୋକାନ
Oraon Sentence: ଏମହାୟ ଖୁରାନୁ ପାନ୍ଦାର ଦୋକାନ ଅଣ୍ଟାହୁଁ ମାଲ୍ଲ

ଦୋଳି

ଝିଅମାନେ ଦୋଳି ଖେଳି ଆନନ୍ଦ ପାଆନ୍ତି
Kisan Word: ଝୁଲନା
Kisan Sentence: କୁକାୟ ହାଦ୍‌ଦାର ଝୁଲନା ବେଚିକିରି ଆନନ୍ଦ ହାଖନାୟ
Oraon Word: ଡ଼ିଲୱା
Oraon Sentence: କୁକୋଏ ଖାଦ୍ଦାର ତିଲୱା ଟୁକରାକି ଖୁସି ହାଖନାର

ଦୌଡ଼ିବା

ଶିକ୍ଷକ ପିଲାମାନଙ୍କୁ ଦୌଡ଼ିବା ପାଇଁ କହିଲେ
Kisan Word: କୁଦିଆରା
Kisan Sentence: ମାଷ୍ଟରସ୍‍ ହାଦ୍‌ଦାରିନ କୁଦିଆରାଗେ ତେଙ୍ଗିଆସ୍‍
Oraon Word: କୁଦିଆରା
Oraon Sentence: ମାଷ୍ଟରସ୍‍ ହାଦ୍‌ଦାରିନ କୁଦିଆରାଗେ ତେଙ୍ଗିଆସ୍‍

ଦ୍ୱନ୍ଦ

ଲୋକଟିର କଥା ଶୁଣି ମୁଁ ଦ୍ୱନ୍ଦରେ ପଡ଼ିଲି
Kisan Word: ଦ୍ୱନ୍ଦ
Kisan Sentence: ଆଲାସ୍କି କାଥା ମେନି ଏନ ଦ୍ୱନ୍ଦନୁ ଖାତ୍‌ରାକାନ
Oraon Word: ଦ୍ୱନ୍ଦ
Oraon Sentence: ଆଲାସ୍କି କାଥା ମେନାକି ଏନ ଦ୍ୱନ୍ଦନୁ ଖାତ୍‌ରାକାନ

ଦ୍ୱାର

ମନ୍ଦିରର ଦ୍ୱାର ସମସ୍ତଙ୍କ ପାଇଁ ଖୋଲା ରହିବା ଆବଶ୍ୟକ
Kisan Word: ପାବୁ
Kisan Sentence: ମନ୍ଦିରନ୍ତା ପାବୁ ଯାମାରଘି ଲାଗାନ ଖୁଲା ରାନା ଦାରକାର
Oraon Word: ବାଲି
Oraon Sentence: ମାନ୍ଦିରଘି ବାଲି ହୋରମାରଗେ ଚାଲ୍‌ଖ୍‌କା ରାନା କାଥା

ଦ୍ୱିତୀୟ

ଏହା ରବିର ଦ୍ୱିତୀୟ ଚେଷ୍ଟା ଥିଲା
Kisan Word: ଦ୍ୱିତୀୟ
Kisan Sentence: ଇଦ୍‍ ରବିସ୍‌କି ଦ୍ୱିତୀୟ ଚେଷ୍ଟା ରାଚାଦ୍‍
Oraon Word: ଦ୍ୱୱାବାର
Oraon Sentence: ଇଦ୍‍ ରବିସଘି ଦ୍ୱୱାବାର ଚେଷ୍ଟା ରାୟ

ଦ୍ୱୀପ

ହ୍ୱିଲର ଦ୍ୱୀପରୁ ରକେଟ ପ୍ରେରଣ କରାଯାଏ
Kisan Word: ଦୀପ
Kisan Sentence: ହ୍ୱିଲର ଦ୍ୱୀପନ୍ତିନ୍‍ ରକେଟ ତାୟାନାୟ
Oraon Word: ଟାପୁ
Oraon Sentence: ହିଲର ଟାପୁନ୍ତି ରକେଟ ତାଇନାର୍‍

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App