भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous12Next >

ଫମ୍ପା

ବାଉଁଶ ଭିତର ପଟ ଫମ୍ପା ଥାଏ
Kisan Word: ଢଢ୍ରୋ
Kisan Sentence: ମାସୁ ଉଲା ପାଖା ଢଢ୍ରୋ ରାଇଦ୍‍
Oraon Word: ଢଢ୍ରୋ
Oraon Sentence: ବାଁଶ ଗାହି ଭିତରି ପାଖେ ତତ୍ରୋ ରାଇ

ଫରକ

ଆଜିକାଲି ପୁଅଝିଅ ମଧ୍ୟରେ ଫରକ ନାହିଁ
Kisan Word: ଫରକ
Kisan Sentence: ଇନ୍ନାନେଲା କୁକ୍କୋକୁକାଏରଘି ମାଝାନୁ ଫରକ ମାଲ୍ଲା
Oraon Word: ଫରକ
Oraon Sentence: ଇନ୍ନାନେଲା କୁକ୍କୋକୁକାଏରଘି ମାଝାନୁ ଫରକ ମାଲ୍ଲା

ଫରଚା

ଫରଚା ହେବା ପୂର୍ବରୁ ଚାଷୀ ହଳ ନିଏ
Kisan Word: ପାରଛା
Kisan Sentence: ପାରଛା ମାନ୍ନା ଆଘଲି ଚାଷୀ ଗହଲା ହଦାସ୍‍
Oraon Word: ଫାରଚା
Oraon Sentence: ଫାର୍‌ଚା ମାନ୍ନା ଘି ମୁନ୍ଧ ଚାଷୀସ୍‍ ଗହ୍‌ଲା ହ‌ଅଦାସ୍‍

ଫଳ

ଫଳରେ ପ୍ରଚୁର ଭିଟାମିନ୍‍ ଥାଏ
Kisan Word: ଫାଡ୍‍
Kisan Sentence: ଫାଡନୁ ବହୁତ ଭିଟାମିନ୍‍ ରାୟିଦ୍‍
Oraon Word: ଖାଞ୍ଜପା
Oraon Sentence: ଖାଞ୍ଜପାନୁଁ ଇଫରାଇତ୍‍ ଭିଟାମିନ୍‍ ରାଇ

ଫଳପ୍ରଦ

ଏମ୍‍.ଡି.ଟି କୁଷ୍ଠ ରୋଗ ପାଇଁ ଫଳପ୍ରଦ ଔଷଧ ଅଟେ
Kisan Word: ବାନେ
Kisan Sentence: ଏମ୍‍.ଡି.ଟି କୁଷ୍ଠ ବେମାରଘି ଲାଗାନ ବାନେ ମାନ୍ଦାରଦ୍‍
Oraon Word: ଦାଅ
Oraon Sentence: ଏମ୍‍.ଡି.ଟି କୁଷ୍ଠ ବେମାରଗେ ଦାଅ ମାନ୍ଦାର ତାଲି

ଫଳିବ

ଗଛରେ ଖତ ଦେଲେ ପ୍ରଚୁର ଫଳ ଫଳିବ
Kisan Word: ହାଞ୍ଜିଦ୍‍
Kisan Sentence: ମାନ୍ନୁନୁ ଖାତ ଚିଚକୁନ ବହୁତ ଫାଡ ହାଞ୍ଜିଦ୍‍
Oraon Word: ଖାଞ୍ଜଆ
Oraon Sentence: ମାନ୍ନନୁଁ ସାରେ ଚିକ୍‌କୁନ୍‍ ମୁରୁକ୍‍ ଖାଞ୍ଜିପା ଖାଞ୍ଜିଅ

ଫସଲ

ନବରଙ୍ଗପୁର ଅଞ୍ଚଳରେ ପ୍ରଚୁର ମକା ଫସଲ ହୁଏ
Kisan Word: କିର୍ଷି
Kisan Sentence: ନବରଙ୍ଗପୁର ଅଞ୍ଚଳନୁ ବହୁତ ଜଣ୍ଡରା କିର୍ଷି ମାନିଦ୍‍
Oraon Word: କ୍ଷିତି
Oraon Sentence: ନବରଙ୍ଗପୁର ଆବଡାଗେ ଇଫ୍‌ରାଇତ୍‍ ଜିନ୍‌ହର କ୍ଷିତି

ଫାଙ୍କା

ବେଳେବେଳେ ପୋଲିସ୍‍ ଫାଙ୍କା ଗୁଳିଚାଳନା କରନ୍ତି
Kisan Word: ସୋଜନୁ
Kisan Sentence: ଅହନ‌ଅହନ ବାକେନ ପୁଲିସ୍‍ ସୋଜନୁ ଗୁଲି ଚାଲାବାନାଏ
Oraon Word: ଆହ୍‌ମ୍ବାମ୍‍
Oraon Sentence: ଅଙ୍ଘନ୍‍ ଅଙ୍ଘନ୍‍ ପୋଲିସାର ଆହ୍‌ମ୍ବାମ୍‍ ଗୁଲି ଚାଲାବାଆନାର

ଫାଳେ

ମୁଁ ରମାକୁ ଫାଳେ କମଳା ଦେଲି
Kisan Word: ଫାଡେ
Kisan Sentence: ଏମ ରମାସକେ ଫାଡେ ଟେଭା ଚିଚକାନ
Oraon Word: ଆନ୍ଦଫାଡା
Oraon Sentence: ଏନ୍‍ ରମାସଗେ ଆନ୍ଦଫାଡା ଟେଭା ଚିକ୍‌କାନ୍‍

ଫାଶୀ

ଜଘନ୍ୟ ଅପରାଧିକୁ ଫାଶୀ ଦିଆଯାଏ
Kisan Word: ଫାଶୀ
Kisan Sentence: ବାଡ୍‌କା ଦୋଷୀସିନ ଫାଶୀ ଚିଆକାଇ
Oraon Word: ଫାଶୀ
Oraon Sentence: କୋହାଁ ଦୋଷୀସିନ ଫାଶୀ ଚିତାରାଇ

ଫିଟିକିରି

ଫିଟିକିରି ଏକ ବିଶୋଧକ ଅଟେ
Kisan Word: ଫିଟକିରି
Kisan Sentence: ଫିଟିକିରି ଅଣ୍ଟା ଶୋଧନ କାମନା ଜିନିସ
Oraon Word: ଫିଟକିରି
Oraon Sentence: ଫିଟିକିରି ଅଣ୍ଟା ଶୋଧନ କାମନା ଜିନିସ

ଫୁଟା

ଫୁଟା ପାଣି ଥଣ୍ଡା କରି ପିଇବା ଭଲ
Kisan Word: ଅରତାନା
Kisan Sentence: ଅରତାନା ଆମ୍ମୁ ଥାଣ୍ଡାକାମି ହାପ୍‌ନା ଭଲ
Oraon Word: ଫୁଟୁଚ୍‌କା
Oraon Sentence: ଫୁଟୁଚ୍‌କା ଆମ୍ମନ୍‍ ଡ଼ହା ନାନାର ଅନ୍ନା ଦାଅ ହିକ

ଫୁଟି

ଫୁଲ ଫୁଟି ସୁନ୍ଦର ଦେଖାଯାଉଛି
Kisan Word: ଫୁଲରି
Kisan Sentence: ପୁଉଁପୁ ଫୁଲିଆରି ସୁନ୍ଦର ଏଥ୍ରାଲିଦ୍‍
Oraon Word: ପୁଇଦାଆର
Oraon Sentence: ପୁଁପ୍‍ ପୁଇଦାଆର ସୁନ୍ଦାର୍‍ ଏଥ୍‌ରାଆଲି

ଫୁଲ

ଗୋଲାପ ଫୁଲର ବାସ୍ନା ଥାଏ
Kisan Word: ପୁଉଁପୁ
Kisan Sentence: ଗୋଲାପ ପୁଉଁପୁଘି ମହକନ ରାଇଦ୍‍
Oraon Word: ପୁଁପ୍‍
Oraon Sentence: ଗୋଲାପ ପୁଁପ୍‍ ଗାହି ମାହାକ୍‍ ରାଇ

ଫୁଲଦାନୀ

ଫୁଲଦାନୀରେ ଫୁଲ ରଖାଯାଏ
Kisan Word: ଫୁଲଦାନୀ
Kisan Sentence: ଫୁଲଦାନୀନୁ ପୁଉଁପୁ ଉୟାକାଇଦ୍‍
Oraon Word: ଫୁଲଦାନୀ
Oraon Sentence: ଫୁଲଦାନୀନୁ ପୁଁପ୍‍ ଉଇତାର‌ଇ

ଫୁଲିବା

ଗୋଡ଼ ମଚକିଲେ ଫୁଲିବା ଆରମ୍ଭ ହୁଏ
Kisan Word: ପୁହିଦ୍‍
Kisan Sentence: ହେଡ୍ଡୁ ମାଲକାରାଚାକୁନ ପୁହାଗେ ସୁରୁ କାମିଦ୍‍
Oraon Word: ପୁଖନା
Oraon Sentence: ଖେଚଡ୍ଡ ମେସଗାର୍‌ଇ ହଲେ ପୁଖ୍‌ନା ସୁରୁଆର‌ଇ

ଫୁସ୍‌ଫୁସ୍‌

ଫୁସ୍‌ଫୁସ୍‌ରେ ରକ୍ତ ପରିଷ୍କାର ହୁଏ
Kisan Word: ଫୁସ୍‌ଫୁସ୍‌
Kisan Sentence: ଫୁସ୍‌ଫୁସ୍‌ତି ହେଁସୁ ସାଫା ମାନିଦ୍‍
Oraon Word: ଫୁସ୍‌ଫୁସ୍‌
Oraon Sentence: ଫୁସ୍‌ଫୁସ୍‌ତି ହେଁସୁ ସାଫା ମାନିଦ୍‍

ଫେଣା

ଫେଣାରେ ମହୁମାଛି ମହୁ ସଂଗ୍ରହ କରେ
Kisan Word: ଫେଣାନୁ
Kisan Sentence: ଫେଣାନୁ ମହୁମାଛିଦ୍‍ ମହୁ ସାଉଁଟାବା ଅନ୍ଦ୍ରିଦ୍‍
Oraon Word: ଛତ୍‌ନା
Oraon Sentence: ଛାତ୍‍ ନାନୁଁ ତିନିଦ୍‍ ତିନି ଖୋଡ଼ଆର ଉଇୟି

ଫେରିବା

ସନ୍ଧ୍ୟା ପୂର୍ବରୁ ଲୋକେ ହାଟରୁ ଫେରିବା ଆରମ୍ଭ କରନ୍ତି
Kisan Word: କିର୍ନା
Kisan Sentence: ବିଡପୁତନା ଆଘଲି ଆଲାର ହାଟ୍ଟେନ୍ତି କିର୍ନା ସୁରୁ କାମନାଏ
Oraon Word: କିର୍ନା
Oraon Sentence: ବିଡ଼ି ପୁତ୍ତନାତି ମୁନ୍ଦି ଆଲାର ପେଠ୍‌ତି କିର୍ରନା ସୁରୁ ନାନ୍ନାର

ଫୋଟକା

ବିବାହ ଭୋଜିରେ ଲୋକେ ଫୋଟକା ମାରନ୍ତି
Kisan Word: ଫୁଟକା
Kisan Sentence: ବେଞ୍ଜା ଭଉଜିନୁ ଆଲାର ଫୁଟକା ଚୋଢତାନାଏ
Oraon Word: ଫାଟକା
Oraon Sentence: ବେଞ୍ଜା ଭଉଜିନୁ ଆଲାର ଫାଟକା ଚଡ୍‌ତାଆନାର
< previous12Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App